ନାଲି ଲଙ୍କା କୁ ଚୁପଚାପ୍ ପୋତିଦିଅନ୍ତୁ ଏହି ଜାଗାରେ ତାପରେ ଦେଖନ୍ତୁ ଚମତ୍କାର

0

ଆଜି ଆମେ ଶିକ୍ଷିତ ଆମେ ଠିକ୍ ଭୁଲ କୁ ବିଚାର କରିବା ପାଇଁ ସକ୍ଷମ ହେଲେ ମଧ୍ୟ ଆମ ସମାଜ ରେ ଜଣେ ଅନ୍ୟ ଜଣକୁ ବୁଝିବା ପାଇଁ କିଛି ସମୟ ଲାଗେ । ଏହା କହିବାର କାରଣ ଆମେ ଆମ ଜୀବନ କୁ ସୁଖ ଶାନ୍ତି ରେ ବିତାଇବା ପାଇଁ ଆମେ ଦୌନିକ କଛିନା କିଛି କାମ କରୁ ଏହି କର୍ମ ଦ୍ବାରା ଅମୋ ପରିବେଶ ରେ ଆମର କେତେ ମିତ୍ର ଓ କେତେ ଶତ୍ରୁ ମଧ୍ୟ ହେଇ ଯାନ୍ତି।  କେତେ ମିତ୍ର ମଧ୍ୟ ଆମ ସହ ବେଳେ ଶତ୍ରୁ ଭଳି ଆଚରଣ କରନ୍ତି ଆଉ କେତେ ବେଳେ ଆମ ଶତ୍ରୁ ମାନେ ଅାମାେ କାମ ରେ ବାଧା ସୃଷ୍ଟି କରି ଆମୋକୁ ବୋହୁତ ଚିନ୍ତା ରେ ପକାନ୍ତି । ଆଉ ଏମିତି ବି ସମୟ ଆସେ ଆମେ ଆଉ କାହାର ଶତ୍ରୁ ହେଇ ଯାଉ । ଏହି ସବୁ ସମସ୍ୟା କୁ ଦୂର କରିବା ପାଇଁ ଆମେ ସିବୁ ବେଳେ କିଛି ଉପାୟ ଚିନ୍ତା କରୁ ଯାହା ଦ୍ବାରା ଆମେ ନିଜ ଶରୀର କୁ ସନ୍ତୁଳନ କରି ନପାରି ବୋହୁତ ରୋଗ ଗ୍ରସ୍ତ ମଧ୍ୟ ହେଇଥାଉ।


ଆସନ୍ତୁ ଜାଣିବା ଶତ୍ରୁ ମାନଙ୍କୁ କି ପରି ନିଜ ଆୟତକୁ ଆଣିବେ ଓ ନିଯୋ ସମସ୍ୟାକୁ ନିଜେ କେମିତି ସମାଧାନ କରିବେ । ଆମ ମଣିଷ ସମାଜ ଆଜି ହିଂସ୍ର ରୂପ ଧାରଣ କରିବା କୁ ବସିଲାଣି ଆମେ ନିଜେ କେତେ ବେଳେ ଅମୋ ଅଜାଣତରେ କହାରିନା କାହାରି ଶତ୍ରୁ ହରି ଯାଇ ଥାଉ । ଏହି ସବୁ କେମିତି ଦୂର ହେବ ତାହା ଟିକେ ଭାବିବା ଆବଶ୍ୟକ । ଆପଣ ଜାଣିଛନ୍ତି କି ସାଧାରଣ ନାଲି ଲଙ୍କା ଏହି ସମସ୍ୟା ର ସମାଧାନ ବଲି ?

ଆମେ ନାଲି ଲଙ୍କା କୁ ସଠିକ୍ ଭାବେ ବ୍ୟବହାର କଲେ ଶତ୍ରୁ ମାନଙ୍କୁ ଆମେ ନିଯୋ ଆୟତକୁ ନେଇ ଆସି ପାରିବା । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସାଧାରଣ ଲଙ୍କା ଏମିତି ବି କରି ପରେ ! ପାଞ୍ଚଟି ନାଲି ଲଙ୍କା ନିଅନ୍ତୁ ଯେମିତି ତା ଭାଙ୍ଗି ନଥିବ କି ଖଣ୍ଡିଆ ହୋଇନଥିବା ଦରକାର । ଶନିବାର କିମ୍ବା ମଙ୍ଗଳବାର ଦିନ ସୂର୍ଯ୍ୟ ଅସ୍ତ ପରେ ଏହାକୁ ଆପଣଙ୍କ ଘୋର ର ଆଖ ପାଖରେ ଏହି ନାଲି ଲଙ୍କା ପାଞ୍ଚଟି କୁ ଆପଣଙ୍କ ଶତ୍ରୁ ର ନାମ ଉଚ୍ଚାରଣ କରି ତାକୁ ଗାତ କରି ପତି ଦେଇନ୍ତୁ ।


ଏହା କରିବା ଦ୍ବାରା ଶତ୍ରୁ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ଏହି ଉପୟଟି କୁ ଶନିବାର ଦିନ କଲେ ଅଧିକ ଫଳପ୍ରଦ ହେଇଥାଏ । ଯଦି ଆପଣ କରିଥିବା କାମ ରେ କେହି ବାଧା ସୃଷ୍ଟି କରୁଛି ତା ହେଲେ ଆଉ ଏକ ଉପାୟ କରନ୍ତୁ । ଆପଣ ଶୋଇବା ପୂର୍ବରୁ ନାଲି ଲଙ୍କା ରୁ ୨୧ ଟି ମଞ୍ଜି ବାହାର କରନ୍ତୁ ଏବଂ ତାକୁ କୌଣସି ପତ୍ର ବା ଗ୍ଲାସ୍ ରେ ରଖି ପାଣି ରେ ପକାନ୍ତୁ । ତହିଁ ପରଦିନ ସକାଳୁ ସେଇ ଗ୍ଲାସ୍ ଟିକୁ ଓଲୋଟ ମୁଣ୍ଡ ଚାରିପଟେ ବୁଲାନ୍ତୁ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।