ସରକାର ଙ୍କର ନୂଆ ନିୟମ । ଅଫିସ୍ ରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ମନା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ସରକାରୀ ଚାକିରୀ ଟିଏ କରିବା ପାଇଁ କହାରବା ଇଚ୍ଛା ନାହିଁ ; ଆମେ ସମସ୍ତେ ସରକାରଙ୍କ ଅଧୀନରେ କିଛି ନା କିଛି କାର୍ଯ୍ୟ କରିବାକୁ ସବୁ ବେଳେ ଆଗ୍ରହୀ ହୋଇଥାଇ । ଆଜିର ଦୁନିଆରେ ସରକାରୀ ଚାକିରୀ ଟିଏ କରିବା ପାଇଁ ହେଲେ କେତେ ପରିଶ୍ରମ କରିବାକୁ ପଡେ ତାହା ଆପଣ ମାନେ ଭଲ ଭାବରେ ଜାଣିଥିବେ । ସରକାରୀ ଚାକିରୀ ଯଦି କରିଛନ୍ତି ତା ହେଲେ ସମାଜରେ ଆପଣଙ୍କୁ ଲୋକେ ବୋହୁତ ପ୍ରାଧାନ୍ୟତା ଦିଅନ୍ତି । ସରକାରୀ ଚାକିରୀ କରୁଥିଲେ ମନରେ ନିଜକୁ ଗର୍ବିତ ମନେ ହୁଏ ଓ ସମାଜରେ ବଞ୍ଚିବାର ତରିକା ବଦଳି ଯାଏ ।

ସରକାରୀ କାର୍ଯ୍ୟାଳୟ ରେ ଯଦି ନୂର୍ଯୁକ୍ତି ଅଛନ୍ତି ଆପଣ ତାହେଲେ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ୍ । ମହାରାଷ୍ଟ୍ର ସରକାର ଆଣିଛନ୍ତି ଏକ ନୂଆ ନିୟମ ଯାହା କେବଳ ସରକାରୀ ଚାକିରୀଆ ଙ୍କ ପାଇଁ ଆଣିଦେବ ସ୍ଵତନ୍ତ୍ରତା ଯାହାକି ସେମାନଙ୍କୁ ସରକାରୀ କର୍ମ କ୍ଷେତ୍ରରେ ବୋହୁତ ଉତ୍ଫୁଲିତ କରିବ , ସରକାରୀ ଅଫିସ କିମ୍ବା ଆପଣ ସରକାରଙ୍କ ଅଧୀନରେ କିଛି କାମ କରୁଛନ୍ତି ତା ହେଲେ ଆପଣ ଆଉ ଜିନ୍ସ କିମ୍ବା ଟି ସାର୍ଟ ପିନ୍ଧି ସରକାରୀ ଅଫିସ୍ କୁ ଆସି ପାରିବେ ନାହିଁ । କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ଫର୍ମାଲ୍ ଡ୍ରେସ ପନ୍ଧି ଅଫିସ୍ କୁ ଆସିବା ପାଇଁ ପଡିବ ମହିଳା ମାନେ ଦୁପଟ୍ଟା ସହ ଶାଲୱାର୍ କିମ୍ବା ଶାଢ଼ୀ ପଇନ୍ଧି କାର୍ଯ୍ୟାଳୟ କୁ ଆସିବା ପାଇଁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ସରକାର ।

ଏହିଭଳି ନିୟମ କରିବ ଦ୍ବାରା ସରକାରୀ ଚାକିରୀ ଙ୍କ ମନରେ ସେମାନଙ୍କ କାର୍ଯ୍ୟକୁ ନେଇ ଏକ ଭିନ୍ନ ଧରଣର ଜିଜ୍ଞାସା ସୃଷ୍ଟି ହେବ ତଦ୍ୱାରା ସେମାନଙ୍କୁ କାର୍ଯ୍ୟ କରିବାରେ ଏକ ସୁ ପ୍ରେରଣା ମିଳିବ । ଏହି ନିୟମକୁ ମହାରାଷ୍ଟ୍ର ସରକାର ବୋହୁତ କଡ଼ା କଡ଼ି ଭାବରେ ଲାଗୁ କରିଛନ୍ତି । ଏହି ଭଳି ନିୟମ କରିବାରେ ସର୍ବ ପ୍ରଥମ ମହାରାଷ୍ଟ୍ର ନୁହେଁ । ଏହା ଆଗରୁ ମଧ୍ୟ ତାମିଲନାଡୁ , କର୍ଣ୍ଣାଟକ , ହିମାଚଳପ୍ରଦେଶ ଓ ରାଜସ୍ଥାନରେ ଫର୍ମାଲ ଡ୍ରେସ ପିନ୍ଧିବା ନିୟମକୁ ସରକାରୀ ସ୍ତ୍ରରରେ ଖୁବ୍ କଡାକଡି ଭାବେ କରାଯାଇଛି ।

ଏହି ଭଳି ନିୟମ ସରକାରୀ କର୍ମୀ ମାନଙ୍କ ମନରେ ଏକ ଭିନ୍ନ ଧରଣର ଭାବନା ଆଣିଦେବ ଯାହା ସରକାରୀ କର୍ମୀ ଙ୍କ ପୋଷାକ କରୁହିଁ ସେମାନେ ସରକାରୀ ଅଫିସର୍ ବୋଲି ଜାଣିହେବ। ଏହି ଭଳି ପଦକ୍ଷେପ ପାଇଁ ମହାରାଷ୍ଟ୍ର ସରକାରୀ କର୍ମୀ ମାନେ ବୋହୁତ ଉତ୍ସାହିତ ଅଛନ୍ତି । ଏହି ପଦକ୍ଷେପ ତାମିଲନାଡୁ , କର୍ଣ୍ଣାଟକ , ହିମାଚଳ ପ୍ରଦେଶରେ ଓ ରାଜସ୍ଥାନ ରେ ବହୁତ୍ କଡାକଡି ଭାବେ ପରିଚାଳିତ ହେଇ ଚାଲିଛି ଅବେ ଏହିଭଳି ମଧ୍ୟ ମହାରାଷ୍ଟ୍ର ରେ ହେବାକୁ ଯାଉଛି । ଏହିଭଳି ନିୟମକୁ ମହାରାଷ୍ଟ୍ର ର ଜନ ସାଧାରଣ ମାନେ ସ୍ବାଗତ କରିବା ସହ ସେମାନଙ୍କ ସରକାରଙ୍କୁ ମଧ୍ୟ ଏହି ପଦକ୍ଷେପ ପାଇଁ ବୋହୁତ ସହିଯୋଗ୍ କରିଛନ୍ତି । ଏହିଭଳି ନୂଆ ନୂଆ ଖବର ଜାଣିବା ପାଇଁ ଆମ ସହ ସବୁ ବେଳେ ଏମିତି ଜଡି ହେଇ ରୁହନ୍ତୁ । ନମସ୍କାର ଜୟ ଜଗନ୍ନାଥ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।