ଜାଣନ୍ତୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦରମା କେତେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ

0

ଆପଣ ମାନେ ଜାଣି ଥିବେ କି ଆଜି କି ଆମ ଦେଶ ରେ ଆର୍ଥିକ ପରିସ୍ଥିତି କଣ । ତେବେ ଆମ ଦେଶ ରେ ଯେଉଁମାନେ ସବୁ ଚାକିରୀ କରୁଛନ୍ତି। ସେମାନଙ୍କ ସେଲେରି କେତେ କମ ।ତେବେ ଲୋକ ମାନେ ଦିନ ରାତି ଖଟି ପଇସା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆମ ଦେଶ ରେ ପ୍ରତେକ ସାଧାରଣ କର୍ମଚରି ଙ୍କ ଦରମା ଅନେକ କମ ହୋଇ ଥାଏ। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ନେତା ରାଜନେତା ମାନଙ୍କର ଦରମା ବହୁତ ଅଧିକ ଅଟେ। ତେବେ ଆପଣ ମାନେ ଜାଣି ଥିବେ କି ଯେଉଁ ପଇସା ଲୋକ ଙ୍କ ସୁରକ୍ଷା ରେ ପାଇଁ ଆସିଥାଏ। ତେବେ ସେଥିରୁ ଅନେକ ନେତା ମାନେ ପଇସା କୁ ଲୁଟି ନେଇ ଥାନ୍ତି । ତେବେ ଆଜି କାଲି ଏହା ଅଧିକ ଦେଖିବାକୁ ମିଳୁଛି। ତେବେ ସେଥିରୁ ଅନେକ ନେତା ରାଜନେତା ମାନେ ଧାରା ମଧ୍ୟ ପଢୁଛନ୍ତି। ଆଉ ଜେଲ ମଧ୍ୟ ଯାଉଛନ୍ତି,ଏଥି ପାଇଁ ଦେଶ ରେ ଉନତି ରେ ବାଧା ଦେଖା ଯାଉଛି।


ତେବେ ଆପଣ ମାନେ ଦେଖି ଥିବେ ବି ଆମ ଦେଶ ରେ ସାଧାରଣ କର୍ମଚାରି ସହ ଶିକ୍ଷକ ମାନଂକର ଦରମା ମଧ୍ୟ ବହୁତ କମ ରହିଛି। ଆଉ ତା ସହ ଶିକ୍ଷକ ମାନଂକୁ ଠିକ ସମୟ ରେ ଦରମା ମଧ୍ୟ ମିଳି ନ ଥାଏ। ତେବେ ଯାହା ପାଇଁ ସେମାନେ ରାସ୍ତା ରେ ବସି ଧାରଣା ଦେଇ ଥାନ୍ତି । ତେବେ ଆମ ଦେଶ ରେ ରାଷ୍ଟ୍ରପତି ,ଉପରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ରାଜ୍ୟ ପାଳ ଆଦି ଙ୍କ ଦରମା ଏମାନଙ୍କ ଠୁ ବହୁତ ଅଧିକ , ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆମ ଦେଶ ରେ ଆର୍ଥିକ ସ୍ଥିତି କୁ ଆଖିରେ ରଖି ଏମାନଙ୍କୁ ଦରମା ଦିଆ ଯାଏ, ଅନ୍ୟ ଦେଶ ରେ ଏହି ଦରମା ଠାରୁ ଅନେକ ଅଧିକ ଦିଆ ଯାଏ।

ତେବେ ଆମ ଦେଶ ରେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ। ତେବେ ଯିଏ କି ଆମ ଦେଶ ରେ ଜଣେ ଶ୍ରେଷ୍ଠ ମଣିଷ ଭାବେ ବିବେଚନା କରା ଯାଏ। ତେବେ ଆମ ଦେଶ ର ରାଷ୍ଟ୍ର ପତି ଙ୍କର କାର୍ଯ୍ୟକାଳ ୫ ବର୍ଷ ରହି ଥାଏ। ତେବେ ଏହି ୫ ବର୍ଷ ଭିତରେ ତାଙ୍କର ମାସ କୁ ଦରମା ୫ ଲକ୍ଷ୍ୟ ଟଙ୍କା ହୋଇ ଥାଏ। ତେବେ ଆମ ଦେଶ ରେ ଉପ ରାଷ୍ଟ୍ରପତି ହେଉଛିନ୍ତି ଭେଙ୍କେୟା ନାଇଡ଼ୁ । ତେବେ ସେ ରାଷ୍ଟ୍ରପତି ଙ୍କ ତଳେ ରହିଛନ୍ତି,ରାଷ୍ଟ୍ରପତି ଙ୍କ ସମସ୍ତ କଥା ପ୍ରଥମେ ସେ ବୁଝି ଥାନ୍ତି।ତେବେ ତାଙ୍କର ଦରମା ହେଉଛି ୪ ଲକ୍ଷ୍ ଟଙ୍କା ।


ତେବେ ଏହା ପରେ ଆମ ଦେଶ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତେବେ ଯିଏ କି ଜଣେ ଭଲ ଶାସକ ଭାବେ ମାନ୍ୟତା ପାଇଛନ୍ତି। ତେବେ ତାଙ୍କର କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି ଓ ସପୋର୍ଟ ମଧ୍ୟ କରି ଥାନ୍ତି। ତେବେ ତାଙ୍କ ପାଇଁ ଆମ ଦେଶ ବହୁତ ବିକସିତ୍ହୋ ଇଛି,ତାଙ୍କର ଉନ୍ନ୍ନତ ଚିନ୍ତାଧରା ପାଇଁ ଆମ ଦେଶ ବହୁତ ଅଗେଇଛି। ତେବେ ତାଙ୍କର ମାସକୁ ଦରମା ରହିଛି ୨ ଲକ୍ଷ ୭୫ ହଜାର । ତେବେ ଏହା ପରେ ଆମ ଦେଶ ରେ ଥିବା ପ୍ରତେକ ରାଜ୍ୟ ର ରାଜ୍ୟ ପାଳ ଙ୍କ ଦରମା ୩ ଲକ୍ଷ ଟଙ୍କା ରହିଛି।

ତେବେ ଆମ ଦେଶ ର ରାଜ୍ୟ ଗଣେସି ଲାଲ ଙ୍କ ଦରମା ମଧ୍ୟ ୩ ଲକ୍ଷ ଟଙ୍କା ରହିଛି। ତେବେ ଏହା ପରେ ଆମ ଦେଶ ର ନ୍ୟାୟ ପାଳ ବା ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରକ ଙ୍କ ଦରମା ରହିଛି ୨ ଲକ୍ଷ ୮୦ ହଜାର୍ ରହିଛି,ଆଉ ଜଜ ମାନଙ୍କ ଦରମା ରହିଛି ୨ ଲକ୍ଷ ୫୦ ହଜାର ଟଙ୍କା । ତେବେ ହାଇକୋର୍ଟ ଙ୍କ ମୁଖ୍ୟ ବିଚାରକ ଙ୍କ ଦରମା ରହିଛି ୨ ଲକ୍ଷ ୫୦ ହଜାର ଟଙ୍କା, ଆଉ ଜଜ ମାନଂକର ରହିଛି ୨ ଲକ୍ଷ ୨୫ ହଜାର ଟଙ୍କା,ତେବେ ପାର୍ଲିୟାମେଣ୍ଟ ର ମେମ୍ବର ମାନଙ୍କ ଦରମା ୧ ଲକ୍ଷ ଟଙ୍କା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।