ନାତୁଣୀକୁ ଦୁଷ୍କର୍ମ କରୁଥିଲା ଜେଜେବାପା ଦେଖନ୍ତୁ କିଏ ସାହାଯ୍ୟ କରୁଥିଲା ଜାଣିଲେ ନିଜକୁ ବିଶ୍ବାସ କରିପାରିବେନି

0

ଆଜିର ଦୁନିଆରେ ଅନ୍ୟାୟ ଅତ୍ୟାଚାର ଏତେ ମାତ୍ରାରେ ବଢିଗଲାଣି ଯେ ବାହାର ଲୋକମାନଙ୍କୁ ଛାଡନ୍ତୁ ନିଜ ଲୋକ ମାନଙ୍କୁ ବିଶ୍ୱାସ କରିବାକୁ ଶହେଥର ଭାବିବାକୁ ପଡୁଛି । ଆଜିର କିଛି ବିକୃତ ମଣିଷ ମାନଙ୍କୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ମୁଣ୍ଡ ତଳକୁ କରିଦେବ ।  ଏଭଳି ଏକ ଖବର ଆସିଛି ପାଟାନାରୁ ଏବଂ ପାଟାନାର ବିଶେଷ ପିଓ ସିଏସ ଗୋଟ ମଙ୍ଗଳବାର ଦିନ 65 ବର୍ଷିୟ ସୈନିକ ରାମ ପ୍ରସାଦ ସାଗରଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କିଛି ବର୍ଷ ଧରି ନିଜର 34 ବର୍ଷିୟ ବହୁ କିରଣ ଦେବୀଙ୍କ ସହାୟତାରେ ନିଜ ନାବାଳିକା ନାତୁଣୀ ସହ ଦୁର୍ଷକ କରିଆସୁଥିଲେ । ନାବାଳିକାର ମାଆଙ୍କୁ ମଧ୍ୟ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଶେଷ କୋର୍ଟର ବିଚାରପତି ମଧୁକର କୁମାର ଦୁଇ ଅପରାଧୀଙ୍କୁ ଏଭଳଇ ଏକ ଜଘନ୍ୟ ଅପରାଧ ପାଇ 20 ଲେଖାଏଁ ଜେଲ ଦଣ୍ଡାଦେଶ କରିଛନ୍ତି ।


ଏହା ସହିତ ପୂର୍ବତନ ସୈନିକ ଓ ତାଙ୍କ ବହୁଙ୍କୁ 20000 ଟଙ୍କା ଲେଖାଏଁ ଜରି ମନା ସହିତ ଚାପୁଡା ମଧ୍ୟ ମରାଯାଇଥଇଲା । ଯଦି ସେମାନେ ଜରିମାନା ଦେବେ ନାହିଁ ତେବେ ସେମାନଙ୍କ ଜେଲ ଦଣ୍ଡାଦେଶ 2 ବର୍ଷ ଲେଖାଏ ବଢି ଦିଆଯିବ । ନାବାଳଇକା ଜଣକ ବୟାନ ଅନୁସାରେ 2011 ମସିହାରେ ତାଙ୍କ ବାପା ନିଖଜ ହୋଇଯାଇଥିଲେ ଏବଂ ତା ପରେ ତାଙ୍କ ଜେଜେମା ଆତ୍ମହତ୍ୟା କରିଥିଲେ ।

ଜେଜେବାପାଙ୍କର ଅବସର ପରେ ସେ ଏକ ବ୍ୟାଙ୍କରେ ସୁରକ୍ଷା କର୍ମୀ ଥିଲେ ଏବଂ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଯାହା ଫଳରେ ସେ ନାବାଳଇକାକୁ ଶୋଷଣ କରିବାରେ କୌଣସି କମି ରଖୁନଥିଲେ । ଯେତେବେଳେ ନାବାଳିକା ଜଣକ ତାଙ୍କ ଉପରେ ଏପରି ଶୋଷଣ କରିବାର କଥା ତାଙ୍କ ମାଆଙ୍କୁ ଜଣାଇଲେ ତ ମାଆ ଅଲଟି ଜେଜେବାପାଙ୍କ ସପକ୍ଷରେ କହୁଥିଲେ ।


ଏ ସମସ୍ତ କଥା ନାବାଳିକା ଜଣକ କୋର୍ଟରେ କହିଛନ୍ତି ତାଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର ହେଉଥିବାରୁ ତାଙ୍କ ନିଜ ସ୍କୁଲ ପ୍ରିନ୍ସିପାଲଙ୍କୁ ଏ ନେଇ କହିଥିଲେ । ଯାହା ପରେ ସ୍କୁଲ ପକ୍ଷରୁ ଚଳିତ ବର୍ଷ ଫେବୃଆରୀ ମାସରେ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ଆଧାରରେ ଗତ ଫେବୃଆରୀ 12 ତାରିଖରେ ପାଟାନାର ରାମକୃଷ୍ଣ ନଗର ପୋଲିସ ଷ୍ଟେସନ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିଲା ।


କୋର୍ଟ ପୀଡିତାଙ୍କ ବୟାନ ଅନୁସାରେ ଜାଣଇବାକୁ ପାଇଥିଲେ ଯେତେବେଳେ ନାବାଳିକା ଜଣକ 7 ବର୍ଷ ଥିଲେ ସେବେ ଠାରୁ ତାଙ୍କ ସହିତ ଯୌନ ଶୋଷଣ କରାଯାଉଛି। ସମୟ ଅନୁସାରେ ଯେତେବେଳେ ନାବାଳଇକା ଜଣକ ବଡ ହେବାକୁ ଲାଗିଲେ ତାଙ୍କୁ ଲାଗିଥିଲା କି ତାଙ୍କ ସହିତ କିଛି ଖରାପ ହେଉଛି । ବର୍ତ୍ତମାନ ନାବାଳିକା ଜଣକ ନିଜ ଅଜା ଆଇଙ୍କ ପାଖେ ରହୁଥିବା ବେଳେ ନିଜ ସ୍କୁଲ ମଧ୍ୟ ବଦଳାଇ ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।