ନୂଆ ଖବର। ସ୍ମାର୍ଟ ଫୋନ୍ ରେ ଏବେ ହେବ କରୋନା ଟେଷ୍ଟ, ୧୫ ମିନିଟ୍ ରେ ଆସିବ କରୋନା ରିପୋର୍ଟ।

0

ସାରା ଦେଶ ରେ କୋରୋନ ର ବ୍ୟାପି ଯାଇଛି, ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗକୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି। ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି।ହେଲେ କିଛି ଫଳପ୍ରଦ ହେଉ ନାହିଁ। ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ମାନେ ମଧ୍ୟ କିଛି କରି ପାରୁ ନାହାନ୍ତି, କାରଣ ଏହା ଏକ ଅଜଣା ରୋଗ , ତେଣୁ ଏହାର ଚିକିତ୍ସା ପଦ୍ଧତି କେମିତି ତା କେହି ଜାଣି ନାହାନ୍ତି,ଆଉ ଯାହା ପାଇଁ ଆଜି ସାରା ବିଶ୍ୱରେ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି।


ତେବେ ସଙ୍କ୍ରମଣକୁ କିଛି ମାତ୍ରାରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି,ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି,ଆଉ ତା ସହ ସାରା ଦେଶରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା। ଦୋକାନ ବଜାର , ଅଫିସ , ସ୍କୁଲ ,କଲେଜ , ମନ୍ଦିର , ରାସ୍ତା ଘାଟ ଆଦି ସବୁ କିଛି । ତେବେ ଏହି ବନ୍ଦ ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥିଲେ। ସବୁ କିଛି ବନ୍ଦ ଥିବାରୁ ଲୋକ ଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇ ଥିଲା , ଯାହା ଫଳ ରେ ଲୋକ ମାନେ ଖାଇବାକୁ ପାଇଲେ ନାହିଁ ,

ଆଉ ତା ସହ ଅନେକ ସମସ୍ୟା ରେ ସମୁଖୀନ ହେଲେ। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲାଗିଲା,ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ। ତେବେ ଦେଶରେ ହଜାର ହଜାର ଲୋକ କୋରୋନା ରେ ଆକ୍ରାନ୍ତ ହେଉଛନ୍ତି । ତେବେ ତାଙ୍କର କୋରୋନା ଟେଷ୍ଟ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥିଲେ,ତେବେ ଏଥି ପାଇଁ ଲୋକ ଙ୍କର ସ୍ଵାବ ଟେଷ୍ଟ କରା ଯାଉଛି।

ତେବେ ପ୍ରତେକ ଆଶାକର୍ମି ମାନେ ଘରେ ଘରେ ବୁଲି ଲୋକ ଙ୍କର ସ୍ଵାବ ପରୀକ୍ଷା କରୁଛନ୍ତି।ତେବେ ପୁଣି ଥରେ ସରକାର କୋରୋନା ଟେଷ୍ଟ ପାଇଁ ଏକ ନୂତନ ବାଟ ଆପଣେଇ ଛନ୍ତି। ଏବେ ସ୍ମାର୍ଟ ଫୋନ୍ ମାଧ୍ୟମରେ ହେବ କୋରୋନା ଟେଷ୍ଟ, ଆଉ ୧୫ ମିନିଟ ଭିତରେ ଆସିବ ରିପୋର୍ଟ। ତେବେ କୋରୋନା ରିପୋର୍ଟ ପାଇଁ ଆଉ ଦୌଡ଼ିବା କୁ ପଡିବ ନାହିଁ କୌଣସି ହସ୍ପିଟାଲ ବା କୋଭିଡ ସେଣ୍ଟର , ତେବେ ଘରେ ବସି କରି ପାରିବେ ଟେଷ୍ଟ ଓ ଘରେ ବସି ମଧ୍ୟ ରିପୋଟ ପାଇ ପାରିବେ। ଏବେ ଏଥି ପାଇଁ ଆମେରିକା ର ବୈଜ୍ଞାନିକ ମାନେ ଫୋନ ରେ ଏକ ଭୁତାଣୁ ମାଇକ୍ରୋସ୍କୋପ କୁ ଏଡ଼ କରା ଯାଇଛି,

ଯାହା ଦ୍ୱାରା ସହଜ ରେ ଏହାର ପରୀକ୍ଷଣ କରା ଯାଇ ପାରିବ। ତେବେ ଅମେରିକାରେ ଏକ ମେଡିକାଲ ସ୍କୁଲ ରେ କିଛି ବଡ଼ ବଡ଼ ବୈଜ୍ଞାନିକ ମାନେ ଏହାର ଆବିଷ୍କାର କରି ୧୨ ଜଣଙ୍କ ଉପରେ ପରୀକ୍ଷା କରି ଛନ୍ତି। ତେବେ ଏହି ଉପାୟ ଯଦି କାର୍ଯ୍ୟ କରେ । ତେବେ ଲୋକ ଙ୍କ ଚିନ୍ତା ଦୂର ହେବ। ଲୋକ ମାନଂକୁ ଆଉ ହସ୍ପିଟାଲ ରେ ଲମ୍ବା ଲାଇନ ରେ ଛିଡା ହେବାକୁ ପଡିବ ନାହିଁ। ତେବେ ଏବେ ସ୍ଵାବ ଟେଷ୍ଟ ବହୁତ ସତର୍କତା ର ସହ କରା ଯାଉଛି। ତେବେ ସ୍ମାର୍ଟ ଫୋନ୍ ଦ୍ୱାରା ଟେଷ୍ଟିଙ୍ଗ୍ ଅଧିକ୍ ସହଜ ଓ ସୁରକ୍ଷିତ ହେବ ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।