ଦେଖନ୍ତୁ ଭିଡିଓ- ନିଆଁ ଭଳି ଭାଇରାଲ୍ ହେଉଛି କଲେଜ୍ ଛାତ୍ରୀ ଙ୍କ ସିଗାରେଟ୍ ଟଣା ଭିଡିଓ ଆଉ ତା’ପରେ ଯାହା ହେଲା

0

ଏବେ ର ଯୁଗ ତ ଆଉ ପୁର୍ବ ପରି ହୋଇ ନାହିଁ। ସମସ୍ତେ ଏବେ ଶିକ୍ଷିତ ହେଲେଣି, ଦୁନିଆ ବି ବହୁ ଆଗକୁ ଗଲାଣି। ଆଗ ପରି ଆଉ ଲୋକ ମାନେ ଏବେ ର ସମୟ ରେ କିଛି ବି କଥା ପାଇଁ ଅସୁବିଧା ର ସମ୍ମୁଖୀନ ହେଉନାହାଁନ୍ତି। ଆଜି କାଲି ସବୁ ଜିନିଷ ସାଙ୍ଗେ ସାଙ୍ଗେ ହେଇ ଯାଉଛି। ଆଜି ର ଦୁନିଆ ହେଉଛି ସ୍ମାର୍ଟ ର ଦୁନିଆ, ଲୋକ ମାନେ ମଧ୍ୟ ସମସ୍ତେ ସ୍ମାର୍ଟ ହେଲେଣି। ତେବେ ସବୁ ଲୋକ ସ୍ମାର୍ଟ ହେଉଛନ୍ତି ସ୍ମାର୍ଟ ଫୋନ୍ ଯୋଗୁଁ। ଆଜି କାଲି ତ ସବୁ ପିଲା ସ୍ମାର୍ଟ ଫୋନ୍ ଧରୁଛନ୍ତି। ପିଲା ମାନେ ସ୍ମାର୍ଟ ଫୋନ୍ ଧରୁ ଧରୁ ସୋସିଆଲ୍ ସାଇଟ୍ ରେ ନିଜକୁ ଏଡ୍ କରିଦେଉଛନ୍ତି। ଏହା ଦ୍ୱାରା ସେମାନଙ୍କ ଅନେକ ସୁବିଧା ମଧ୍ୟ ହେଉଛି। ତେବେ କହିବାକୁ ଗଲେ ସୋସିଆଲ୍ ମିଡିଆ ରେ ବେଶୀ କଲେଜ୍ ପିଲା ମାନେ ହିଁ ସବୁବେଳେ ବିଜି।

ଆଗରୁ ତ ଆମ ସମାଜ ରେ ଝିଅ ପିଲା ମାନଙ୍କୁ ଅଧିକ ପାଠ ପଢିବା ପାଇଁ ଅନୁମତି ଦେଉନଥିଲେ ଘର ଲୋକ। ସେମାନେ ଅଳ୍ପ ଟିକେ ପାଠ ପଢିବା ପରେ ଘର ଦେଖି ବାହାଘର ଠିକ୍ କରି ବାହା କରେଇ ଦେଉଥିଲେ। ଏବେ କିନ୍ତୁ ଲୋକ ମାନଙ୍କ ର ଚିନ୍ତାଧାରା ବଦଳିଲାଣି, ଘର ଲୋକ ମାନେ ଏବେ ଝିଅ ମାନଙ୍କୁ ଅଧିକ ପାଠ ପଢଉଛନ୍ତି। ଝିଅ ମାନେ ସବୁ ପାଠ ପଢି ବହୁତ ଶିକ୍ଷିତ ହେଉଛନ୍ତି। ଆଜି କାଲି ଦୁନିଆରେ ଆଉ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି ଗୁଣ ରେ କମ୍ ନାହାନ୍ତି, ଏପରି କିଛି କାମ ନାହିଁ କି ଯେଉଁ କାମ କୁ କେବଳ ପୁଅ ମାନେ କରି ପାରିବେ ଝିଅ ମାନେ କରି ପାରିବେନି। ଆଜି କାଲି ସବୁ କାମ ଝିଅ ମାନେ କରି ପାରୁଛନ୍ତି। ଆଗରୁ ତ ଝିଅ ମାନଙ୍କୁ ଘରୁ ବାହାରିବା ପାଇଁ ଘର ଲୋକ ଦେଉନଥିଲେ, ଏବେ କିନ୍ତୁ ଝିଅ ମାନେ ଘରୁ ବାହାରକୁ ଯାଇ ନିଜର ସ୍ୱପ୍ନ ପୂରଣ କରିବା ସହ ବାପା ମାଆ ମାନଙ୍କ ର ନା ରଖୁଛନ୍ତି।

ତେବେ ସବୁ ପିଲା ମାନେ କଣ ଏକ ସ୍ୱପ୍ନ ନେଇ ପାଠ ପଢୁଛନ୍ତି କି? ପାଠ ପଢିବା ପାଇଁ ସ୍କୁଲ୍ କଲେଜ ଆସୁଛନ୍ତି କି? ସମସ୍ତେ କଣ ସେମାନଙ୍କ ବାପା ମାଆ ମାନଙ୍କ ର ନାମ ରଖୁଛନ୍ତି କି? ନା ଏପରି ବି ହେଉନି, ଅନେକ ପିଲା ଅଛନ୍ତି ଯେଉଁମାନେ କି ସ୍କୁଲ୍ କଲେଜ୍ ଆସୁଛନ୍ତି ସତ କିନ୍ତୁ ପାଠ ପଢିବା ପାଇଁ ନୁହେଁ, ସାଙ୍ଗ ମାନଙ୍କ ସହ ମିଶି ଖରାପ କାମ ସବୁ କରିବା ପାଇଁ। ତେବେ ସାଧାରଣତଃ ଲୋକ ମାନଙ୍କ ର ଧାରଣା ଥାଏ କି କଲେଜ୍ ଗଲେ ପିଲା ମାନେ ବଦଳି ଯାଆନ୍ତି, ଖରାପ ବାଟ କୁ ଚାଲି ଯାଆନ୍ତି। ସେଥିପାଇଁ ପିଲା ଟି କଲେଜ୍ କୁ ଗଲେ ବାପା ମାଆ ମାନେ ସବୁବେଳେ ସେମାନଙ୍କ ଉପରେ ନଜର ରଖିଥାଆନ୍ତି।

ଆଜି କାଲି ପିଲା ମାନେ କଲେଜ୍ ଯାଉଛନ୍ତି ସିଗାରେଟ୍, ଗଞ୍ଜେଇ, ମଦ ଆଦି ପିଇବା ପାଇଁ। ସାଧାରଣତଃ କୁହାଯାଏ କି ପିଲାଟି କଲେଜ୍ ଗଲେ ତାର ନଲେଜ୍ ବଢେ ବୋଲି, ହେଲେ କଲେଜ୍ ଗଲା ବେଳକୁ ଆଜି କାଲି ର ପିଲା ମାନଙ୍କ ର ଟିକେ ବେଶୀ ପରିମାଣ ରେ ନଲେଜ୍ ବଢି ଯାଉଛି। ଆଜି କାଲି ତ କଲେଜ୍ ରେ କେବଳ ପୁଅ ମାନେ ମଦ ପିଇବା, ସିଗାରେଟ୍ ଟାଣିବା ଆଦି କାମ କରୁନାହାଁନ୍ତି। ସେମାନଙ୍କ ସହ ଝିଅ ମାନେ ବି ଏହି ସବୁ କାମ କରୁଛନ୍ତି, ଆଉ ଏପରି ଅନେକ ଭିଡିଓ ସୋସିଆଲ୍ ମିଡିଆ ରେ ପ୍ରତ୍ୟେକ ଦିନ ଭାଇରାଲ୍ ହେଉଛି। ଏବେ ସେପରି ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ଜଣେ କଲେଜ୍ ଝିଅ ଠିଆ ହୋଇ ଗଞ୍ଜେଇ ଟାଣୁଛନ୍ତି ଏବଂ ଏହାକୁ ଏକ ପୁଅ ଭିଡିଓ କରି ସୋସିଆଲ୍ ମିଡିଆ ରେ ଛାଡି ଦେଇଛନ୍ତି ଏହା ଏବେ ଖୁବ୍ ଜୋରରେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାକୁ ଲାଗୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।