ମୋବାଇଲ ଦେଖୁଥଲେ ସାବଧାନ ! ନଚେତ ଅପଣମାନଙ୍କ ସହ ଘଟିବ ଅଦଭୁତ ଘଟଣା ଯାହା ଆପଣ କେବେବି ଭାବିନଥିବେ

0

ଆଜି ର ଦୁନିଆ ତ ଆଗର ଦୁନିଆ ଠାରୁ ବହୁ ଆଗରେ ପହଞ୍ଚି ଗଲାଣି। ଲୋକ ମାନେ ଆଜି କାଲି ବହୁତ ଶିକ୍ଷିତ ହୋଇଗଲେଣି, ଏହା ଦ୍ୱାରା ସେମାନେ ଅନେକ ନୂତନ ନୂତନ ଜିନିଷ ସବୁ ଉଦ୍ଭାବନ କରି ଆମ ଦେଶକୁ ମଧ୍ୟ ବହୁ ଆଗକୁ ନେଇ ଗଲେଣି। ଆଜି ର ଦୁନିଆରେ ଲୋକ ମାନଙ୍କୁ ଆଉ କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡୁନାହିଁ। ଆଗରୁ ଯେପରି ଗୋଟେ ଫୋନ୍ କଲ୍ କରିବା ପାଇଁ କିମ୍ବା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଏକ ଚିଠି ପତ୍ର ଦେବା ପାଇଁ ମାସ ମାସ ଧରି ଲୋକ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା,ହେଲେ ଏବେ ଲୋକ ମାନେ ଶିକ୍ଷିତ ହୋଇ ଅନେକ ଜିନିଷ ଉଦ୍ଭାବନ କରିଲେଣି ଯେପରିକି ବସ୍, ଟ୍ରେନ୍, ଏରୋପ୍ଲେନ୍ ଆଦି ଯୋଗୁଁ ଆମେ ମାନେ ବହୁ ଶୀଘ୍ର ଆମର ଗନ୍ତବ୍ୟ ସ୍ଥଳ କୁ ପହଁଞ୍ଚି ପାରୁଛୁ,

ଫୋନ୍ ଦ୍ୱାରା ଆମେ ଗୋଟେ ସେକେଣ୍ଡ ମଧ୍ୟରେ ଅନ୍ୟ ବ୍ୟକ୍ତି ସହ ମନ ଖୋଲି କଥା ହେଇ ପାରୁଛୁ ଏବଂ ଫୋନ୍ ଥିବା ବିଭିନ୍ନ ସୋସିଆଲ୍ ସାଇଟ୍ ମାଧ୍ୟମରେ ଆମେ ସଙ୍ଗେ ସଙ୍ଗେ ନିଜ ଲୋକ ମାନଙ୍କୁ ମେସେଜ୍ ମଧ୍ୟ କରି ପାରୁଛୁ। ଏହି ସବୁ କାର୍ଯ୍ୟ କରିବା ପାଇଁ ଆମ ମାନଙ୍କୁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁନାହିଁ, ଯେତେହେଲେ ସେହି ବ୍ୟକ୍ତି ଜଣଙ୍କ ଯେତେ ଦୂରରେ ଥିଲେ ବି ଆମ ମାନଙ୍କୁ ଆଉ ଏହି ସବୁ କାର୍ଯ୍ୟ ପାଇଁ ଅପେକ୍ଷା କରିବାକୁ ପଡୁ ନାହିଁ।

ତେବେ ଲୋକ ମାନେ ଆଜି ବହୁତ ଶିକ୍ଷିତ ହୋଇଗଲେଣି ଓ ଅନେକ ସ୍ମାର୍ଟ ମଧ୍ୟ ହୋଇଗଲେଣି, ସେଥିପାଇଁ ଏହି ଯୁଗ କୁ ସ୍ମାର୍ଟ ଯୁଗ ମଧ୍ୟ କୁହାଯାଉଛି। ଆଜି ର ଯୁଗ ରେ ଗୋଟେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ହେଲେଣି,ଆଉ ସମସ୍ତେ ଗୋଟେ ଗୋଟେ ସ୍ମାର୍ଟ ଫୋନ୍ ଧରୁଛନ୍ତି ଏବଂ ସେଥିରେ ଥିବା ବିଭିନ୍ନ ସୋସିଆଲ୍ ସାଇଡ୍ସ ମାଧ୍ୟମରେ ସୋସିଆଲ୍ ସାଇଟ୍ ସହ ଯୋଡି ମଧ୍ୟ ହେଉଛନ୍ତି। ଏହାଦ୍ୱାରା ସେମାନେ ସବୁବେଳେ ସୋସିଆଲ୍ ସାଇଟ୍ ରେ ଆକ୍ଟିଭ୍ ରହୁଛନ୍ତି। ଏହା ଆମ ପାଇଁ ଅନେକ ଭଲ ମଧ୍ୟ ହେଲେ ଏହା ଯୋଗୁଁ ପିଲା ମାନେ ଅନେକ ଖରାପ ହୋଇ ଯାଉଛନ୍ତି ଏବଂ ଏହା ମଧ୍ୟ ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ମଧ୍ୟ ପକାଇ ଥାଏ,ଯଦି ଆପଣ ମାନେ ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ଏବଂ ରାତିରେ ଶୋଇବାକୁ ପୂର୍ବରୁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ ଏହାର କଣ ଖରାପ ପ୍ରଭାବ ପଡିପାରେ।


ଆଜି ର ଦିନରେ ତ ଲୋକ ମାନଙ୍କ ର ମଣିଷ ମାନଙ୍କ ଅପେକ୍ଷା ଫୋନ୍ ରେ ଅଧିକ ସମୟ ବିତୁଛି,ସାରା ଦିନ କାମରେ ବ୍ୟସ୍ତ ରହିବା ସତ୍ତ୍ୱେ ବି ସେମାନେ ଫୋନ୍ ରେ ଅଧିକ ସମୟ ବିଚାଉଛନ୍ତି। ତେବେ ଆଉ ଯଦି ଫୋନ୍ ରେ ଇଣ୍ଟରନେଟ୍ ର ସୁବିଧା ହେଇ ଯାଉଛି ତେବେ ସେମାନେ ଆଉ ଫୋନ୍ କୁ ଛାଡୁ ନାହାଁନ୍ତି, ଦିନ ରାତି ସେହି ଫୋନ୍ ରେ ହିଁ ଲାଗି ରହୁଛନ୍ତି, ଆଉ ଆଜି କାଲି ଦୁନିଆରେ କାହ ଫୋନ୍ ରେ ବା ଇଣ୍ଟରନେଟ ର ସୁବିଧା ନାହିଁ, ସମସ୍ତ ଙ୍କ ଫୋନ୍ ରେ ଇଣ୍ଟରନେଟ୍ ସୁବିଧା ରହୁଛି, ଯିଏ ସ୍ମାର୍ଟ ଫୋନ୍ ଧରୁଛି ସିଏ ନେଟ୍ ପେକ୍ ପକାଇ ଇଣ୍ଟରନେଟ୍ ର ସୁବିଧା ପାଉଛି।

ତେବେ ଲୋକ ମାନଙ୍କ ର କୌଣସି କାମ ହେଉ ବା ଖାଲି ସମୟ, ସେମାନଙ୍କ ର ଅଧିକ ସମୟ ସ୍ମାର୍ଟ ଫୋନ୍ ରେ ବିତୁଛି। ତେବେ ଏହାର ଅଧିକ ବ୍ୟବହାର ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ ଏବଂ ବିଶେଷ କରି ଯଦି ଆପଣ ମାନେ ରାତିରେ ଶୋଇବା ଆଗରୁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ଆଖି ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସ୍ମାର୍ଟ ଫୋନ୍ ଆପଣଙ୍କ ଆଖି ଉପରେ କଣ ଖରାପ ପ୍ରଭାବ ପକାଇଥାଏ।

ଅଧିକାଂଶ ସମଯରେ ଦେଖିବାକୁ ମିଳେ ଅନେକ ଲୋକ ନିଜର ସ୍ମାର୍ଟ ଫୋନ୍ ର ଡିସ୍ପ୍ଲେ ର ବ୍ରାଇଟ୍ ନେସ୍ କୁ ପୁରା ଫୁଲ୍ ରଖି ଥାଆନ୍ତି, ଯାହା ଦ୍ୱାରା ଆମ ଫୋନ୍ ରୁ ନିର୍ଗତ ହେଉଥିବା ଘାତକ ରଶ୍ମି ଆମ ଆଖି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଫୋନ୍ ରୁ ବାହାରୁ ଥିବା ରଶ୍ମି ଆଖି ର ସ୍ୱଚ୍ଛ ପଟଳ ଉପରେ ପଡିବା ସହିତ ଆଖିକୁ ଧିରେ ଧିରେ ନଷ୍ଟ କରି ଦେଇଥାଏ,ଆଉ ସବୁବେଳେ ସ୍ମାର୍ଟ ଫୋନ୍ ର ବ୍ୟବହାର ଦ୍ୱାରା ଆମ ଦୃଷ୍ଟି ଶକ୍ତି ହ୍ରାସ ପାଇବା ସହ ଆହୁରି ମୁଣ୍ଡ ବିନ୍ଧିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ,ଏହା ଆମ ଆଖି ଏବଂ ମସ୍ତିଷ୍କ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।