LIve RECORDING – ଭାଇରାଲ ହେବାରେ ଲାଗିଛି ଏହି ଅଡିଓ କଲ୍ , ଆପଣମାନେ କାହାକୁ ଭଲ ପାଇଥିଲେ ନିଶ୍ଚୟ ଶୁଣନ୍ତୁ

0

ଆଜି ର ଏହି ଦୁନିଆରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା, ବାର୍ତ୍ତା,ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ କେବଳ କିଛି ଦିନ, କିଛି ମାସ ବା କିଛି ବର୍ଷ ପାଇଁ। ଏହା ପରେ ଦୁହିଁଙ୍କ ମଧ୍ୟରେ ଥିବା ସେମାନଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ପର୍କ ସେମାନଙ୍କୁ ଗୋଟେ ବୋଝ ପରି ଲାଗେ। ପ୍ରେମ ର କିଛି ଦିନ ପରେ ସେମାନେ ପରସ୍ପର ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ପରସ୍ପର ମଧ୍ୟରେ ଥିବା ସମ୍ପର୍କ କୁ ସେମାନେ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲପାଇ ଯାଉଛନ୍ତି। ତେବେ ପ୍ରେମ ର ମାନେ କଣ ଏଇଆ କି, ସାମାନ୍ୟ କିଛି ଭୁଲ୍ ବୁଝାମଣା ପାଇଁ ନିଜ ପ୍ରେମ କୁ ଭୁଲିଯାଇ ଆଉ କାହାକୁ ପ୍ରେମ କରିବା। ଏବେ ର ସମାଜ ରେ ତ ଯୁବପିଢି ମାନେ ଏଇଆ ହିଁ କରୁଛନ୍ତି। ପ୍ରେମ କରୁଛନ୍ତି ପ୍ରେମ ପୁରୁଣା ହୋଇଗଲା ପରେ, ସେମାନେ ତାକୁ ଛାଡି ଆଉ କାହାକୁ ପ୍ରେମ କରି ପୁଣି ତାହା ସହ ସେହି ପରି ସବୁ କାମ କରୁଛନ୍ତି।


ଆମେ ସବୁ ପିଲା ମାନଙ୍କୁ ସେହିପରି ବୋଲି କହି ପାରିବା ନାହିଁ। ଏବେବି ଅନେକ ପିଲା ଅଛନ୍ତି ଯେଉଁମାନେ କି ନିଜ ପ୍ରେମ କୁ ଭଲ ଭାବରେ ବୁଝୁଛନ୍ତି, ଏବଂ ନିଜର ପ୍ରେମ କୁ ସଫଳ ମଧ୍ୟ କରୁଛନ୍ତି। ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାର ସବୁକିଛି ବୋଲି ସେମାନେ ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛନ୍ତି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି।

ତେବେ ଅନେକ ପିଲା ଅଛନ୍ତି ଯେଉଁମାନେ କି ପ୍ରେମ କରନ୍ତି ଏବଂ ତାଙ୍କ ପ୍ରେମିକ କିମ୍ବା ପ୍ରେମିକା ତାଙ୍କୁ ପ୍ରେମରେ ଛାଡି ଦେଲେ ବା ଧୋକା ଦେଲେ ସେମାନେ ସେହି କଷ୍ଟ କୁ ସହି ପାରନ୍ତି ନାହିଁ। ସବୁବେଳେ କେବଳ ତାଙ୍କ ମନରେ ଗୋଟିଏ ହିଁ କଥା ରହୁଛି, ଯେତେବେଳେ ଯାହା କାମ କରିଲେ ବି ତାଙ୍କ ମନ ସବୁବେଳେ ସେଇଠି ହିଁ ମନ ଥାଏ। ସବୁବେଳେ ମନ ଦୁଃଖ ରେ ଥାଏ ସେହି ଗୋଟିଏ କଥା କୁ ଭାବି।


ଅନେକ ପିଲା ଅଛନ୍ତି ଯେଉଁମାନେ କି ଏହି ପରିସ୍ଥିତି ରୁ ବାହାରି ପାରନ୍ତି ନାହିଁ ଏକ ଡିପ୍ରେସନ କୁ ପଳେଇ ଯାଆନ୍ତି ଏବଂ ମୃତ୍ୟୁ କୁ ଆପଣେଇ ନିଅନ୍ତି। ତେବେ ଏହାର ର କଣ ପ୍ରକୃତ ସମାଧାନ ମୃତ୍ୟୁ କି? ତେବେ ଏହି ସବୁ କାମ ରୁ ମୁଭ୍ ଅନ୍ କରିବା ଏତେ ସହଜ ନୁହେଁ। ତେବେ ଏହି ସବୁ ଡିପେନ୍ଡ କରେ ଆପଣ ମାନଙ୍କ ଉପରେ ଆପଣ ମାନେ କିପରି ଭାବରେ ସେହି ସିଚ୍ୟୁଏସନ୍ କୁ ହେଣ୍ଡେଲ୍ କରିବେ। ଆପଣ କିପରି ଭାବରେ ନିଜର ପ୍ରେମ କୁ ଭଲ ପାଉଥିଲେ ଏବଂ କେତେ ଭଲ ପାଉଥିଲେ। ଆପଣ ମାନେ ଏହି ସବୁ କାମରୁ ମୁଭ୍ ଅନ୍ କରି ପାରିବେ,ଯଦି ଆପଣ ମାନେ ଏହି କାମରୁ ବାହାରି ନିଜକୁ ବେଶୀ ଗୁରୁତ୍ବ ଦେବେ ନିଜ ଫ୍ୟାମେଲି କୁ ବେଶୀ ଗୁରୁତ୍ବ ଦେବେ ତେବେ ଯାଇ ଆପଣ ମାନେ ଏହି ସବୁ ରୁ ମୁଭ୍ ଅନ୍ କରି ପାରିବେ। ସେହି ସିରିଏସ୍ ନେସ୍ ଟି ଆପଣ ମାନେ କେବେ ଆପଣ ମାନଙ୍କୁ ମନ କୁ ଆଣିବେ ତାହା ଆପଣଙ୍କ ଉପରେ ଡିପେଣ୍ଡ୍ କରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।