ଆଜି ସଂଧ୍ୟାରେ ତୁଳସୀକୁ ଛୁଇଁ କହିଦିଅନ୍ତୁ ଏହି ଗୋଟିଏ ଶଦ୍ଦ, ଦେଖିବେ କୌଣସି ଅଭାବ ରହିବ ନାହିଁ ସବୁ ଇଛା ପୂରଣ ହେବ

0

ମଣିଷ ର ଭାଗ୍ୟ ହିଁ ତାକୁ ଧନୀ କିମ୍ୱା ଗରିବ କରିଥାଏ ବୋଲି ଶାସ୍ତ୍ର କହିଥାଏ। ତେଣୁ ଭାଗ୍ୟ କୁ ନିଜ ସହିତ ସାଥ ଦେଇ ଚାଲିବାକୁ ହେଲେ ଅନେକ କିଛି ନିୟମ ଏବଂ ଶାସ୍ତ୍ର ବିଧି ଅନୁସାରେ ପୂଜନ କରିବାକୁ ପଡ଼ିବ। ଆପଣ ଜାଣିଥିବେ ମଣିଷ ଜନ୍ମ ହେବା କ୍ଷଣି ତାର ଭବିଷ୍ୟତ ପୂର୍ବ ନିର୍ଦ୍ଧାରିତ ହୋଇ ସାରିଥାଏ। ସେଥିପାଇଁ ଗଣନା କରି କରି ତାର ଦୂର୍ଯୋଗ ଏବଂ ଶୁଭ ଲଗ୍ନ ସବୁ ଗଣନା କରି କୁଣ୍ଡଳୀ ରେ ଲେଖି ଦିଆ ଯାଏ।


ସବୁ ମଣିଷ ଚାହାନ୍ତି ଧନ ସଂପତ୍ତି ସହିତ ନିଜ ପରିବାର ଲୋକଙ୍କୁ ଖୁସି ରେ ରଖିବା ପାଇଁ। ମାତ୍ର ଗ୍ରହ ମାନଙ୍କର ଚଳନ ପାଇଁ ସେହି ରାଶିର ବ୍ୟକ୍ତି ମାନେ ଅନେକ ସମୟରେ ଦୁଃଖ ପାଆନ୍ତି। ଏହା ସହିତ ଗୁରୁ ଗ୍ରହ ଙ୍କ କୃପା ଦୃଷ୍ଟି ନହେଲେ ଯେତେ ଧନ ପ୍ରାପ୍ତି କଲେ ମଧ୍ୟ ମଣିଷ ସୁଖ ଶାନ୍ତି ପାଇ ପାରେ ନାହିଁ। ତେଣୁ ଗୁରୁ ଗ୍ରହ ଙ୍କୁ ଖୁସି କରିବାକୁ ହେଲେ ଆପଣଙ୍କୁ ଏପରି କିଛି କରିବାକୁ ପଡ଼ିବ ଯାହା ଦ୍ଵାରା ଆପଣଙ୍କ ରାଶିରେ ସବୁ ମଙ୍ଗଳ ହୋଇଯିବ। ତୁଳସୀ ଗଛ ମୂଳରେ ଏହି ମନ୍ତ୍ର ଜପିଲେ ସବୁ ଦୁଃଖ ଲାଘବ ହୋଇଯିବ। ଆମେ ଆଜି ଏମିତି ଏକ ଉପାୟ ଆପଣଙ୍କୁ କହିବୁ ଯାହା କରିବା ଦ୍ୱାରା ଗୁରୁ ଗ୍ରହ ଙ୍କ ମଧ୍ୟ ଆଶିଷ ପଡ଼ିବ ଆପଣଙ୍କ ଉପରେ।


ଗୁରୁବାର ଦିନ ଏହି ମନ୍ତ୍ର କୁ ତୁଳସୀ ଗଛ ମୂଳରେ କହିଦେଲେ ଆପଣ ପୁର୍ବରୁ ପାଉଥିବା ଦୁଃଖ ସବୁ ଲାଘବ ହେବା ସହିତ ଧନ ର ମଧ୍ୟ ବର୍ଷା ହୋଇଯିବ। ଆପଣ ପ୍ରଥମେ ଗୁରୁବାର ଦିନ ସଂଧ୍ୟା ସମୟରେ ତୁଳସୀ ଗଛ ପାଖରେ ଯାଇ ଏହି ଉପାୟ କରିବାକୁ ହେବ। ଏହି ଉପାୟ ଟି ହେଲା ପ୍ରଥମେ ଏକ ଦୀପ ଲଗାଇ ଜାଳି ତୁଳସୀ ମାଆ ଙ୍କ ମୂଳରେ ଲଗାଇ ବସନ୍ତୁ। ଏହା ସହିତ ଆପଣ ଧୁଆ ଲୁଗା ପିନ୍ଧିବା ନିହାତି ଆବଶ୍ୟକ ଅଟେ। ଏପରି କରିବା ଦ୍ବାରା ମନ ରେ ଏକ ପବିତ୍ର ଭାବନା ଲାଗି ରହିବ।  ଏହି ଦୀପ ଜାଳିବା ସହିତ ମନରେ ଗୁରୁ ଅର୍ଥାତ୍ ବୃହସ୍ପତି ଙ୍କ ର ସ୍ମରଣ କରିବାକୁ ଭୁଲିବେ ନାହିଁ। ଏହି ସମୟରେ ଆପଣଙ୍କୁ ଏକ ବିଶେଷ ମନ୍ତ୍ର ଜପ କରିବାକୁ ପଡ଼ିବ। ତାହା ହେଲା :-

ଓଁ ଏଁ ଶ୍ରୀ ବୃହସ୍ପତୟେ ନମ୍ଃ।

ଏହି ମନ୍ତ୍ର କୁ ଆପଣ ମନରେ ୧୧ ଥର ଜପିବେ। ଯାହା ଫଳରେ ଆପଣଙ୍କ ଉପରେ ଥିବା ଗୁରୁ ଗ୍ରହଙ୍କ କୁ ଦୃଷ୍ଟି ମଧ୍ୟ ସବୁ ଚାଲିଯିବ। ବୃହସ୍ପତି ଙ୍କ ଆଶୀର୍ବାଦ ବୃଷ୍ଟି ହେବ । ଆଉ ଆପଣଙ୍କ ଜୀବନରେ ସବୁ ଖୁସି ଫେରି ଆସିବ। ଧନ r ଅଭାବ ରହିବ ନାହିଁ। ତେଣୁ ଏହିପରି ଯଦି ଗୁରୁବାର ଦିନ ସନ୍ଧ୍ୟା ରେ ତୁଳସୀ ଗଛ ମୂଳରେ କରନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ଆପେ ଆପେ ପୂରଣ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।