ଦେଖନ୍ତୁ ଭିଡିଓ – ଟ୍ରେନ୍ ଲାଇନ୍ କଡରେ କ’ଣ କରୁଥିଲେ ଯୁବତୀ ଜଣକ କେମେରାରେ ରେକର୍ଡ ହୋଇଗଲା ଆଉ ତାପରେ

0

ପ୍ରତିଦିନ ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳୁଛି। ତେବେ ଏହି ସମାଜ ରେ ରହି ଥିବା ଲୋକ ମାନେ ଅନେକ ଅନ୍ୟାୟ ଅତ୍ୟାଚାର କରୁଛନ୍ତି।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟି ଯାଏ , ଯାହା ଆମେ କେବେ ବି ଭାବି ନ ଥିବା, ଆଉ ସେହି ସବୁ ଘଟଣା ପାଇଁ ଆମେ ଅନେକ ଅସୁବିଧା ରେ ସମୁଖୀନ ହୁଅନ୍ତି। ତେବେ ଏହାର୍ ସମାଧାନ ପାଇଁ ଲୋକ ମାନେ ବାଟ ନ ପାଇଁ ଆତ୍ମହତ୍ୟା ର ରାସ୍ତା ବଛି ନେଇ ଥାନ୍ତି।ତେବେ ଆପଣ ମାନେ ଦେଖି ଥିବେ କି ଏହି ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଲୋକ ମାନେ ଅଧିକ ଚିନ୍ତା ରେ ରହୁଛନ୍ତି।ତେବେ ସେମାନେ ସମାଧାନ ର ବାଟ ନ ପାଇ ଆତ୍ମାହତ୍ୟା ର ବାଟ ବଛି ନେଉଛନ୍ତି।


ତେବେ ଆପଣ ଦେଖି ଥିବେ କି ସମାଜ ରେ ଅନେକ ଲୋକ ଙ୍କ ଘରେ କିଛି ନା କିଛି କଥା କୁ ନେଇ ଝଗଡା ହୋଇ ଥାଏ , ମାର ପିଟ , ଗଣ୍ଡେଗାଳ ହୋଇ ଥାଏ। ତେବେ ଏହାକୁ ନେଇ ଲୋକ ମାନେ ବହୁତ ଚିନ୍ତିତ ଥାନ୍ତି।ତେବେ ଏହା ପରେ ଲୋକ ମାନେ ନିଜ ନିଜ ଭିତରେ ଗଣ୍ଡେଗାଳ ଲାଗି ଥାନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ଲୋକ ଘର ର ସମସ୍ୟା ପାଇଁ ଟ୍ରେନ ଲାଇନ କୁ ଆତ୍ମହତ୍ୟା କରିବାକୁ ଚାଲି ଯାନ୍ତି। ତେବେ ସେମିତି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି। ତେବେ ଆଜିର ସମାଜ ରେ ଆତ୍ମହତ୍ୟା ଏକ ସହଜ ବାଟ ହେଇ ଯାଉଛି, ଯାହା ପାଇଁ ଗୋଟେ ପରେ ଗୋଟେ ଲୋକ ଏହି କାମ କୁ ଆପଣେଇ ନେଉଛନ୍ତି । ତେବେ ସବୁ ଅସୁବିଧାର ସମାଧାନ ରହିଛି , କିନ୍ତୁ ଲୋକ ମାନେ ଚିନ୍ତା ରେ ରହି ସେମାନେ ମାନସିକ ଦୁର୍ବଳ ହୋଇ ଯାନ୍ତି, ଆଉ ପାଗଳ ଭଳି ବ୍ୟବହାର କରିଥାନ୍ତି , କାହାକୁ କଣ କୁହନ୍ତି କିଛି ବୁଝି ପାରନ୍ତି ନାହିଁ।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରେ।

ତେବେ ଅନୁଗୁଳ ଜିଲ୍ଲା ରେ ବରପାଲ୍ ଥାନା ଅନ୍ତର୍ଗତ ବୁଢାବଲଙ୍ଗ ଗ୍ରାମରେ ଜଣେ ଯୁବତୀ ଟ୍ରେନ ଲାଇନ କୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉ ଥିଲା।ତେବେ ସେଠାରେ କିଛି ସ୍ଥାନୀୟ ଯୁବକ ଏହା ଦେଖି ତାଙ୍କୁ ବଞ୍ଚାଇବକୁ ଆସିଥିଲେ। ସେହି ଯୁବକ ଜଣକ ଜଣେ ମାନସୀକ ବିକୃତ ବୋଲି ଜଣା ପଡିଛି। ତେବେ ଜଣା ପଡିଛି କି ସେ ତାଙ୍କ ଘରୁ ଝଗଡା କରି ପଳେଇ ଆସିଛନ୍ତି। ତେବେ ଲୋକ ମାନେ ତାଙ୍କ ଅସୁଵିଧା ବୁଝିବାକୁ ଚେଷ୍ଟା କରୁ ଥିଲେ ତେବେ ସେହି ଝିଅ ଜଣକ କହୁଛନ୍ତି କି ଯଦି ତମେ ବୁଝି ଥାନ୍ତ,

ତାହାଲେ ଏମିତି କରି ନ ଥାନ୍ତ। ତେବେ ସେହି ଝିଅ ଜଣକ ସେହି ଲୋକ ଙ୍କ ଉପରେ ରାଗି ଯାଇ ଟେକା ଫିଙ୍ଗିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ସେହି ଲୋକ ମାନେ ସେହି ଝିଅ ର କଥା ବୁଝି ତାଙ୍କୁ ଉଦ୍ଧାର କରି ଥାନାରେ ହଜାର କରେଇଛନ୍ତି। ତେବେ ସେହି ଝିଅ ର ବେଶ ପୋଷାକ ରୁ ଜଣା ପଡୁନି ସେ ପାଗଳ ବୋଲି କିନ୍ତୁ ତାଙ୍କ କଥା ବାର୍ତା ରୁ ଲାଗୁଚି ସେ ପାଗଳ ଭଳି। ତେଣେ ପୋଲିସ ମଧ୍ୟ ଘଟଣା ର ତଦନ୍ତ କରି ସେହି ଯୁବତୀ ଙ୍କୁ ତାଙ୍କ ଘରକୁ ପହଞ୍ଛାଇ ବାକୁ ଚେଷ୍ଟା କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।