ଦେଖନ୍ତୁ ଭିଡିଓ – ହାଇଓ୍ବେରେ ଡ୍ରାଇଭର ବିନା ଗାଡି ଚାଲୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ଲୋକମାନେ ପଚାରିଥିଲେ ଏହି କାରଟି କିପରି ଚାଲିଛି?

0

ଗୋଟିଏ ପରିବାରିକ କାର ଯାହାକି ବିନା ଡ୍ରାଇଭରରେ ଗାଡିଟି ଯାତାୟତ କରିପାରେ ଓ ଏହାକୁ ଦେଖିବା ପାଇ ଲୋକମାନେ ଉତ୍ସାହ ସହିତ ଦେଖିବାକୁ ଭଲ ପାଇଥାନ୍ତି । କିନ୍ତୁ ଏହା ଏକ ଆଶ୍ଚର୍ଯ୍ୟ କଥା ହେଉଛି କି ବିନା ଡ୍ରାଇଭରରେ ଗାଡି କିପରି ଚାଲିପାରୁଛି ତାହା ସମସ୍ତ ଲୋକମାନଙ୍କୁ ଆଚମ୍ୱିତ କରାଇଛି । ସେଥିପାଇ ରାସ୍ତାରେ ଯେତେବେଳେ ଏହି କାରଟିଏ ଆସୁଥାଏ ତାହାକୁ ଦେଖିବା ପାଇ ଲୋକମାନେ ଚାହିଁରହିଥାନ୍ତି ।

ଏହି କାରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ସେହି କାରଟି ଏକ ହାଇୱେ ଉପରେ ଯାଉଥିବାର ନଜର ଆସିଛି । କିଛି ବ୍ୟକ୍ତି ମଧ୍ୟ କାରରେ ବସିଥିବା ଲୋକଟିକୁ ପଚାରିଛନ୍ତି କି ଏମିତି ବିନା ଡ୍ରାଇଭରରେ କିପରି ଗାଡିଟି ଯାଇପାରୁଛି । ପ୍ରିମିୟମ ପେଡମିନି କାରରେ ଜଣେ ବୟସ୍କ ବ୍ୟକ୍ତି ବସିବାର ନଜର ଆସିଛି ଏବଂ ବ୍ୟକ୍ତି ଜଣକ ଡ୍ରାଇଭର ସିଟରେ ବସିଥିବାର ନଜର ଆସିଛି ।

ବ୍ୟକ୍ତି ଜଣକ ସେହି ସିଟରେ ଖାଲି ବସିରହିଛନ୍ତି ଏବଂ ଏହା ଅଟୋମେଟି ହାଇୱେ ରାସ୍ତାରେ ଶୀଘ୍ର ଶୀଘ୍ର ଚାଲୁଛି । ଏହା ସହିତ ମଧ୍ୟ ଗାଡିଟି ରାସ୍ତାରେ ସାଇଟ କରି ଅନ୍ୟ ଗାଡି ମାନଙ୍କ ସହିତ ଟକ୍କର ଦେଇ ଯାଇପାରୁଛି । ଚେରୀ ନାମକ ଜଣେ ବ୍ୟକ୍ତି ଫେସବୁକରେ ଟ୍ୟୁଟ କରି ଲେଖିଛନ୍ତି କି କିଛି ବ୍ୟକ୍ତିମାନେ ସେହି କାରରେ ବସି ପ୍ରିମିୟମ ପେଡମିନ କାରଟି ଚଲିବା ମଧ୍ୟ ଦେଖିଛନ୍ତି । ସେହି ବ୍ୟକ୍ତି ମାନେ କହିଛନ୍ତି କି ଏହା ଏପରି କେମିତି ଚାଲିପାରୁଛି ।

ଏହାମଧ୍ୟ ହୋଇଥାଇପାରେ ଯେ ଡ୍ରାଇଭରର ସିଟରେ ବସିଥିବା ବ୍ୟକ୍ତି ଜଣକ କୌଣସି ଚାଲାକି କରି ଗାଡିଟି ଚଲାଉଥାଇ ପାରନ୍ତି । ବାସ୍ତବରେ ଏହା ଯାନ୍ତ୍ରିକ ସ୍ଟିୟରିଗକୁ ନିୟନ୍ତ୍ରିତ କରିଥାଏ ଯାହା ଫଳରେ ଏହାର କୌଣସି ଅସୁବିଧା ହୋଇନଥାଏ । ସ୍ଟିୟରିଗ ଭିତରେ ଗିୟର ରହିଥାଏ ଏବଂ ବ୍ୟକ୍ତି ଜଣକ ଏହାକୁ ଷ୍ଟାଟ କରି ଯେତେବେଳେ ହାଇୱେ ଉପରକୁ ଯାଇଥାନ୍ତି ସେତେବେଳେ ସେ ଡ୍ରାଇଭର ସିଟରୁ ଉଠିଆସି ଅନ୍ୟ ସିଟରେ ବସିଯାଆନ୍ତି ।

ବ୍ୟକ୍ତି ଜଣକ ଏକ୍ସେଲେରେସନ ପେଡେଲ ବ୍ୟବହାର କରିଥାନ୍ତି ଏବଂ ଏହି କାରଟିକୁ ବିନା ଡ୍ରାଇଭରରେ ଚଲାଇ ପାରନ୍ତି । ସେହିପରି ଏକ ମହିଳା ହିମାଚଳ ପ୍ରଦେଶରେ ଏକ କାରରେ ଭାରସାମ୍ୟ ହରାଇ ଫିଲିମ ଷ୍ଟାଇଲରେ ଗୋଟିଏ କାର ସୋରୁମର କାଚ ଭାଙ୍ଗି ଥିବାର ଦୃଶ୍ୟ ଭିଡିଓରେ ଦେଖାଯାଇଛି । ଏହି ଭିଡିଓ ତାମିଲଡାନୁର ବୋଲି ଜଣାଯାଇଛି ଏବଂ ଲୋକମାନେ ଏହାର ସଠିକ ସ୍ଥାନ ଜାଣି ନାହାନ୍ତି ।

ଚଳାକ ଜଣକ ସମସ୍ତଙ୍କର ମନକୁ ଆକର୍ଷିତ କରିପାରିଛନ୍ତି ତା ସହିତ ଏତିକି କୁହାଯାଉଛି କି ରାସ୍ତାରେ ଗାଡି ଚଲାଉଥିବା ସମୟରେ ସମସ୍ତ ନିୟମ ମାନିବା ଆବଶ୍ୟକ ହୋଇଥାଏ ତେବେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ । ଏହା ସହିତ ନିଜେ ସୁରକ୍ଷିତ ରହିବା ରହିବା ସହିତ ଅନ୍ୟମାନେ ମଧ୍ୟ ସୁରକ୍ଷିତ ରହିବେ ସେଥିପ୍ରତି ମଧ୍ୟ ସତର୍କ ରହିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।