ଜାଣନ୍ତୁ ମହିଳାମାନେ ଚୁଡ଼ି କିପରି ପିନ୍ଧିଲେ ସ୍ୱାମୀ ଓ ବାପା ଭାଇ କୁ ପଡିଥାଏ କାଳ ଜାଣି ରଖନ୍ତୁ ନଚେତ୍ ପରେ ପସ୍ତେଇବେ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।

ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ନାରୀ ମାନେ କେଉଁ ସମୟରେ ଓ କିପରି ଚୁଡି ପିନ୍ଧିବା ଉଚିତ ଏବଂ କିପରି ଅନୁଚିତ ।ସାଧାରଣ ଭାବରେ କହିବାକୁ ଗଲେ ନାରୀ ମାନ ଙ୍କର ଚୁଡି ପିନ୍ଧିବା ରେ ମଧ୍ୟ କେତେକ ନିୟମ ରହିଥାଏ ଆଉ ଯଦି ଆପଣ ଭୁଲ ଭବରେ ଚୁଡି ପିନ୍ଧୁଛନ୍ତି ତା ଏହା ଆପଣଙ୍କ ପରିବାର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ। ତେବେ ଆସନ୍ତୁ ଜାଣିବା ଚୁଡି ପିନ୍ଧିବାର କିଛି ସଠିକ ନିୟମ…

୧.ବିବାହିତ ନାରୀ ମାନେ କେବେହେଲେ ତମ୍ବା ବା ରୁପା ର ଚୁଡି ହାତରେ ପିନ୍ଧନ୍ତୁ ନାହିଁ ।କିନ୍ତୁ ଯଦି କୌଣସି ପୂଜା ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ତ ଆପଣ ରୁପା ର ଚୁଡି କୁ କେବେଳ ଗୋଟିଏ ହାତରେ ପିନ୍ଧନ୍ତୁ ।
୨.ନିଜର ଭଙ୍ଗା ଚୁଡି କୁ କେବେବି ଇଆଡେ ସିଆଡେ ପକାନ୍ତୁ ନାହିଁ ।ଭାଙ୍ଗିଯିବା ଚୁଡ଼ିକୁ ନିଜର ପଣତରେ ବାନ୍ଧି ତାକୁ ୩ଥର ଚୁମ୍ବନ କରି ଏହାକୁ ଜଳସ୍ରତ ରେ ଭସାଇ ଦେବା ଉଚିତ ।ଫଟା ଚୁଡି ହାତରେ ପିନ୍ଧନ୍ତୁ ନାହିଁ ଏହା ଅଶୁଭ ଅଟେ ।

୩.ମହିଳା ମାନେ ଚୁଡି ପିନ୍ଧିବା ସମୟରେ କେବେବି ଦୁଇଟି ହାତରେ ସମାନ ଭାବରେ ପିନ୍ଧନ୍ତୁ ନାହିଁ ।ବରଂ ଡାହାଣ ହାତରେ ୧-୨ ଟି ଅଧିକ ପିନ୍ଧନ୍ତୁ ଏବଂ ବାମ ହାତରେ ୧-୨ ଟି କମ ପିନ୍ଧିବା ଉଚିତ ।
୪.ଆମର ପୁରାଣ ରେ ଲେଖାହୋଇଛି ଯେ,ମଙ୍ଗଳବାର ଓ ଗୁରୁବାର ରେ ହାତରେ ଚୁଡି ପିନ୍ଧନ୍ତୁ ନାହିଁ କିମ୍ବା ହାତରୁ ଚୁଡି ସୀତାଳନ୍ତୁ ନାହିଁ ।ଏହା ଆପଣ ଙ୍କ ପରିବାର ପ୍ରତି ବହୁତ ଅଶୁଭ ଅଟେ ।
୫.ଘରର ଦୁଆର ବନ୍ଧରେ ବସି କେବେବି ଚୁଡି ପିନ୍ଧନ୍ତୁ ନାହିଁ ।ଏମିତି କରିବା ଦ୍ବାରା ଆପଣ ଙ୍କର ଘରେ ସଦା ସର୍ବଦା ଅର୍ଥନୈତିକ ଅଭାଵ ଦେଖା ଦେବ ଓ ଅଶାନ୍ତି ମଧ୍ୟ ଲାଗିରହିବ।

୬.କେବେବି ସୂର୍ଯ୍ୟାସ୍ତ ପରେ ଚୁଡି ପିନ୍ଧନ୍ତୁ ନାହିଁ ।ଏବଂ ପିନ୍ଧିବା ସମୟରେ ପୁରୁଣା ଚୁଡି କୁ ସବୁ ବାହାର କରି ମାଟିରେ ରଖନ୍ତୁ ନାହିଁ ।ଏହା ଆପଣଙ୍କ ଉପରେ ଘୋର ବିପଦ ଆସିଥାଏ ।
୭.ଚୁଡି ପୁନ୍ଧିବା ସମୟରେ କେବେବି ଦକ୍ଷିଣ କୁ ମୁହଁ କରି ପିନ୍ଧନ୍ତୁ ନାହିଁ ।ଏପରି କରିବା ଦ୍ବାରା ଘରେ ଦାରିଦ୍ର୍ୟତା ର ପ୍ରବେଶ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।