ଦେଖନ୍ତୁ ଭିଡିଓ – କ୍ଲାସ ରୁମରେ ନିଜ ପ୍ରେମିକାକୁ ମଙ୍ଗଳସୁତ୍ର ପିନ୍ଧେଇଦେଲା ପ୍ରେମିକ- ଭିଡିଓ ଭାଇରାଲ । ତା ପରେ ଶିକ୍ଷକ ଓ ଗାଁ ଲୋକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ ଯାହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ ।


ଉଲେଖଯୋଗ୍ୟ ଯେ, ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମହାରାଷ୍ଟ୍ର ର ଆସିଫାବାଦ ର ଏକ ବିଦ୍ୟାଳୟ ରେ ।ଏକ ବିଦ୍ୟାଳୟ ର ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀ ଙ୍କ ଗଳା ରେ ମଙ୍ଗଳସୁତ୍ର ବାନ୍ଧି ତାକୁ ବିବାହ କରିଛନ୍ତି ।ତେବେ ସମସ୍ତ ଛାତ୍ର ଛାତ୍ରୀ ଙ୍କର ସମ୍ମୁଖରେ ଏପରି କାର୍ଯ୍ୟ କରିବା ସମୟରେ ତାହାକୁ କେହି ଜଣେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।ଯେଉଁ ଭିଡ଼ିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରଲ ହେବରେ ଲାଗିଛି ।

ସୂଚନା ଅନୁସାରେ ,ସେହି ପ୍ରେମି ପାଗଳ ଦୁଇ ଜଣ ଯୁକ୍ତ ଦୁଇ ଶ୍ରେଣୀ ର ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ଅଟନ୍ତି ।ସେହି ଛାତ୍ର ଜଣଙ୍କ ହେଉଛନ୍ତି ଋଷି ଏବଂ ଛାତ୍ରୀ ଜଣଙ୍କ ର ନାମ ହେଉଛି ଲକ୍ଷ୍ମୀ ।ତାଙ୍କର ବନ୍ଧୁ ମାନଙ୍କ ର କହିବା ଅନୁସାରେ ସେମାନେ ପରସ୍ପର କୁ ବହୁତ ଆଗରୁ ପ୍ରେମ କରୁଥିଲେ ।ତେବେ ସେଦିନ ସମସ୍ତ ଙ୍କ ଆଗରେ ନିଜର ଶ୍ରେଣୀ କକ୍ଷ ମଧ୍ୟରେ ଋଷି ଲକ୍ଷ୍ମୀ ର ବେକରେ ମଙ୍ଗଳସୁତ୍ର ପିନ୍ଧେଇ ତାକୁ ବିବାହ କରିଛି ।ଏହା ବିଦ୍ୟାଳୟ ର ସାରା ହୋ ହାଲା ମୋଚେଇବା ପରେ ଏହା ବିଦ୍ୟାଳୟ ର ମୁଖ୍ୟ ଅଧ୍ୟକ୍ଷ ଙ୍କ କାନରେ ପଡିଥିଲା ।ତା ପରେ ଅଧ୍ୟକ୍ଷ ଜଣଙ୍କ ସେହି ଛାତ୍ର ଛାତ୍ରୀ ଙ୍କର ବାପା ମା ଙ୍କୁ ଜଣେଇ ଥିଲେ। ପରେ ଉଭୟ ଙ୍କୁ ଟିସି ଦେଇ ସେମାନ ଙ୍କୁ ବିଦ୍ୟାଳୟ ରୁ ବହିଷ୍କାର କରିଦେଇଥିଲେ ।

ତେବେ ଏ ନେଇ ଉଭୟ ଋଷି ଓ ଲକ୍ଷ୍ମୀ ଙ୍କର ଅଭିଭାବକ ବହୁତ ଲଜ୍ଜିତ ଅନୁଭବ କରିବା ସହ ବିଦ୍ୟାଳୟ ର ମୁଖ୍ୟ ଅଧ୍ୟକ୍ଷ ଙ୍କୁ କ୍ଷମା ପାର୍ଥନା କରିଥିଲେ ।ତେବେ ଅଧ୍ୟକ୍ଷ ମାନେ କହିଛନ୍ତି ଯେ ବିଦ୍ୟାଳୟ କୁ ପାଠ ପଢିବା କୁ ଆସି ଯଦି ଛାତ୍ର ଛାତ୍ରୀ ମାନେ ଏହି ପରି ସବୁ ଅଭବନୀୟ ତଥା ଲଜ୍ୟା ଜନକ ଘଟଣା କରିବେ ତ ଏହାର ପ୍ରଭାବ ଆମ ସମାଜ ଉପରେ କଣ ରହିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।