ଖୁସି ଖବର ! କର୍କଟ ରୋଗ ୧୦ ଦିନରେ ହେବ ଦୂର, ବୈଜ୍ଞାନିକ ମାନଙ୍କର ବଡ ସଫଳତା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

0

ଆଜି କାଲି ତ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳିଲାଣି, ଯାହାର ମେଡିସିନ ତ ଡକ୍ଟର ମାନେ ବି ସଠିକ୍ ଭାବେ ଜାଣି ନାହାଁନ୍ତି, ଆଉ ସଠିକ୍ ଭାବେ ସେହି ରୋଗର କାରଣ ମଧ୍ୟ କହି ପାରୁ ନାହାଁନ୍ତି। ଲୋକ ମାନେ ତ ଏପରି ଅନେକ ରୋଗ ରେ ପୀଡିତ ହୋଇ ମରି ଯାଉଛନ୍ତି ହେଲେ ସେହି ରୋଗ ଟି କୁ ଜାଣି ପାରୁ ନାହାଁନ୍ତି କି ସେମାନେ କେଉଁ ରୋଗ ରେ ଏବଂ କେଉଁ କାରଣ ପାଇଁ ମରୁଛନ୍ତି। ଆହୁରି ଏପରି ଅନେକ ବଡ ବଡ ରୋଗ ଲୋକ ମାନଙ୍କୁ ହେଉଛି ଯାହାର ଚିକିତ୍ସା ପାଇଁ ସେମାନଙ୍କ ଆଗରେ ଅର୍ଥ ଏକ ବହୁତ ବଡ ବାଧକ ସାଜୁଛି।

ସେମାନେ ସେହି ରୋଗ ର ଚିକିତ୍ସା ପାଇଁ ଏବଂ ସେହି ରୋଗ ରୁ ମୁକ୍ତି ପାଇବା ପାଇଁ ଟଙ୍କା ମଧ୍ୟ ପାଉ ନାହାଁନ୍ତି,ଆହୁରି ତ ଏପରି କିଛି ବଡ ବଡ ରୋଗ ରହିଛି ଯାହାର କୌଣସି ସଠିକ୍ ମେଡିସିନ୍ ଏବଂ ଲୋକ ମାନଙ୍କ ପାଖରେ ଅପର୍ଯ୍ୟାପ୍ତ ଟଙ୍କା ଥିଲେ ମଧ୍ୟ ସେମାନେ ସେହି ରୋଗ ରୁ ମୁକ୍ତି ପାଇ ପାରୁ ନାହାଁନ୍ତି। ଲୋକ ମାନଙ୍କ ପାଖରେ ଟଙ୍କା ର ଅଭାବ ଥାଇ ମଧ୍ୟ ଲୋକ ମାନେ ମରିଯାଉଛନ୍ତି ଏବଂ ଲୋକ ମାନଙ୍କ ପାଖରେ ଅପର୍ଯ୍ୟାପ୍ତ ଟଙ୍କା ଥାଇ ବି ଲୋକ ମାନେ ମରି ଯାଉଛନ୍ତି।

ସେହିପରି ବଡ ବଡ ରୋଗ ମାନଙ୍କ ମଧ୍ୟରୁ ଏକ ବଡ ରୋଗ ହେଉଛି କ୍ୟାନସର୍ ବା ଯାହାକୁ ଆମେ ଓଡିଆରେ କର୍କଟ ରୋଗ ବୋଲି କହିଥାଉ। ଏହି ରୋଗ ତ ଏପରି ଏକ ରୋଗ ଯାହାର ନାମ ଶୁଣିବା ମାତ୍ରେ ଲୋକ ମାନେ ସମସ୍ତେ ବହୁତ ଭୟଭୀତ ହୋଇ ଯାଆନ୍ତି। ଏହା ମଧ୍ୟ ଏପରି ଏକ ରୋଗ ଯାହା ଥରେ ଗୋଟେ ଲୋକଙ୍କୁ ହେଲେ ସେହି ଲୋକ ଟି ର ବଞ୍ଚିବା ମଧ୍ୟ ବହୁତ କଷ୍ଟକର ହୋଇଯାଏ। ଏହି ରୋଗ କୁ ଭଲ କରିବା ପାଇଁ ଲୋକ ମାନେ ଏହା ପଛରେ ବହୁତ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାଆନ୍ତି ହେଲେ ଲୋକ ମାନେ ଯେତିକି ଦିନ ଟଙ୍କା ଖର୍ଚ୍ଚ କରନ୍ତି ସେତିକି ଦିନ ମଣିଷ ଟି ବଞ୍ଚେ ଏବଂ ନହେଲେ ବି ଆଗରୁ ମରିଯାଏ।

ତେବେ ଏହି ଭୟଙ୍କର ରୋଗ ଟି ର କୌଣସି ଏକ ସଠିକ୍ ମେଡିସିନ ମଧ୍ୟ ନାହିଁ ଯାହାକୁ ଖାଇ ଜଣେ ଲୋକ ଏହି ରୋଗ ରୁ ମୁକ୍ତି ପାଇ ପାରିବ। ତେବେ ଜଣେ ଡକ୍ଟର ଦାବି କରିଛନ୍ତି ଯେ କ୍ୟାନସର ଭଳି ଭୟଙ୍କର ରୋଗ କୁ ମଧ୍ୟ ମାତ୍ର ଦୁଇ ଟଙ୍କା ରେ ଭଲ କରାଯାଇ ପାରିବ। ଏହା ପୁଣି ଏକ ଘରୋଇ ଉପଚାର , ଯାହାକି ୧୦୦ ପ୍ରତିଶତ ଲାଭ ଦାୟକ ଅଟେ। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ।  ତେବେ ସେହି ଡାକ୍ତର ଜଣଙ୍କ ଏହା ମଧ୍ୟ ଦାବି କରିଛନ୍ତି କି ଏହି ରୋଗ ମାତ୍ର ଦଶ ଦିନରେ ପୁରା ପୁରି ଭଲ ମଧ୍ୟ ହୋଇଯିବ। ତେବେ କେବଳ ଦଶ ଟଙ୍କା ର ବେକିଙ୍ଗ୍ ସୋଡା ଦ୍ୱାରା ଏହି ରୋଗ ରୁ ମୁକ୍ତି ମିଳି ପାରିବ। କ୍ୟାନସର ଏପରି ଏକ ରୋଗ ଯାହାର ନାମ ଶୁଣିଲେ ଲୋକ ମାନେ ବହୁତ ଡରି ଯାଆନ୍ତି କାରଣ ଏହି ରୋଗ ଥରେ ହେଲେ ଭଲ ହବାର ଚାନ୍ସ ବହୁତ କମ୍ ଏବଂ ଭଲ ବି ବହୁ ସ୍ଥାନରେ ହୋଇ ନଥାଏ,ହେଲେ ସେହି ଡକ୍ଟର ଜଣଙ୍କ ଦାବି କରିଛନ୍ତି କି କେବଳ ୧୦ ଦିନରେ ଏବଂ ମାତ୍ର ୧୦ ଟଙ୍କା ର ବେକିଙ୍ଗ୍ ସୋଡା ର ବ୍ୟବହାର ଦ୍ୱାରା ଏହି ରୋଗ ଭଲ ହୋଇଯିବ।

ଆହୁରି ମଧ୍ୟ ସେହି ଡାକ୍ତର ଜଣକ କହିଛନ୍ତି କି ସେ ଦୀର୍ଘ କୋଡିଏ ବର୍ଷ ହେବ ଏହି ବେକିଙ୍ଗ୍ ସୋଡା ଦ୍ୱାରା ହିଁ ସେ ଅନେକ କ୍ୟାନସର୍ ରୋଗୀ ମାନଙ୍କ ର ଚିକିତ୍ସା କରିଆସୁଛନ୍ତି ଏବଂ ଲୋକ ମାନେ ଭଲ ମଧ୍ୟ ହୋଇ ଯାଉଛନ୍ତି। ସେହି ଡାକ୍ତର ଙ୍କ କହିବା ଅନୁଯାୟୀ କ୍ୟାନସର୍ ଚିକିତ୍ସା ପାଇଁ ଯେଉଁ ମେଡିସିନ୍ ଆସେ ସେହି ମେଡିସିନ ଶେଷରେ କେବଳ ନିଜର ପ୍ରଭାବ ପକେଇଥାଏ। ତେବେ ସ୍କିନ୍ କ୍ୟାନସର୍, ଆୟୋଡିନ୍ ଟିନ୍ତ୍, ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଅନେକ ପଦକ୍ଷେପ ରହିଛି। ଆହୁରି ମଧ୍ୟ ରିସର୍ଚ୍ଚ ରୁ ପ୍ରମାଣିତ ହୋଇଛି କି ଏହି ବେକିଙ୍ଗ୍ ସୋଡା ର ବ୍ୟବହାର ଅନେକ ପ୍ରଭାବ ଶାଳୀ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।