ଦେଖନ୍ତୁ LIVE ଭିଡ଼ିଓ । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି…କ’ଣ ସତରେ ବିଦ୍ୟାଶ୍ରୀ ହିଁ….

0

ଏହି କିଛି ଦିନ ତଳେ ସମାଜ ସେବୀ ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ଘଟଣା ସାରା ଓଡିଶା ରେ ଏକ ହଲ୍ ଚଲ୍ ମଚେଇ ଦେଇଥିଲା। ଏବେ ଏହି କିଛି ଦିନ ତଳେ ଆଦିତ୍ୟ ମୃତ୍ୟୁ କଥା ବହୁତ ଜୋରରେ ଶୁଣିବାକୁ ମିଳୁଥିଲା, ଏହି କିଛି ଦିନ ହେବ ସେହି କଥା ଥମି ଯାଇଥିଲା। ଓଡ଼ିଶା ବାସୀ ଙ୍କ ମୁହଁ ରେ ତ ସେଇ ଗୋଟିଏ କଥା ଥିଲା ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ଘଟଣା, ଏକ ଟ୍ରେନ୍ ଲାଇନ୍ ପାଖରୁ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ର ମୃତ ଦେହ ମିଳିଥିଲା,ଏହା ପରେ ଆରମ୍ଭ ହୋଇଥିଲା ତଦନ୍ତ, ପୋଲିସ୍ ଏହି କେସ୍ ର ତଦନ୍ତ କରି ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଦେଇ ଥିଲା, ହେଲେ ଏହି କଥା କୁ ଏତେ ସହଜ ରେ ଗ୍ରହଣ କରି ପାରୁନଥିଲେ ଆଦିତ୍ୟ ଙ୍କ ଫ୍ୟାମେଲି ଏବଂ ତାଙ୍କ ସାଙ୍ଗ ମାନେ।ସେମାନଙ୍କ କହିବା ଅନୁଯାୟୀ ଆଦିତ୍ୟ ଆତ୍ମହତ୍ୟା କରିବା ପରି ଲୋକ ନୁହଁନ୍ତି,ତାଙ୍କୁ ହତ୍ୟା କରାଯାଇ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦିଆଯାଇଛି,ଏହାର ଭଲ ଭାବେ ତଦନ୍ତ ହେଉ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀ ସାମ୍ନା କୁ ଆସୁ।

ପରେ ସେପରି ହୋଇଥିଲା, କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଥିଲା। ଅନେକ ଲୋକ ଆଦିତ୍ୟ ଙ୍କ ସ୍ତ୍ରୀ ଙ୍କୁ ଦୋଷୀ ବୋଲି କହୁଥିଲେ, ସେମାନେ କହୁଥିଲେ ବିଦ୍ୟାଶ୍ରୀ ତାଙ୍କ ର ହତ୍ୟା କରି ତାହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଦେଇଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ବିଦ୍ୟାଶ୍ରୀ ଙ୍କୁ ପ୍ରଥମେ ନେଇ ପଚରା ଉଚରା କରୁଥିଲା, ବିଦ୍ୟାଶ୍ରୀ ଙ୍କ କଥାରୁ ସତ୍ୟତା ଜାଣିବା ପାଇଁ ତାଙ୍କ ର ଲାଏଡିଟେକ୍ହନ୍ ଟେଷ୍ଟ ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ।

ତେବେ ସମସ୍ତେ ବିଦ୍ୟାସ୍ରି ଙ୍କୁ ଆସାମୀ ବୋଲି ଭାବି ଥିଲେ,ଏହା ପାଇଁ ତାଙ୍କୁ ବହୁତ ଅପମାନ , କଷ୍ଟ , ଯନ୍ତ୍ରଣା ଆଦି ସହିବାବକୁ ପଡି ଥିଲା।ତେବେ କିଛି ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲା କି ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାସ୍ରି ମାନସିକ ଚାପ ରେ ଆସି ପାଖ ପାଖି ୩୦ ଟି ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁ ଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହୋଇ ଯିବାରୁ ତାଙ୍କୁ କଟକ ଏସିବି ହସ୍ପିଟାଲ ରେ ଭର୍ତି କରିଥିଲେ। ତେବେ ସେ ଏବେ ଭଲ ଅଛନ୍ତି ,ତେବେ ସେ ବଟିକା ଖାଇବା ଆଗରୁ ଏକ ଭିଡିଓ ମାଧ୍ୟମ ରେ ସେ କିଛି ଜଣ ଙ୍କ ନାମ ନେଇଛନ୍ତି , ଯେଉଁ ମାନେ ତାଙ୍କୁ ବହୁତ ଅପମାନ କରି ଥିଲେ , ବହୁତ ଖରାପ କଥା କହୁ ଥିଲେ।

ତେବେ ବିଦ୍ୟାସ୍ରି ତାଙ୍କୁ ବହୁତ ବିଶ୍ୱାସ କରୁ ଥିଲେ କିନ୍ତୁ ସେମାନେ ଏହି ସବୁ କରି ବାରୁ ସେ ବହୁତ ଦୁଃଖିତ ହୋଇ ତାଙ୍କ ନାମ ନେଇଛନ୍ତି। ତେଣେ ତାଙ୍କ ଭିତରେ ଅନେକ ନାରୀ ମାନେ ରହିଛନ୍ତି।ତେବେ ଅନେକ ଜଣ ତାଙ୍କ ଶାଶୁ ଶଶୁର ଙ୍କୁ କହୁ ଥିଲେ କି ବିଦ୍ୟାସ୍ରି ଙ୍କୁ ଘରୁ ବାହାର କରି ଦିଅନ୍ତୁ। ତେବେ ସେ ଭିଡିଓ ରେ ରହି କହୁଛନ୍ତି କି ସେ ମରିବାକୁ ଯାଉଛନ୍ତି,ତେବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଚାଁହୁଚନ୍ତି । ତେବେ ପ୍ରତିଦିନ ତାଙ୍କୁ ନିନ୍ଦା ଅପମାନ କରୁଛନ୍ତି। ତେବେ ସେ ଭୁଲ ନ କରିବା ସତେ ତାଙ୍କୁ ଏଭଳି ଭାବେ ଦଣ୍ଡ ଦିଆ ଯାଉଛି। ତେବେ ଥାନା ରେ ମଧ୍ୟ ବହୁତ ଥର ସେ ଅଭିଯୋଗ କରିଛନ୍ତି,କିନ୍ତୁ ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ତେବେ ସେ ଭିଡିଓ ରେ ମାରିବାକୁ ଯାଉଛନ୍ତି ବୋଲି କହି ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।