ଗାଧୋଇ ସାରିଲା ପରେ କହିଦିଅନ୍ତୁ ଏହି ମନ୍ତ୍ର, ୧ଘଣ୍ଟାରେ ଦେଖିବେ ଚମତ୍କାର

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି,ଆଉ ସମସ୍ତେ ଭାବନ୍ତି ଈଶ୍ୱର ଜାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ , ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧରମ ରେ ଅନେକ ଦେବା ଦେବି ରହିଛନ୍ତି , ତେବେ ସେମାନେ ତାଙ୍କର ଭିନ୍ନ ଭିନ୍ନ ରୂପରେ ଲୀଳା ଦେଖାଇ ଆଜି ଜଗତ ରେ ପୂଜା ପାଉଛନ୍ତି। ତେବେ ପୁରାଣ କୁହେ କି ପ୍ରତେକ ଦେବା ଦେବି ଙ୍କର ଅନେକ ନାମ ରହିଛି । ତେବେ ଏହି ନାମ ରହିବାର କାରଣ ସେମାନେ ଶତ୍ରୁ କୁ ବିନାଶ କରିବା ସମୟରେ ଭିନ ରୂପ ଧାରଣ କରି ଥିଲେ,ଆଉ ତା ପାଇଁ ସେହି ଅନୁସାରେ ସେମାଙ୍କର ନାମ ହୋଇଛି। ତେବେ ପ୍ରତେକ ନାମ ର କିଛି ନା କିଛି ରହସ୍ୟ ନିହତି ରହି ଥାଏ।


ତେବେ ଆମ ହିନ୍ଦୁ ଧର୍ମ ରେ ହନୁମାନ ଙ୍କୁ ସଙ୍କୋଟମୋଚନ ବୋଲି କୁହା ଯାଏ ,କାରଣ ତାଙ୍କ ନାମ ଜପ କରିଲେ ସମସ୍ତ ସଙ୍କଟ ଦୂର ହୁଏ,ଆଉ ସେ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ଙ୍କର ପରମ ଭକ୍ତ। ତେବେ ତାଙ୍କୁ ପ୍ରତିଦିନ ଜପ କରିଲେ ବା ତାଙ୍କର ମନ୍ତ୍ର ଜପ କରିଲେ ସମସ୍ତ ସମସ୍ୟା ଦୂର ହୋଇ ଥାଏ । ତେବେ ଆପଣ ମାନେ ଜାଣି ଥିବେ ପ୍ରଭୁ ହନୁମାନ ଙ୍କର ଅନେକ ରହସ୍ୟମୟ ଗଳ୍ପ ରହିଛି। ତେବେ ଯାହା ସମସ୍ତ ପୁରାଣ ରେ ଲିପିବଧ ରହିଛି। ତେବେ ଏହା ଶୁଣିବାକୁ ଅତି ସୁନ୍ଦର ଲାଗି ଥାଏ


ତେବେ ଆପଣ ହନୁମାନ ଙ୍କର ଛୋଟ ବେଳ ରୁ ଅନେକ ଆଶ୍ଚର୍ଯ୍ୟ ଓ ରହସ୍ୟମୟ ଘଟଣା ରହିଛି। ତେବେ ଏହି ସବୁ ଘଟଣା ର ଅନେକ୍ ମହତ୍ୱପୂର୍ଣ୍ଣ କାରଣ ରହିଛି,ଯାହା ପାଇଁ ଏହା ପୁରାଣ ରେ ରହିଛି। ତେବେ ଏହି ସବୁ ଘଟଣା ରୁ ଆମ ମାନଙ୍କୁ ଅନେକ କିଛି ଶିଖିବାକୁ ମିଳି ଥାଏ। ତେବେ ହନୁମାନ ଙ୍କୁ ନେଇ ଅନେକ ପ୍ରକାର ର ରହସ୍ୟମୟ କଥା ମଧ୍ୟ ରହିଛି। ହନୁମାନଙ୍କୁ ଲୋକ ମାନେ ବହୁତ ବିଶ୍ୱାସ କରନ୍ତି।ହନୁମାନ ଙ୍କୁ ସଙ୍କୋମୋଚନ ବୋଲି କୁହାଯାଇଥାଏ,ସେ ସମସ୍ତ ଙ୍କ ର ସଙ୍କଟ ମଧ୍ୟ ଦୂର କରି ଥାଆନ୍ତି, ତେବେ ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ମନ୍ତ୍ର ସମ୍ପର୍କରେ କହିବୁ ଯାହାକୁ ଆପଣ ମାନେ ଗାଧୋଇ ଆସିବା ପରେ ଜପ କରିଲେ ଘଣ୍ଟାଏ ମଧ୍ୟ ରେ ଆପଣ ମାନଙ୍କୁ ନିହାତି ଖୁସି ଖବର ମିଳିବ।


ହନୁମାନ ଜୀ ଙ୍କ ର ନାମ ଜପ କରିବା ପରେ ବଡ ବଡ ସଙ୍କଟ ମଧ୍ୟ ଦୂର ହୋଇଯାଇଥାଏ। ଆପଣ ମାନଙ୍କ ଅସୁବିଧା ଯାହା ବି ହୋଇଥାଉ, ବଜରଙ୍ଗ ବାଲୀ ଙ୍କ ର ସାଧନା କରିବା ସବୁ ଅସୁବିଧା ର ସଠିକ୍ ସମାଧାନ ହୋଇ ଯାଇଥାଏ। ତେବେ ଆପଣ ମାନେ ସକାଳୁ ଉଠି ଗାଧୋଇ ସାରିବା ପରେ ଆସନ ଉପରେ ହନୁମାନ ଙ୍କ ର ଫଟୋ କିମ୍ବା ମୂର୍ତ୍ତି ଆଗରେ ବସି ଯାଆନ୍ତୁ। ଏହା ପରେ ଓଁ ଶ୍ରୀ ହନୁମତେ ନମଃ, ଏହି ମନ୍ତ୍ର କୁ ଅତି କମ୍ ରେ ୧୦୮ ଥର ଜପ କରନ୍ତୁ, ଦେଖିବେ ଆପଣଙ୍କ ର ସବୁ ଦୁଃଖ କଷ୍ଟ ଦୂରେଇ ଯିବ। ଏହି ମନ୍ତ୍ର କୁ ଜପ କରିବା ପାଇଁ ରୁଦ୍ରାକ୍ଷ ମାଳା ର ବ୍ୟବହାର କରିଲେ ଆହୁରି ଭଲ ବୋଲି କୁହାଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।