ଦେଢ଼ ବର୍ଷର ଶିଶୁପୁତ୍ରର ମୁଣ୍ଡ ଅସ୍ଵାଭିକ ଭାବେ ବଢି ଚାଲୁଛି ଅର୍ଥାଭାବରୁ ଚିକିତ୍ସା ହେଇ ପାରୁନାହିଁ , ଦୟାକରି ବହୁତ ମାତ୍ରରେ ସେୟାର କରନ୍ତୁ

0

ଏହି ଦୁନିଆ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳି ଥାଏ ଯାହା ଆମେ କେବେ କଳନା ମଧ୍ୟ କରି ପରି ନ ଥିବା, ଆଉ ସେହି ଭଳି ଘଟଣା ବେଳେ ବେଳେ ଆମ ସହ ବି ଘଟି ଥାଏ,ଯାହା ଆମ ସହ ଏମିତି କିଛି ହେବ ବୋଲି ଆମେ ଚିନ୍ତା କରି ନ ଥିବା।ତେବେ ଏହି ସବୁ ପାଇଁ ଆମେ ଅନେକ ଅସୁବିଧା ରେ ସମୁଖୀନ ହେବାକୁ ପଡି ଥାଏ।ଅନେକ ପକାର କଷ୍ଟ ,ଆଉ ଯନ୍ତ୍ରଣା ମଧ୍ୟ ସହି ବାକୁ ପଡି ଥାଏ।ତେବେ ଏହି ସବୁ ଏତେ ହଠାତ ହୋଇ ଥାଏ କି ଏହା ପାଇଁ ଆମେ କୌଣସି ପ୍ରକାର ସତର୍କ ହୋଇ ପାରି ନ ଥାଏ,ଆଉ ଯାହା ଦ୍ୱାରା ଆମେ ପର ମୁହୂର୍ତ୍ତରେ ରେ ଅସୁଵିଧା ରେ ପଡି ଥାଉ। ତେବେ ଏମିତି ଘଟଣା ସମାଜ ରେ ଅନେକ ଦେଖିବାକୁ ମିଳୁଛି ଆଉ ଲୋକ ମାନେ ମଧ୍ୟ ଏହାର ସମାଧାନ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା , ଅନେକ ସମସ୍ୟା ର ସାମ୍ନା କରି ଥାନ୍ତି। ତେବେ କେତେବେଳେ କଣ ଘାଟଣା ଘଟେ ତା କେହି ଜାଣି ନ ଥାନ୍ତି।


ତେବେ ଆମ ସମାଜ ରେ ଅନେକ ଶିଶୁ ପ୍ରତିଦିନ ଜନ୍ମ ହେବାର ଆପଣ ମାନେ ଦେଖିବାକୁ ପାଉ ଥିବେ। ତେବେ ତାଙ୍କ ଭିତରୁ ଏମିତି କିଛି ପିଲା ଜନ୍ମ ହେଉ ଥିବେ,ଯାହା ଅତି ଆଶ୍ଚର୍ଯ୍ୟଜନକ ହୋଇଥାଏ ।ତେବେ ଆପଣ ମାନେ ଜାଣି ଥିବେ କି ଅନେକ ପିଲା ଙ୍କ ଭିତରେ ଏମିତି କିଛି ଛୁଆ ଜନ୍ମ ହୋଇ ଥାନ୍ତି । ଯେଉଁ ମାନେ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାନ୍ତି। ତେବେ ଏହି ପରି ଘଟଣା କମ ଦେଖିବାକୁ ମିଳେ। ତେବେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ,କିନ୍ତୁ ଏହା ବହୁତ ସମସ୍ୟା ଜନିତ ଘଟଣା ଅଟେ।ତେବେ ଆଉ ବେଳେ ପିଲା ଜନ୍ମ ହୋଇ ସରିଲା ପରେ , ପିଲା ର ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥାଏ , ଯାହା ପାଇଁ ପିଲା ଟି ଶରୀର ବିକଳାଙ୍ଗ ଭଳି ହୋଇ ଯାଏ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣି ଘଟଣା ଟି କଣ ।


ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ର ହାଟଡ଼ିବି ବ୍ଲକ ପଢିଆରି ପଲ୍ଲୀ ଗ୍ରାମ ଏମତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ତେବେ ସେହି ଗ୍ରାମ ରେ ବାସ କରୁ ଥିବା ରମାକାନ୍ତ୍ ପାତ୍ର । ତେବେ ତାଙ୍କର ଏକ ଦେଢ଼ ବର୍ଷ ର ଶିଶୁ ପୁତ୍ର ରହିଛି।ତେବେ ଏହି ଛୁଆ ଟି ଜନ୍ମ ସମୟ ରେ ସୁସ୍ଥ ଓ ସୁରକ୍ଷିତ ରହି ଥିଲା,କିନ୍ତୁ ବୟସ ବଢିବା ସହ ପିଲା ଟି ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥିଲା। ତେବେ ଯାହା ପାଇଁ ପିଲା ଟି ର ମୁଣ୍ଡ ଅସ୍ଵାଭାବିକ ଭାବେ ବଢ଼ି ଚାଲିଛି। ତେବେ ଯାହା ପାଇଁ ପିଲା ଟି ର ଗୋଡ଼ ଓ ହାତ ପତଳା ହୋଇ ଯାଇଛି।ତେବେ ଏହି ଲୋକ ଟି ଗରିବ ହୋଇ ଥିବାରୁ , ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପିଲା ଟି ର ଚିକିତ୍ସା କରି ପାରୁ ନାହାନ୍ତି। ତେବେ ସେମାନେ ସରକାର ଙ୍କୁ ବିନତି କରି ସେହି ଶିଶୁ ପୁତ୍ର କୁ ଚିକିତ୍ସା ପାଇଁ ସାହାଯ୍ୟ କରିବା ପାଇଁ କହୁଛନ୍ତି।


ତେବେ ଗରିବ ଲୋକ ହୋଇ ଥିବାରୁ ପିଲା ଟି ର କଷ୍ଟ ଦେଖିବାକୁ ବାଧ୍ୟ ହେଉଛନ୍ତି ଏହି ଗରିବ ଓ ଅସହାୟ ବାପା ମା ଦୁଇ ଜଣ। ତେବେ ଏହା ଦେଖି ଜୟ ଦୁର୍ଗା ଫଉଣ୍ଡେସନ ର ସଦସ୍ୟ ମାନେ ଆସି ଶୁଭମ କୁ ନେଇ ଡାକ୍ତର ଙ୍କ ପାଖକୁ ନେଇ ଥିଲେ ।ଆଉ ଡାକ୍ତର ଚିକିତ୍ସା ପରେ କହିଲେ କି ପିଲା ଟି ର ମୁଣ୍ଡ ରେ ଟ୍ୟୁମର ହୋଇଛି। ତେବେ ଏହାକୁ ଭଲ କରିବା ପାଇଁ ଅପରେସନ ର ଆବଶ୍ୟକ ରହିଛି। ତେବେ ଏହା ପରେ ସେହି ସଦସ୍ୟ ମାନେ ସେହି ପିଲା ଟି କୁ କଟକ ଶିଶୁ ଭବନ ରେ ଭର୍ତି କରି ଦେଇଛନ୍ତି। ତେବେ ଚିକିତ୍ସା ର ଖର୍ଚ୍ଚ ସେହି ଫଉଣ୍ଡେସନ ତରଫ ରୁ ନିଆ ଯିବ।ତେବେ ସ୍ଵଛା ସେବି ମାନଂକୁ ଅନୁରୋଧ କି ସେଠାରେ ଉପସ୍ଥିତ ରହି ସହଯୋଗ କରନ୍ତୁ।

RAMAKANTA PATRA
Account number :- 36709350580
SBI BANK
IFSC :- SBIN000129

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।