କେନ୍ଦ୍ର ସରକାର ବଡ ନିଷ୍ପତ୍ତି – ରାସନ କାର୍ଡ କୁ ନେଇ କଡା ନିର୍ଦ୍ଧେଶାବଳୀ ସେୟାର କରି ସମସ୍ତଙ୍କୁ ଜଣନ୍ତୁ ନଚେତ୍ ଆଗକୁ ପସ୍ତେଇବେ

0

ଆମ ଦେଶ ର ସରକାର ଲୋକ ଙ୍କୁ ସୁରକ୍ଷିତ ଓ ସମସ୍ତ ପ୍ରକାର ସୁବିଧା କୁ ଯୋଗାଇ ଦେବା ପାଇଁ ଅନେକ ଚେଷ୍ଟା ଜାରି କରିଛନ୍ତି। ତେବେ ପ୍ରତି ବର୍ଷ ଅନେକ ପ୍ରକାର ନୂତନ ଯୋଜନା ସବୁ ପ୍ରସ୍ତୁତ୍ ହେଉଛି, ଆଉ ଏହାକୁ କାର୍ଯ୍ୟକରି କରିବା ପାଇଁ ଅନେକ ଟଙ୍କା ମଧ ଖର୍ଚ୍ଚ ହେଉଛି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଅନେକ ଗରିବ ଲୋକ , ଆଦିବାସୀ , ଦିନ ମଜୁରିଆ ଆଦି ରହିଛନ୍ତି। ଯେଉଁ ମାନେ ଦି ମୁଠା ଭଲ ରେ ଖାଇବାକୁ ପାଉ ନାହାନ୍ତି,ଆଉ ତା ସହ ରହିବାକୁ ଘର ନାହିଁ। ତେବେ ସରକାର ଏହି ଗରିବ ଲୋକ ଙ୍କ ପାଇଁ ସବୁ ପ୍ରକାର ଯୋଜନା କରିଛନ୍ତି। ତେବେ ଏହା ଦ୍ୱାରା କୋଟି କୋଟି ଗରିବ ଲୋକ ମଧ୍ୟ ଉପକୃତ ହେଇଛନ୍ତି। ତେବେ ସରକାର ଲୋକ ଙ୍କ ସୁବିଧା ଓ ଭଲ ମନ୍ଦ୍ କଥା ବୁଝିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି।ତେବେ ଆମ ଦେଶ ରେ ୧୩୦ କୋଟି ଲୋକ ଙ୍କ ଭିତରୁ ଅନେକ ଲୋକ ଗରିବ ଥିବେ। ତେବେ ସେମାନଙ୍କ ସୁବିଧା ପାଇଁ ସରକାର ଦିନ ରାତି ଚେଷ୍ଟା ଜାରି ରଖିଛନ୍ତି।


ତେବେ ଆପଣ ମାନେ ଜାଣି ଥିବେ କି , ସରକାର ଲୋକ ଙ୍କୁ ଖାଇବାକୁ ଯୋଗଉ ଛନ୍ତି। ତେବେ ଏଥି ପାଇଁ ସେମାନଙ୍କ ରାସନ କାର୍ଡ ନାମ ରେ ଏକ କାର୍ଡ ମିଳିଛି,ଯାହାକୁ ଦେଖାଇଲେ ସେମାନଙ୍କୁ ମାଗଣା ରେ ରାସନ ବା ଡାଲି , ଚାଉଳ , ଗହମ ଆଦି ମିଳି ଥାଏ। ତେବେ ଏହି ଯୋଜନା କେବଳ ଗରିବ ଲୋକ, ଯେଉଁ ମାନଂକର ବିପିଏଲ୍ ରହିଛି, ତେବେ ଗରିବ ଲୋକ ଙ୍କୁ ଦି ମୁଠା ଖାଇବାକୁ ଯୋଗାଇବା ପାଇଁ ସରକାର ନିଜର ଚେଷ୍ଟା ଜାରି ରଖିଛନ୍ତି। ତେବେ ଏହି ବର୍ଷ କୋରୋନା ସମୟ ରେ ସବୁ କିଛି ବନ୍ଦ ହୋଇ ଯିବାରୁ ଲୋକ ମାନେ ଖାଇବାକୁ ପାଇଲେ ନାହିଁ,ତେଣୁ ସରକାର ମଧ୍ୟ ଲୋକ ଙ୍କ ଦୁଃଖ ବୁଝି ସେମାନଙ୍କୁ ମାଗଣା ରେ ଡାଲି ଚାଉଳ ଯୋଗାଇ ଦେଉ ଥିଲେ। ତେବେ ଏହି ରାସନ କାର୍ଡ କୁ ନେଇ ସରକାର ଙ୍କର ଏକ ବଡ଼ ନିଷ୍ପତି ରହିଛି।

ତେବେ ସରକାର ଙ୍କର ନିଷ୍ପତି ହେଉଛି , ଯେଉଁ ରାସନ କାର୍ଡ ପ୍ରାଥୀ ମାନେ ୩ ମାସ ଧରି ରାସନ ନେଇ ନୋଥିବେ । ସେମାଙ୍କର ରାସନ କାର୍ଡ କୁ ରଦ୍ଦ କରା ଯିବ ବା ବନ୍ଦ କରି ଦିଆ ଯିବ। ତେବେ ସରକାର ଙ୍କର ମତ ରେ ସେମାନେ ଯଦି ରାସନ ନେଉ ନାହାନ୍ତି, ସେମାନଙ୍କ ପାଖରେ ପେଟ ପୋଷିବାର କ୍ଷମତା ରହିଛି। ତେଣୁ ତାଙ୍କର କାର୍ଡ କୁ ବନ୍ଦ କରି ଦିଆ ଯିବ।ତେବେ ଏହି କଷ୍ଟକର ପରିସ୍ତିତି ରେ ସରକାର ସମସ୍ତଙ୍କୁ ଖାଇବାକୁ ଯୋଗାଇ ଦେଇଛନ୍ତି। ତେବେ ଏହି ନିୟମ ଏବେ ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ, ବିହାର ଆଦି ରାଜ୍ୟ ରେ ଲାଗୁ ହୋଇ ସାରିଛି।


ତେବେ ଉତ୍ତର ପ୍ରଦେଶ ରେ କିଛି ଜିଲ୍ଲାରେ ମଧ୍ୟ ଏହା ଲାଗୁ ହୋଇଛି,ଆଉ ତା ସହ କିଛି ହିତାଧିକାରୀ ଙ୍କର କାର୍ଡ କୁ ମଧ୍ୟ ବନ୍ଦ କରି ଦିଆ ଯାଇଛି। ତେବେ ଯେଉଁ ମାନେ ନେଉ ନାହାନ୍ତି , ତାଙ୍କର ରାସନ ଯଦି ଅନ୍ୟ ଗରିବ ଲୋକ ଙ୍କୁ ଦିଆ ଯିବ , ଯେଉଁ ମାନେ ଖାଇବାକୁ ପାଉ ନାହାନ୍ତି । ତେବେ ସେମାନେ ଖୁସି ରେ ରହିବେ। ତେବେ ଦେଶ ରେ ୮୧ କୋଟି ଲୋକ ଏଥିରେ ଉପକୃତ ହୋଇଛନ୍ତି,ଆଉ ତା ସହ ଦେଶ ରେ ୨୯ ଟି ରାଜ୍ୟ ଓ ୭ ଟି କେନ୍ଦ୍ର ଶାସିତ ଅଞ୍ଚଳ ରେ ଏହି ଯୋଜନା ନିହାତି ଭାବରେ ଲାଗୁ ହେବ ଆଉ ତା ସହ କାର୍ଯ୍ୟକାରି ମଧ୍ୟ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।