ଦେଖନ୍ତୁ ଭିଡ଼ିଓ । ଜଙ୍ଗଲ ଭିତରେ ରୋମାନ୍ସ କରିବା ପଡିଲା ମହଙ୍ଗା ଭିଡିଓ ଟି ସୋସିଆଲ ମିଡିଆରେ ଘୁରି ବୁଲୁଛି

0

ଆଜି ର ଏଇ ଦିନିଆ ରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା ବାର୍ତ୍ତା, ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ ମାତ୍ର କିଛି ଦିନ କିମ୍ବା କିଛି ବର୍ଷ ପାଇଁ। ପ୍ରେମ ର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲ ପାଇ ଯାଉଛନ୍ତି। ତେବେ ପ୍ରେମ ର ମାନେ କଣ ଏଇଆ କି, ସାମାନ୍ୟ କିଛି ଭୁଲ୍ ବୁଝାମଣା ପାଇଁ ନିଜ ପ୍ରେମ କୁ ଭୁଲି ଯାଇ ଆଉ କାହାକୁ ପ୍ରେମ କରିବା। ଏବେ ର ସମାଜ ରେ ଯୁବପିଢି ମାନେ ଏହା ହିଁ କରୁଛନ୍ତି। ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି।

ଆମେ ସବୁ ପିଲା ମାନଙ୍କୁ ସେହି ପରି ବୋଲି କହି ପାରିବାନି,ଏବେବି ଏପରି ପିଲା ମାନେ ଅଛନ୍ତି ଯିଏ କି ନିଜର ପରସ୍ପର ମଧ୍ୟରେ ଥିବା ପ୍ରେମ କୁ ଭଲ ଭାବରେ ବୁଝୁଛନ୍ତି, ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝୁଛନ୍ତି, ଏବଂ ପରସ୍ପରକୁ ବାହା ମଧ୍ୟ ହେଉଛନ୍ତି, ସେମାନେ ପ୍ରେମ ର ସଠିକ୍ ମାନେ ବୁଝି ପାରୁଛନ୍ତି। ପରସ୍ପର ର ସୁଖ ଦୁଃଖ ସବୁଥିରେ ଠିଆ ହେଉଛନ୍ତି,ହେଲେ ଆଜିର ଯୁବପିଢି ମମଜା ଏହି ପ୍ରେମ କୁ ମଜା ବୋଲି ଭାବୁଛନ୍ତି, ଆଉ ଏହି ପ୍ରେମ କୁ ଖେଳ ବୋଲି ଭାବିକି ଖେଳିବକୁ ଚେଷ୍ଟା କରନ୍ତି। ତେବେ ଆଉ କିଛି ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ଚେଷ୍ଟା କରି ଥାନ୍ତି ଆଉ ସରିଲା ପରେ ଛାଡିକି ପଳେଇ ଥାନ୍ତି।

ତେବେ ତା ସହ ଏମାନେ ଘର ପରିବାର ର କଥା ଭାବି ନ ଥାନ୍ତି,ପ୍ରେମ କରି ଧୋକା ଦେବା ଏକ ପ୍ରକାର ଟେଣ୍ଡ ହୋଇ ଯାଇଛି। ତେବେ ନିଜର ସ୍ୱାର୍ଥ ପାଇଁ ଏମାନେ ସବୁ କିଛି କରି ଯାନ୍ତି।ତେବେ ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ତେବେ ଏହି ଭିଡିଓ ବହୁଳମାତ୍ରା ରେ ଭାଇରଲ ହୋଇ ଥିଲା।ତେବେ ଦେଖିବାକୁ ମିଳି ଥିଲା କି,ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ଜଣା ପଡି ନାହିଁ। ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀ ଯୁଗଳ ଘଞ୍ଚ ଜଙ୍ଗଲ ମଧ୍ୟରେ ରାସଲୀଳା କରୁ ଥିଲେ,ଆଉ ସେମାନେ ପରସ୍ପର ପ୍ରେମାଲାପ ପାଇଁ ଏହିଭଳି ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ଏହି ସମୟରେ ସେମାନେ ଧରା ପଡି ଯାଇଥିଲେ।

ତେବେ ଏହା ପରେ ସେହି ଲୋକ ମାନେ ତାଙ୍କର ଅନ୍ତରଙ୍ଗ୍ ମୁହୂର୍ତ୍ତ ର କିଛି ଫୋଟ କୁ କେମେରା ରେ ରେକୋର୍ଦ୍ କରି ଥିଲେ,ଆଉ ତା ସହ ସେମାଙ୍କୁ କିଛି ପଚାର ଉଚାରା ମଧ୍ୟ କରିଥିଲେ,ଆଉ ତାଙ୍କୁ ବହୁତ କଥା କହି ଗାଳି ଦେଇ ବହୁତ ହଇରାଣ ମଧ୍ୟ କରିଥିଲେ।ତେବେ ଏହି ସବୁ ସହି ନ ପରି ଝିଅ ଟି ସେହି ଲୋକ ମାନଂକୁ ଭିଡିଓ ନ କରିବାକୁ ମୋନା କରୁ ଥିଲା,କିନ୍ତୁ ସେହି ଯୁବକ ମାନେ ଏହା କିଛି ଶୁଣି ନ ଥିଲେ,ଆଉ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରି ଥିଲେ। ତେବେ ନିଜର ଖୁସି ପାଇଁ ଆମେ ନିଜ ବିପଦ ନିଜେ ଟାଣି ଆଣୁଛେ। ତେବେ ଏହି ଭିଡିଓ ଏବେ ସାରା ସୋସିଆଲ ମିଡିଆ ବହୁତ ମତ୍ରା ରେ ଭାଇରଲ ହୋଇଛି, ଆଉ ଲୋକ ମାନେ ମଧ୍ୟ ବହୁତ ଏହି ଘଟଣା କୁ ନେଇ ବହୁତ ନିନ୍ଦା କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।