ଦେଖନ୍ତୁ କିଭଳି ବଡି ଚେକପ୍ ଆଳରେ ଛୁଉଁଥିଲେ ଝିଅଙ୍କର ସମ୍ବେଦନଶୀଳ ଅଙ୍ଗ ଆଉ ତାପରେ ଯାହା ହେଲେ ଛିଃ ଛିଃ

0

ଏହି ଅତ୍ୟାଧୁନିକ ଦୁନିଆଁ ରେ ଆମେ ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଭଗବାନ ଭାବରେ ଗ୍ରହଣ କରିଥାଉ କାରଣ ଯେପରି ଭଗବାନ ଆମ ସମାଜକୁ ସୃଷ୍ଟି କରିଛନ୍ତି ଏବଂ ଲୋକମାନଙ୍କୁ ଏକ ସୁନ୍ଦର ଜୀବନ ପ୍ରଦାନ କରିଥାନ୍ତି ଠିକ ସେହି ପରି ଡାକ୍ତର ହେଉଛନ୍ତି ଆମ ପାଇଁ ଦ୍ଵିତୀୟ ଭଗବାନ ଯିଏକି ଲୋକମାନ ଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣି ଏକ ନୂତନ ଜୀବନ ପ୍ରଦାନ କରିଥାନ୍ତି ।ସେମାନେ ନିଜର କର୍ତ୍ତବ୍ୟ କରିବାରେ କେବେହେଲେ ହେଳା କରନ୍ତି ନାହିଁ କାରଣ ତାଙ୍କର ଉପରେ ଜଣେ ବ୍ୟକ୍ତି ର ଜୀଵନ ତାର ପରିବାର ର ସମସ୍ତ ଆଶା ମଧ୍ୟ ରହୁଥାଏ ।


କିନ୍ତୁ ଯଦିଓ ଡାକ୍ତର ମାନେ ଆମର ଜୀଵନ ବଞ୍ଚେଇବାରେ ସାହାଯ୍ୟ କରିଥାନ୍ତି ତଥା ଆମକୁ ରୋଗ ମୁଖରୁ ସୁସ୍ଥ କରି ନୂଆ ଜୀବନ ଦେଇଥାନ୍ତି । ମାତ୍ର କେବେ କେବେ ସେହି ଡାକ୍ତର ମାନେ ମହୋ ମାୟା ଓ କାମ ବାସନା ରେ ଅନ୍ଧ ହୋଇ ଏମିତି କିଛି କରିବସିଥାନ୍ତି ଯାହାକି ଅତ୍ୟନ୍ତ ଲଜ୍ୟାଜନକ ହୋଇଥାଏ ।ତେବେ ଏହିପରି ଜଣେ ଡାକ୍ତର ଙ୍କର ଅଶୀଳ କାରନାମା ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନାଯୋଗ୍ୟ ଯେ ,ଲଣ୍ଡନ ର ରୋମାନିକ ସିଟି ରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ।ତେବେ ଘଟଣା ଟି ହେଉଛି ଏହା କି ଯେ ଲଣ୍ଡନର ରୋମାନିକ ସିଟିରେ ଏକ ହସ୍ପିଟାଲରେ ଜଣେ ଭାରତୀୟ ଡାକ୍ତର ନିଜର କାମନା ଓ ବାସନା ଆଳ ରେ କିଛି ଏମିତି କରିଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ ।ତେବେ ସେହି ଡାକ୍ତର ଜଣକ ହେଉଛନ୍ତି ମନୀଷ ସାହା ତାଙ୍କର ମାତ୍ର ୨୬ ବର୍ଷ ଅଟେ ।ତେବେ ଏହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଅଟେ କିନ୍ତୁ ଏତେ ପାଠ ପଢି ମଧ୍ୟ ତାଙ୍କର ଘୃଣ୍ୟ କାର୍ଯ୍ୟ ଯୋଗୁଁ ପୋଲିସ ତାଙ୍କୁ ହାଜତ ରେ ରହିଛି ।


ତେବେ ସୂଚନା ଅନୁସାରେ ,ତାଙ୍କ ନାମରେ ୨୭ ଜଣ ଝିଅ ଙ୍କୁ ଯୌନ ଶୋଷଣ କରିବା ବିରୋଧ ରେ ସେଠାକାର ପୋଲିସ ତାଙ୍କୁ ଗିରଫ କରିଛି ।ତେବେ ଆପଣ ମାନେ ଭାବୁଥିବେ କି ଏପରି କେମିତି ସମ୍ଭବ ଅଟେ କିନ୍ତୁ ଏହା ସତ୍ୟ ଅଟେ ।ତେବେ ସେ ସେହି ମହିଳା ମାନଙ୍କୁ ଜଣେ ହୀରାଇନ ଙ୍କ ଷ୍ଟୋରୀ ଶୁଣାଇ ପ୍ରତି ସପ୍ତାହରେ ନିଜର ଗୁପ୍ତାଙ୍ଗ ର ପରୀକ୍ଷା କରିବାକୁ କହିଥିଲେ ।ଆଉ ପରୀକ୍ଷା କରିବା ବାହାନାରେ ସେ ତାଙ୍କ ଗୁପ୍ତାଙ୍ଗ ଓ ଛାତି କୁ ଟଚ କରୁଥିଲେ ।ତେବେ ସେହି ୨୭ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏହାକୁ ଜାଣିପାରି ଉପର ଡାକ୍ତର ଙ୍କୁ ଜଣାଇଥିଲେ ।ତେବେ ସେହି ଡାକ୍ତର ଜଣଙ୍କ ମନୀଷ ଙ୍କୁ ପଚରା ଉଚରା କରିବା ପରେ ଜାଣିପାରିଥିଲେ କି ମହିଳା ଯାହା କହୁଛନ୍ତି ସତ ଅଟେ ।

ପରେ ସେମାନେ ପୋଲିସ ରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। କିନ୍ତୁ ସେହି ଡାକ୍ତର ଏହାକୁ ନମାନି କହିଛନ୍ତି ଯେ ଜଣେ ଡାକ୍ତର ଯାହା ନିଜର କାର୍ଯ୍ୟ କରୁଛି ତେଣୁ ମିଥ୍ୟା ରେ ତାଙ୍କୁ ଗିରଫ କରାଯାଇଛି ବୋଲି ।କିନ୍ତୁ ଅନ୍ୟ ଜଣେ ଡାକ୍ତର କହିଛନ୍ତି ଯେ ଏହି ମହିଳା ମାନଙ୍କ ର ଏମିତି କୌଣସି ରୋଗ ନାହିଁ ଯାହା କି ତାଙ୍କର ଗୁପ୍ତାଙ୍ଗ କୁ ସ୍ପର୍ଶ କରିବାକୁ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।