IAS ଇଣ୍ଟରଭିୟ୍ୟୁ ପ୍ରଶ୍ନ — ଝିଅମାନଙ୍କର କେଉଁ ଅଙ୍ଗ ରାତି ହେବା ମାତ୍ରକେ ବଡ଼ ହୋଇଯାଇଥାଏ ? ଉତ୍ତର ଆପଣ ଙ୍କ ପାଖରେ ଅଛି କି ?

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ମନୁଷ୍ୟର କେଉଁ ଅଙ୍ଗ ରାତି ହେବା ମାତ୍ରକେ ବଡ଼ ହୋଇଯାଇଥାଏ?
ଉତ୍ତର:- ଆଖି ପତା

୨) ଭାରତର ତାହା କେଉଁ ଗାଁ ଯେଉଁଠାରେ ସମସ୍ତଙ୍କ ଘରେ କବାଟ ନଥାଏ ?
ଉତ୍ତର:- ଶନି ସିଙ୍ଗା ପୁର

୩) ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟୋଦୟ କୋଉଁଠାରେ ହୋଇଥାଏ ?
ଉତ୍ତର:- ଅରୁଣାଚଳ ପ୍ରଦେଶ

୪)ଭାରତର କେତୋଟି ରାଦ୍ୟର ନାମରେ ପ୍ରଦେଶ ଶବ୍ଦ ଆସିଥାଏ ?
ଉତ୍ତର:-୫ ଟି ରାଜ୍ୟ

୫) ଶରୀର କେଉଁ ଅଂଗରେ ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ ?
ଉତ୍ତର:- ନାଭି

୬) ସାତ ଦ୍ୱିପର ନଗର କାହାକୁ କୁହାଯାଏ ?
ଉତ୍ତର :- ମୁମ୍ବାଇ

୭) ପଦ୍ମ ଧୁଜ କେଉଁ ରଥ ର ନାମ ?
ଉତ୍ତର:- ଦର୍ପଦଲନ

୮) ଚାଷ କାର୍ଯ୍ୟ ପାଇଁ ବାର୍ଷିକ ଚୁକ୍ତି ରେ ନିଯୁକ୍ତି ମୁଲିଆ କୁ କଣ କୁହା ଯାଏ ?
ଉତ୍ତର:- କୋଠିଆ

୯)ମହା ଭାରତ ରେ ଶ୍ରୀକୃଷ୍ଣ ରୁକ୍ମିଣୀ କୁ ହରଣ କରିଥିଲେ । ମାତ୍ର ରୁକ୍ମିଣୀ ଙ୍କୁ ବାହାଘର କାହା ସ୍ଥିର ହୋଇ ଥିଲା ?
ଉତ୍ତର:- ଶିଶୁ ପାଳ

୧୦)ମହା ପାତ୍ର ନୀଳ ମଣି ସାହୁ କେଉଁ ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ଥିଲେ ?
ଉତ୍ତର:- ଅଭିସପ୍ତ ଗନ୍ଧର୍ବ

୧୧)ନକୁଳ ଓ ସହେଦେବ୍ ଙ୍କ ଗର୍ଭ ରୁ କେଉଁ ଦେବତା ଙ୍କ ଔରସ ରୁ ଜନ୍ମ ନେଇ ଥିଲେ ?
ଉତ୍ତର:- ଅଶ୍ୱନି କୁମାର

୧୨) ସେକେଣ୍ଡ ପରା ଡ଼ାଈସ ର ଲେଖକ କିଏ ?
ଉତ୍ତର:- ନବୀନ ପଟ୍ଟନାୟକ

୧୩)ଉତ୍କଳ ଗୌରବ ମଧୁସୂଦନ ଦାସ କେଉଁ ମସିହର୍ ରେ ଜନ୍ମ ନେଇ ଥିଲେ ?
ଉତ୍ତର:- ୧୮୪୮

୧୪)ସ୍ୱାମୀ ଙ୍କର ମାତା ମହ ଆପଣ ଙ୍କର କଣ ହେବ ?
ଉତ୍ତର:- ଅଜସୁର

୧୫)ରଥ ଯାତ୍ରା ସମୟ ରେ ପ୍ରଭୁ ଜଗନ୍ନାଥ ମାଉସୀ ମା ମନ୍ଦିର ରୁ କେଉଁ ପିଠା ଖାଇ ଥାନ୍ତି ?
ଉତ୍ତର:- ପୋଡ଼ ପିଠା

୧୬)ଏମାନଙ୍କ ମଧ୍ୟ ରୁ କେଉଁ ଜିଲ୍ଲା ର ସୀମା କୁ ଛୁଁଇ ନାହିଁ ?
ଉତ୍ତର:- କଟକ

୧୭)କୁରଲ୍ ପଞ୍ଚମୀ କେଉଁ ଜାତିର ଲୋକ ମାନେ ପାଳନ କରନ୍ତି ?
ଉତ୍ତର:- କୁମ୍ଭାର୍

୧୮)ଦଶ ଭୁଜା କେଉଁ ଦେବି ଙ୍କର ଅନ୍ୟ ତମ ?
ଉତ୍ତର:- ଦୁର୍ଗା

୧୯) ନଇରୁତ କଣ ?
ଉତ୍ତର :- କୋଣ

୨୦) ପାର୍ବତୀ କାହାର କନ୍ୟା ବୋଲି ବର୍ଣିତ ?
ଉତ୍ତର:- ହିମାଳୟ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।