ଦେଖନ୍ତୁ ଭିଡିଓ – କାଳୀ ପୂଜା ଦେଖିବାକୁ ଯାଇ ମହିଳା ଶରୀରର ଆବିର୍ଭାବ ହୋଇଗଲେ ସ୍ୱୟଂ ମାଆ କାଳୀ ଦେଖିଲେ ଆପଣ ଡରିଯିବେ

0

ସମାଜରେ ଏମିତି କିଛି ଅଲୌକିକ ଜିନିଷ ରହିଛି ଯାହା ଦେଖିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମନେ ହୋଇଥାଏ ଏବଂ ସମସ୍ତ ମଣିଷ ନିକଟରେ ଏହା ପ୍ରଦର୍ଶିତ ହୋଇନଥାଏ । ଅନେକ ସମୟରେ ଇଶ୍ୱରଙ୍କର ପୂଜା ବିଧିରେ କୌଣସି ଭୁଲ ତ୍ରୁଟି ହେଲେ ଇଶ୍ୱର କୌଣସି ସଙ୍କେତ ମାଧ୍ୟମରେ ଜଣାଇଥାନ୍ତି ଓ କୌଣସି ଲୋକମାନଙ୍କ ମଧ୍ୟରେ ପ୍ରବେଶ କରି ପୂଜା ବିଧିର ଭୁଲ ତ୍ରୁଟି ବିଷୟରେ ଜଣାଇଥାନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଏକ କାଳୀ ପୂଜା ମଣ୍ଡପରେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ମହିଳା ଜଣକ ଏକ କାଳୀ ପୂଜାରେ ମାଆଙ୍କୁ ଦର୍ଶନ କରିବାକୁ ଯାଇଥିଲେ ।

ସେଠାରେ ମା କାଳୀ ସ୍ୱୟଂ ଏହି ମହିଳା ଜଣକ ଶରୀରେ ଆବିର୍ଭାବ କରିଥିଲେ । ମାଆ କାଳୀ ମଣ୍ଡପରେ ବହୁତ ସଂଖ୍ୟକ ଲୋକମାନେ ସେଠାରେ ପହଞ୍ଚିଥିଲେ ଏବଂ ସେହି ମହିଳା ଜଣକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମାଆଙ୍କୁ ଦର୍ଶନ କରିବା ସମୟରେ ମହିଳା ଜଣକ ଧୀର ସ୍ଥିର ହୋଇ ଛିଡା ହୋଇଥିଲେ ହଠାତ୍ ମା କାଳୀ ରୂପ ଧାରଣ କରି ଗର୍ଜନ କରିବାକୁ ଲାଗିଲେ । ମଣ୍ଡପର ପରିସର ମଧ୍ୟରେ ମହିଳା ଜଣକ ମାଆ କାଳୀ ରୂପ ଅର୍ଥାତ୍ ମହଳା ଜଣକର ଚୁଟି ଛାଡି ଜିଭ ବାହାର କରି ମାଆଙ୍କ ପରି ଗର୍ଜନ କରି ମଣ୍ଡପରେ ମାଆଙ୍କ ନିକଟକୁ ନାଚି ନାଚି ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ମାଆଙ୍କ ମଣ୍ଡପରେ ଶଙ୍ଖ ଢାଲି ବଜାଇଛନ୍ତି ତା ସହିତ ମାଙ୍କୁ ସମସ୍ତ ଲୋକମାନେ ମୁଣ୍ଡିଆ ମାରିଛନ୍ତି । ସ୍ୱୟଂ ମା କାଳୀ ମହିଳାଙ୍କ ଶରୀରରେ ଆବିର୍ଭାବ କରିଛନ୍ତି ଏବଂ ମହିଳା ଜଣକ ମଣ୍ଡପରେ ଉପସ୍ଥିତ ଥିବା ମାଆ କାଳୀଙ୍କ ନିକଟକୁ ନାଚି ନାଚି ଯାଇଛନ୍ତି । ଠାକୁରଙ୍କର ଆବିର୍ଭାବ ସମସ୍ତଙ୍କ ମଣିଷ ମାନଙ୍କ ଠାରେ ଦେଖାଯାଇ ନଥାଏ । ସମସ୍ତ ଲୋକମାନଙ୍କ ମଧ୍ୟରୁ ଯେଉ ମାନଙ୍କ ଉପରେ ମାଆଙ୍କର ଆଶୀର୍ବାଦ ରହିଥାଏ ସେମାନଙ୍କ ଠାରେ ହିଁ ମାଆ ଆବିର୍ଭାବ କରିଥାନ୍ତି । ସେଠାରେ ହୋଇଥିବା ଦୋଷ ତ୍ରୁଟି ମଧ୍ୟ ଜଣାଇଥାନ୍ତି ।

ଅନେକ ଲୋକମାନେ କାଳୀ ପୂଜା ଦେଖିବାକୁ ଜାଇଥିଲେ ମଧ୍ୟ ସେହି ମହିଳାଙ୍କ ପାଖରେ ହିଁ ସ୍ୱୟଂ ମା କାଳୀ ବିଜେ କରିଛନ୍ତି । ଏହା ସମସ୍ତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଇଛି କିନ୍ତୁ ଏହା ସତ୍ୟ ଘଟଣା ଅଟେ ଯାହାର ଭିଡିଓ ଚାରିଆଡେ ଭାଇରାଲ ହୋଇଛି । ସେଠାରେ ଉପସ୍ଥିତ ଥିବା ବ୍ରାହ୍ଣଣ ଓ ପୂଜକ ମାନେ ଶଙ୍ଖ ,ଘଣ୍ଟି ଢାଲି ବଜାଇ ମାଆଙ୍କୁ ଶାନ୍ତ କରାଉଛନ୍ତି । ମହିଳା ଜଣକ ଠାରେ ହଠାତ୍ ମାଆଙ୍କର ଆବିର୍ଭାବ ଦେଖି ଛୋଟ ପିଲାମାନେ ମଧ୍ୟ ଡରିଯାଇଛନ୍ତି । ସମସ୍ତ ଲୋକମାନଙ୍କ ଶରୀରେ ମାଆ ଆବିର୍ଭାବ କରନ୍ତି ନାହିଁ ଓ ଏମିତି କିଛି ଧର୍ମୀୟ ଲୋକମାନେ ରହିଥାନ୍ତି ଯାହାର ଆଧାର ହୋଇ ମାଆ ତାଙ୍କ ଠାରେ ହିଁ ଆବିର୍ଭାବ ହୋଇଥାନ୍ତି ତା ସହିତ ସେଠାରେ ହୋଇଥିବା ତ୍ରୁଟି ବିଷୟରେ ଜଣାଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।