Dr. Vivek Jawali – ତୁଳସୀ ପତ୍ରର ପାଣି ପିଇବା ଦ୍ଵାରା ମୂଳରୁ ନିପାତ ହେଇଯାଇଥାଏ ଏହି ବଡ ବଡ ରୋଗ ,

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ ।ମାତ୍ର ଏହି ଜ୍ଞାନବିଜ୍ଞାନ ମଧ୍ୟ କେବେକେଵ ହାର ମାନିଥାନ୍ତି ଆମ ପ୍ରାକୃତିକ ସମ୍ପଦ ତଥା ଆୟୁର୍ବେଦ ସମ୍ନା ରେ । ତେବେ ଆମେ ଆଜି ଆପଣଙ୍କୁ ତୁଳସୀ ଗଛ ର ଉପକାରିତା ବିଷୟରେ ଜାଣେଇବୁ ।ତେବେ ଆମ୍ଭେ ଜାଣିଚୁ ଯେ ,ତୁଳସୀ ଗଛ ଟି ଅତ୍ୟନ୍ତ ଶୁଭ ତଥା ଔଷଧିୟ ଗୁଣବତ୍ତା ସମ୍ପୂର୍ଣ୍ଣ ହୋଇଥାଏ ।


ଆମ ପୁରାଣ ଅନୁସାରେ ଏହା ଭଗବାନ ଵିଷ୍ଣୁ ଙ୍କର ଅତି ପିୟ ହୋଇଥାଏ । ତେବେ ତୁଳସୀ ଗଛ ନିଜ ବାଡ଼ିରେ ଲଗେଇଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଲଗେଇବା ଦ୍ବାରା ଘରେ ଖରପ ନଜର ମଧ୍ୟ ପଡିନଥାଏ । ଆମେ ଏହା ମଧ୍ୟ ଜାଣିଚୁ ଯେ , ତୁଳସୀ ଗଛ ମୂଳରେ ସବୁଦିନ ଜଳ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଭରି ହୋଇଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ତୁଳସୀ ପତ୍ର ର ପାଣି ପିଇବା ଦ୍ୱାରା ଆମ ଶରୀର ରେ କେଉଁ କେଉଁ ରୋଗ ସବୁ ଭଲ ହୋଇଥାଏ ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ଯେ ,ଆମେ କିପରି ଭବରେ ତୁଳସୀ ପତ୍ର ର ପାଣି କୁ ପିଇବା ଦ୍ୱାରା ବହୁତ ରୋଗରୁ ମୁକ୍ତି ପାଇପାରିବା।ତେବେ ପ୍ରଥମେ ଏକ ବଡ଼ ଗ୍ଲାସ ର ପାଣି କୁ ଗରମ କରନ୍ତୁ ।ପରେ ଏଥିରେ ୧୫ ଟି ତୁଳସୀ ପତ୍ର ପକାଇ ପୁଣି ଥରେ ୨ ମିନିଟ ପାଇଁ ଏହାକୁ ଗରମ କରନ୍ତୁ। ପରେ ଏହାକୁ ଥଣ୍ଡା କରି ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ ।ଏହି ପାଣି କୁ ସେବନ କରିବା ଦ୍ବାରା ଆପଣଙ୍କ ନିମ୍ନ ଲିଖିତ ରୋଗ ଗୁଡିକ ଭଲ ହୋଇଥାଏ ।ଯଥା:-

୧.ଶ୍ୱାସ ସମ୍ବନ୍ଧିତ ରୋଗ
ପ୍ରତିଦିନ ତୁଳସୀ ପାଣି ସେବନ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାରର ଶ୍ୱାସ ସମ୍ବନ୍ଧିତ ରୋଗ ଭଲ ହୋଇଥାଏ। ଏପରି କି ଏହା ସେବନ କରିବା ଫଳରେ ଗଳା ର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୨.ଆଲର୍ଜି ଭଲ କରିଥାଏ
ବର୍ତ୍ତମାନ ଆଲର୍ଜି ହେବା ପ୍ରାୟ ସାଧାରଣ ହୋଇଗଲାଣି ।ତେବେ ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ଆପଣ ତୁଳସୀ ପାଣି କୁ ସେବନ କରିବା ଉଚିତ ।ତୁଳସୀ ରେ ଆଣ୍ଟି ଇନ୍ଫ୍ଲଏମେନ୍ତ୍ରୀ ତତ୍ୱ ରହିଥାଏ ଯାହାକି ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ I


୩.ଦୁଶ୍ଚିନ୍ତା
ସାଧାରଣତ୍ୱ ଦୁଶ୍ଚିନ୍ତା ଏକ ମାରାତ୍ମକ ରୋଗ ଅଟେ। ଏହା ମଣିଷ କୁ ପ୍ରତିମୁହୂର୍ତ୍ତ ରେ କଷ୍ଟ ଦେଇଥାଏ। ତେବେ ଏହି ତୁଳସୀ ପାଇଁ କୁ ସେବନ କରିବା ଦ୍ୱାରା ଏହା ଦୂର ହେବା ସହ ମନ ସ୍ଥିର ହୋଇଥାଏ ।


୪.ଓଜନ କମିଥାଏ
ତୁଳସୀ ପାଣି କୁ ସବୁଦିନ ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ଏହା ଆମ ଶରୀର ର ଓଜନ କୁ କମେଇଥାଏ ।


୫.ରକ୍ତ ରେ ଗ୍ଲୁକୋଜ ଓ ରକ୍ତ ଚାପ ନିୟନ୍ତ୍ରଣ ରେ ରଖିବା
ତୁଳସୀ ପାଣି ପିଇବା ଦ୍ୱାରା ଆମେ ଶରୀରରେ ରକ୍ତ ଚାପ ଓ ଗ୍ଲୁକୋଜ କୁ ଏହା କୁ ନିୟନ୍ତ୍ରଣ କରିଥାଏ ।ସୁଗାର ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।