ଦେଖନ୍ତୁ ଭି଼ି଼ଡିଓ ! ଟ୍ରେନ ଭିତରେ ଗଡା ପଡା ହୋଇ କରୁଥିଲେ ରାସଲୀଳା , ତାପରେ କିନ୍ନର ମାନେ ଆସି ଏମିତି କିଛି କରିଦେଲେ ଭିଡିଓ ଦେଖିଲେ ଆପଣ ଙ୍କ ହୋସ ରହିବନି……

0

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ତେବେ ଏହି କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳ ଙ୍କ ରାହାସଲୀଳା ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣାଯାଇଛି ଯେ , ଗୋଟିଏ ଚଳନ୍ତା ଟ୍ରେନ ମଧ୍ୟରେ ଏକ ପ୍ରେମି ଯୁଗଳ ରାହାସଲୀଳା କରୁଥିଲେ । କିନ୍ତୁ ସେମାନେ ଭୁଲି ଯାଇଥିଲେ କି ସେମାନେ ଏକ ଚଳନ୍ତା ଟ୍ରେନ ଟି ଏକ ସର୍ବସାଧାରଣ ସ୍ଥାନରେ ଅଛି ବୋଲି ଆଉ ନିଜର ପ୍ରେମାନନ୍ଦ ରେ ଭରି ରହିଥିଲେ ଉଭୟ ଯୁବକ ଏବଂ ଯୁବତୀ ଦୁହେଁ । ତେବେ ତାଙ୍କର ଏହି କାରନାମା କୁ ଟ୍ରେନ ମଧ୍ୟରେ ଥିବା କିଛି କିନ୍ନର ଠାବ କରିଥିଲେ ଓ ସେମାନ ଙ୍କର ଭିଡ଼ିଓ ବନେଇଥିଲେ ଯାହା କି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।

ସେହି ଭାଇରଲ ଭିଡ଼ିଓ ତି କୁ ଦେଖିଲେ ଆପଣ ବର୍ତ୍ତମାନ ର ଏହି ପରି ଯୁବ ଯୁବତୀ ଙ୍କୁ ଘୃଣା କରିବାକୁ ଲାଗିବେ ।ତେବେ ଭିଡ଼ିଓ ରେ ସମ୍ପୂର୍ଣ୍ଣ ଭାବରେ ଜଣାଯାଉଛି ଯେ ଚଳନ୍ତା ଟ୍ରେନ ମଧ୍ୟରେ ଦୁଇ ଜଣ ଛାତ୍ରଛାତ୍ରୀ ବସିଥିଲେ ତେବେ ସେହି ବଗି ରେ ଅନ୍ୟ ଲୋକ ନଥିବାରୁ ସେମାନେ ତାଙ୍କର କାମନା ପୁରା କରିବାକୁ ଲାଗିଥିଲେ ।ତେବେ ସେହି ଝିଅ ଟି ପ୍ରଥମେ ପୁଅ ର ଗୋଡ଼ ଉପରେ ବସି ସେଲଫି ନେଲା ଆଉ ସେହି ସେଲଫି ରୁ ଆରମ୍ଭ ହେଲା ତାଙ୍କର କୌଳିସିତ କାର୍ଯ୍ୟକଳାପ୍ ।ତେବେ ଏହା ଦେଖି ସେହି କିନ୍ନର ମାନେ ସେହି ଯୁବ ଯୁବତୀ ଙ୍କ ପାଖକୁ ଆସି ତାଙ୍କର ଭିଡ଼ିଓ ବନେଇବା ରେ ଲାଗିଥିଲେ।

ତେବେ କିନ୍ନର ମାନେ ସେହି ଯୁବକ ଓ ଯୁବତୀ (ଆମେ ଆପଣ ଙ୍କୁ କହିରଖୁଛୁ ଯେ ଏଥିରେ ସମ୍ପୂକ୍ତ ଯୁବକ ଓ ଯୁବତୀ ଦୁହେଁ ଏକ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଥିଲେ ) ତାଙ୍କର ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟ କରିଥିବା ପାଇଁ ତାଙ୍କୁ ପାନେ ଦେବାକୁ ନିଶ୍ଚିତ କଲେ ।ଏବଂ ସେହି ଯୁବକ ଓ ଯୁବତୀ ଙ୍କୁ ସେମାନେ ବହୁତ ଅଶୀଳ ଭାଷା ରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିବା ର ମଧ୍ୟ ଜଣାଯାଇଛି। ତେବେ ଏହି ସମସ୍ତ ଘଟଣା କୁ ରେକର୍ଡ କରି କିନ୍ନର ମାନେ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।ତେବେ ସେମାନଙ୍କ ର କହିବା ଅନୁସାରେ ,ଏହି ପରି କାର୍ଯ୍ୟ ଅନ୍ୟ ଯୁବ ଯୁବତୀ ମାନେ ନକରନ୍ତୁ ତେଣୁ ସେମାନେ ଏହି ଭିଡ଼ିଓ ଟୀକୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।