Odia GK -ଭାରତର ଜାତୀୟ ଖେଳ କଣ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କ’ଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ସାରା ବିଶ୍ୱରେ ଏପରି ଅନେକ ପ୍ରଶ୍ନ ଏବଂ ତାର ଉତ୍ତର ଅଛି ଯାହାକୁ ଶୁଣିବା ପରେ ଆମ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ, ଏତେ ସହଜ ରେ ବି ଆମେ ମାନେ ତାହାକୁ ବିଶ୍ୱାସ କରି ପାରିନଥାଉ। ଆମ ଦେଶକୁ ନେଇ ମଧ୍ୟ ଅନେକ କଥା ରହିଛି, ଅନେକ ଇତିହାସ ରହିଛି। ଯେଉଁ ସବୁ ସମ୍ପର୍କରେ ହୁଏତ ଆମେ ମାନେ ଜାଣିନଥିବା ଯଦି ବି ଜାଣିଥିବା ତେବେ ବହୁତ କମ୍ ଜାଣିଥିବା, ହେଲେ ଆମ ମାନଙ୍କୁ ସେହି ସବୁ ବିଷୟ ରେ ଜାଣିବା ଉଚିତ ବା ସେହି ସବୁ ପ୍ରଶ୍ନ ର ଉତ୍ତର ଜାଣିବା ଉଚିତ, ଯାହାକି ଆମ ମାନଙ୍କୁ ବହୁତ ଆଗକୁ ନେଇଯିବ। ଏପରି ଅନେକ ମଧ୍ୟ ଛୋଟ ଛୋଟ ପ୍ରଶ୍ନ ରହିଛି ଯାହାକି ଆମେ ମାନେ ଜାଣିନଥିବା। ତେବେ ଆମେ ଆଜି ଆପଣ ମାନଙ୍କୁ ଆମ ଦେଶ ସମ୍ପର୍କରେ ସେହି ପରି କିଛି ପ୍ରଶ୍ନ କହିବୁ ଏବଂ ତାର ଉତ୍ତର ମଧ୍ୟ କହିବୁ। ତେବେ ଆସନ୍ତୁ ଜାଣିବା ଏହି ସବୁ ସମ୍ପର୍କରେ।

1 . ଭାରତର ପ୍ରଥମ ରାଷ୍ଟ୍ରପତି ଙ୍କ ନାମ କଣ?
ଉତ୍ତର :- ଡଃ ରାଜେନ୍ଦ୍ର ପ୍ରସାଦ

2 . ଭାରତର କ୍ଷେତ୍ରଫଳ କେତେ?
ଉତ୍ତର :-୩୨,୮୭,୨୬୩ ବର୍ଗ କି. ମି

3 . ଆୟତନ ରେ ଭାରତର ବୃହତ୍ତମ ରାଜ୍ୟ ଟି କଣ?
ଉତ୍ତର :- ରାଜସ୍ଥାନ

4 . ରାଜସ୍ଥାନ କ୍ଷେତ୍ରଫଳ କେତେ?
ଉତ୍ତର :- ୩,୪୨,୨୩୯ ବର୍ଗ କି. ମି

5 . ଆୟତନରେ ଭାରତରେ ସବୁଠାରୁ କ୍ଷୁଦ୍ରତମ ରାଜ୍ୟ ଟି କଣ?
ଉତ୍ତର :- ଗୋଆ

6 . ଭାରତର ଜାତୀୟ ଖେଳ ର ନାମ କଣ?


ଉତ୍ତର :- ହକି

7 . ଭାରତର ଜାତୀୟ ପଶୁ ର ନାମ କଣ?
ଉତ୍ତର :- ବାଘ

8 . ଗୋଆ ର କ୍ଷେତ୍ରଫଳ କେତେ?
ଉତ୍ତର :- ୩,୭୦୨ ବର୍ଗ କି. ମି

9 . ଭାରତରେ କେତୋଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି?
ଉତ୍ତର :- ୭ ଟି

10 . ଭାରତର ବୃହତ୍ତମ କେନ୍ଦ୍ର ଶାସିତ ଅଞ୍ଚଳ ର ନାମ କଣ?
ଉତ୍ତର :- ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ

11 . ଆଣ୍ଡମାନ ନିକୋବର ଦ୍ଵୀପପୁଞ୍ଜ ର ଆୟତନ କେତେ?
ଉତ୍ତର :- ୮,୨୪୯ ବର୍ଗ କି. ମି

12 . ଭାରତର କ୍ଷୁଦ୍ରତମ କେନ୍ଦ୍ର ଶାସିତ ଅଞ୍ଚଳ ର ନାମ କଣ?
ଉତ୍ତର :- ଲାକ୍ଷାଦ୍ଵୀପ

13 . ଲାକ୍ଷାଦ୍ଵୀପ ର ଆୟତନ କେତେ?
ଉତ୍ତର :- ୩୨ ବର୍ଗ କି. ମି

14 . ୨୦୧୧ ମସିହା ର ଜନଗଣନା ଅନୁସାରେ ଭାରତର ଲୋକ ସଂଖ୍ୟା କେତେ?
ଉତ୍ତର :- ୧୨୧ କୋଟି ରୁ ଉର୍ଦ୍ଧ୍ବ

15 . ଭାରତର କେଉଁ ସହରରେ ଅଧିକ ଲୋକ ବାସ କରନ୍ତି?
ଉତ୍ତର :- ମୁମ୍ବାଇ

16 . ଭାରତର ଜନ ସଂଖ୍ୟା ବିଶ୍ୱ ଜନ ସଂଖ୍ୟାର କେତେ ଭାଗ?
ଉତ୍ତର :- ୧୭ ର ଭାଗ

17 . ଭାରତର କେଉଁ ରାଜ୍ୟ ରେ ଲୋକ ସଂଖ୍ୟା ସର୍ବାଧିକ?
ଉତ୍ତର :- ଉତ୍ତରପ୍ରଦେଶ

18 . ଭାରତରେ କେଉଁ ରାଜ୍ୟ ରେ ଜନସଂଖ୍ୟା ସାନ୍ଦ୍ରତା
ସର୍ବାଧିକ?
ଉତ୍ତର :- ପଶ୍ଚିମବଙ୍ଗ

19 . ଭାରତର କେଉଁ ରାଜ୍ୟ ରେ ଜନସଂଖ୍ୟା ସାନ୍ଦ୍ରତା ସର୍ବନିମ୍ନ?
ଉତ୍ତର :- ଅରୁଣାଚଳ ପ୍ରଦେଶ

20 . ଭାରତର କେଉଁ ରାଜ୍ୟ ରେ ଶିକ୍ଷିତ ଲୋକ ମାନଙ୍କ ସଂଖ୍ୟା ସର୍ବାଧିକ?
ଉତ୍ତର :- କେରଳ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।