ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ 2020 ରେ ମୃତ୍ୟୁ ବରଣ କରିଛନ୍ତି ଆଉ କେମିତି କରିଛନ୍ତି ଜାଣନ୍ତୁ…..

0

ଏହି ୨୦୨୦ ବର୍ଷ ରେ ଆମକୁ ଅନେକ ଦୁଖଦଃ ଖବର ସବୁ ଶୁଣିବାକୁ ମିଳୁଛି । ତେବେ ଏହି ବର୍ଷ ରେ ଏମିତି ସବୁ ଖବର ଶୁଣିବାକୁ ମିଳିଛି ,ଯାହା ଆଗରୁ କୌଣସି ବର୍ଷ ରେ ଶୁଣିବାକୁ ବା ଦେଖିବାକୁ ମିଳି ନାହିଁ।ତେବେ ଏହି ବର୍ଷ ଟି ସମସ୍ତଙ୍କ ପାଇଁ ବହୁତ ଦୁଃଖ ଆଣି ଦଇଛି , ବହୁତ କଷ୍ଟ ଆଣି ଦେଇଛି। ତେବେ ପ୍ରତେକ ଲୋକ ଏଥି ପାଇଁ ବହୁତ ଚିନ୍ତା ରେ ଅଛନ୍ତି। ତେବେ ଏହି ବର୍ଷ ରେ କୋରୋନା ମହାମାରି ସାରା ଦେଶ ରେ ବ୍ୟାପି ଯାଇଛି, ଯାହା ଦ୍ୱାରା ଦେଶ ରେ ରାଜ୍ୟ ରେ ବ୍ୟାପକ କ୍ଷତି ହୋଇଛି। ତେବେ ଏହି କୋରୋନ ରେ ସମସ୍ତଙ୍କ ଜୀବନ ଯାତ୍ରା ଠପ ହୋଇ ଯାଇଛି।

ସବୁ କିଛି ବନ୍ଦ ରହିବା ଯୋଗୁ ଲୋକ ମାନେ ଖାଇବାକୁ , ପିଇବକୁ ପାଇଲେ ନାହିଁ। ତେବେ ଏହା ସହ ଦେଶ ରେ ଅର୍ଥନିତିକ ଅବସ୍ଥା ରେ ମଧ୍ୟ ଅନେକ ବାଧା ଦେଖା ଦେଇଛି। ତେବେ ଏହି କୋରୋନ ରେ ପ୍ରତିଦିନ ଅନେକ ଲୋକ ଆକ୍ରାନ୍ତ ଓ ମୁର୍ତ୍ୟୁ ମୁଖରେ ପଡିଛନ୍ତି। ତେବେ ହଜାର ହଜାର ଲୋକ ଏହି ରୋଗ ରେ ପୀଡିତ ହୋଇ ମରି ଯାଇଛନ୍ତି।ତେବେ ଏହି ବର୍ଷ ଟି ସମସ୍ତ ଙ୍କ ପାଇଁ ଏକ କଷ୍ଟ ଓ ଦୁଃଖ ର ବର୍ଷ ରହି ଥିଲା।

ତେବେ ଏହି ବର୍ଷ ସମସ୍ତ ଙ୍କ ସହ ଅନେକ ବଡ଼ ବଡ଼ ନେତା ରଜନେତା , ଅନେକ ବଡ଼ ବଡ଼ କଳାକାର ମଧ୍ୟ ମୁର୍ତ୍ୟୁବରଣ କରିଛନ୍ତି। ତେବେ ଦେଖିବାକୁ ଗଲେ ଏହି ବର୍ଷ ଗୋଟିଏ ପରେ ଗୋଟିଏ କଳାକାର ମରି ଯାଇଥିଲେ। ତେବେ ଏହି ୨୦୨୦ ବର୍ଷ ସିନେମା ଜଗତ ପାଇଁ ଏକ ଏକ ଦୁଃଖ ର ବର୍ଷ ରହି ଥିଲା।ତେବେ ଏଥିରେ ଅନେକ କଳାକାର ଙ୍କର କୋରୋନ ଯୋଗୁ ମୁର୍ତ୍ୟୁ ହୋଇ ଥିଲା,ଆଉ କିଛି ଜଣା ଆତ୍ମାହତ୍ୟା ଯୋଗୁ ମାରି ଯାଇଥିଲେ। ତେବେ ଜଣେ ପରେ ଜଣେ କଳାକାର ମୁର୍ତ୍ୟୁ ବରଣ କରି ଥିଲେ। ତେବେ ଓଲିଉଡ଼ ଠୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ଅନେକ କଳାକାର ମରି ଯାଇଛନ୍ତି। ତେବେ ପ୍ରଥମେ ସୁଶାନ୍ତ ସିଂ ରାଜପୁତ ଙ୍କର ଆତ୍ମହତ୍ୟା ଯୋଗୁ ମୁର୍ତ୍ୟୁ ହୋଇ ଥିଲା,ଆଉ ତା ପରେ ଓଲିଉଡ଼ ରେ ଅନେକ କଳାକାର କୋରୋନା ଯୋଗୁ ମୁର୍ତ୍ୟୁ ହୋଇ ଥିଲା,ତେବେ ସେମାନେ ହେଲେ

୧)ଦୀପା ସାହୁ :-

ତେବେ ଦୀପା ସାହୁ ଙ୍କର ମୁର୍ତ୍ୟୁ ର ଖବର ପ୍ରାୟତଃ ସମସ୍ତେ ଶୁଣି ଥିବେ। ତେବେ ତାଙ୍କର ମୁର୍ତ୍ୟୁ କୋରୋନ ବା ଆତ୍ମହତ୍ୟା ରୁ ହେଇନି ।ସୂଚନା ଅନୁଯାୟୀ ତାଙ୍କୁ ଅନେକ ଦିନ ଧରି କେନ୍ସର୍ ହେଇ ଥିଲା, ଆଉ ଯାହା ଦ୍ୱାରା ତାଙ୍କର ମୁର୍ତ୍ୟୁ ହୋଇଛି। ତେବେ ତାଙ୍କର ବିୟୋଗ ସମସ୍ତ ଙ୍କୁ ଦୁଃଖିତ କରି ଦେଇଛି।

୨) ବିଜୟ ମହାନ୍ତି :-

ତେବେ ବିଜୟ୍ ମହାନ୍ତି ହେଉଛନ୍ତି , ସିନେମା ଜଗତ ପାଇଁ ଜଣେ ବରିଷ୍ଠ କଳାକାର । ତେବେ ତାଙ୍କର ଶରୀର ଅନେକ ଦିନ ହେଲା ଖରାପ ହୋଇ ଥିଲା। ତେବେ ତାଙ୍କର ମଧ୍ୟ ମୁର୍ତ୍ୟୁହୋଇ ଯାଇଛି।ତେବେ ଏହା ସମସ୍ତ ଙ୍କ ପାଇଁ ଏକ ଦୁଖଦଃ ଖବର ରହିଛି।

୩) ମୀନକେତନ :-

ତେବେ ମୀନକେତନ ଯିଏ କି ଅନେକ ଫିଲ୍ମ ରେ ଖଳନାୟକ ଭାବେ କାର୍ଯ୍ୟ କରୁ ଥିଲେ। ତେବେ ତାଙ୍କର ମଧ୍ୟ ଶରୀର ର ଅସୁସ୍ଥତା ଯୋଗୁ ତାଙ୍କର ଏକ ଘୋରୋଇ ହସ୍ପିଟାଲ ରେ ଚିକିତ୍ସା ହେଉ ଥିଲା ଆଉ ତା ପରେ ତାଙ୍କର ମୁର୍ତ୍ୟୁ ଘଟିଛି।

୪) କମେଡିଆନ୍ ସଲିଲ୍ ମିତ୍ର :-

ତେବେ ତାଙ୍କର ମଧ୍ୟ ଏହି ବର୍ଷ ମୁର୍ତ୍ୟୁ ଘଟିଛି । ତେବେ ସୂଚନା ମିଳିଛି କି ତାଙ୍କର ଏକ ସଡ଼କ ଦୁର୍ଘଟଣା ଯୋଗୁ ତାଙ୍କର ମୁର୍ତ୍ୟୁ ହୋଇଛି, ଆଉ ତାଙ୍କର ମୁର୍ତ୍ୟୁ ସାରା ରାଜ୍ୟ ପାଇଁ ଏକ ଦୁଖଦଃ ଖବର ରହି ଥିଲା ।

୫) ନିକିତା :-

ତେବେ ନିକିତା ଅନେକ ଫିଲ୍ମ କରି ସଫଳତା ପାଇ ଥିଲେ । ତେବେ ଏମିତି କଣ ହୋଇ ଥିଲା ଯାହା ପାଇଁ ସେ ଛାତ ରୁ ତଳକୁ ଡେଇଁ ଆତ୍ମହତ୍ୟା କରି ଥିଲେ। ତେବେ ତାଙ୍କର ଏହି ମୁର୍ତ୍ୟୁ ଖବର ସମସ୍ତ ଙ୍କୁ ଚକିତ କରିଛି।

୬) ଦେବୁ ବୋଷ :-

ତେବେ ଦେବ୍ର୍ ବୋଷ ହେଉଛି ସିନେ ଜଗତ ର ଜଣେ ପୁରୁଣା କଳାକାର । ସେ ଅନେକ ଫିଲ୍ମ ରେ ଅଭିନୟ କରି ସଫଳତା ପାଇ ଛନ୍ତି। ତେବେ ତାଙ୍କର ମଧ୍ୟ ଶରୀର ଅସୁସ୍ଥତା କାରଣ ରୁ ଓଡିଶା ବାହାରେ ଏକ ଚିକିତ୍ସା ହେଉ ଥିଲେ। ତେବେ ଶରୀର ଅଧିକ ବିଗିଡି ଯିବାରୁ ତାଙ୍କର ମୁର୍ତ୍ୟୁ ହୋଇଛି।

୭) ରାଜା ପଟନାୟକ :-

ତେବେ ସେ ଜଣେ ଆଲବମ୍ ହିରୋ। ତେବେ ସୂଚନା ଅନୁଯାୟୀ ସେ ବ୍ରିଜ ତଳକୁ ଡେଇଁ ଆତ୍ମହତ୍ୟା କରି ଥିଲେ। ତେବେ ତାଙ୍କର ମୁର୍ତ୍ୟୁ ଏକ ରହସ୍ୟ ଜନକ ରହି ଥିଲା।

୮) କମେଡିଆନ୍ ଚଞ୍ଚ :-

ତେବେ ସେ ଜଣେ ଭଲ କଳାକାର ଥିଲେ, ନିଜ କଳା ଦେଖାଇ ଲୋକ ଙ୍କୁ ହସାଇ ପାରୁ ଥିଲେ। ତେବେ ତାଙ୍କୁ କେନ୍ସର୍ ହୋଇ ଥିଲା ଆଉ ତାଙ୍କର ଚିକିତ୍ସା କଟକରେ ହେଉ ଥିଲା। ତେବେ ଅଧିକ ଦେହ ଖରାପ୍ ହେବାରୁ ତାଙ୍କର ମୁର୍ତ୍ୟୁ ହୋଇଛି। ତେବେ ତାଙ୍କର ମୁର୍ତ୍ୟୁ ସମସ୍ତ ଙ୍କୁ ଦୁଃଖ ଆଣି ଦେଇ ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।