ଦେଖନ୍ତୁ ଭିଡିଓ – ମହିଳା ଜଣଙ୍କ ଏଭଳି ଜାଗାରେ ଲୁଚି ରଖିଥଲେ ଚୋରି ଜିନିଷ ଭିଡିଓ ଟି ଦେଖିଲେ ଲଜ୍ଜା ରେ ମୁଣ୍ଡ ତଳକୁ ହୋଇଯିବେ ..

0

ସମାଜରେ ବହୁତ ବୁଦ୍ଧିମାନ ହୋଇଥାନ୍ତିଚୋର ମାନେ ସେମାନେ ସେମାନଙ୍କର ବୁଦ୍ଧି ବଳରେ ହିଁ ସହଜରେ ଚୋରି କରିପାରନ୍ତି । ଆସନ୍ତୁ ଜାଣିବା ସେହି ଚୋର ମାନଙ୍କ ଚୋରୀ କାରନାନା ଯାହା ସେମାନେ ସହଜରେ ଚୋରୀ କରିପାରୁଛନ୍ତି ।

ନମ୍ୱର – 1 ଗୋଟିଏ ଦକାନକୁ 3 ଜଣ ମହିଳା ଆସିଛନ୍ତି ଓ ଦୋକାନୀଙ୍କୁ ଫୋନ କରିବା ପାଇ କହିଛନ୍ତି । ସେହି ସମୟରେ 2 ଜଣ ମହିଳା ଜିନିଷ ଦେଖିବାରେ ବ୍ୟସ୍ତ ଅଛନ୍ତୁ କିନ୍ତୁ ସେହି ସମୟରେ ଅନ୍ୟ ଜଣେ ମହିଳା ଟଙ୍କା ରଖାଯାଇଥିବା ବାକ୍ସରୁ ଟଙ୍କା ନେବାରେ ମଧ୍ୟ ସଫଳ ହୋଇଛନ୍ତି । ସମ୍ପୂର୍ଣ୍ଣ ପ୍ଲାନ କରି ଆସିଥିବାର ଜଣାଯାଇଛି ।


ନମ୍ୱର – 2 ଜଣେ ବ୍ୟକ୍ତି ସଉଦା ଦୋକାନରୁ ନିଜର ସୁଟରେ ବିଭିନ୍ନ ପ୍ରକାର ସଉଦା ଓ ମାଜା ବୋତଲ ପରି ଅନେକ ଜିନିଷ ଭର୍ତ୍ତି କରି ନେଇ ଆସୁଥିଲେ ଓ ଏହି ବ୍ୟକ୍ତି ଜଣକ ଧରା ପଡିଯାଇଥିଲେ ।

ନମ୍ୱର – 3 ଏଠାରେ ଜଣେ ଓକିଲୋ ଗୋଟିଏ ସଉଦା ଦୋକାନରେ 3 ଦିନ ଧରି ଚୋରି କରୁଥିବାର ଦୋକାନୀ ଜଣକ ପୋଲିସ ପାଖରେ କମ୍ପ୍ଲେନ କରିଛନ୍ତି ଏବଂ ତାଙ୍କ ପାଖରୁ ଚୋରୀ କରୁଥିବାର ଜିନିଷ ମଧ୍ୟ ଧରା ପଡିଛି ।

ନମ୍ୱର – 4 ପୁଅ ଝିଅ ଉଭୟଙ୍କୁ ଭଲପାଉଥିଲେ ଏବଂ ସେମାନେ ଲୁଚିଲୁଚି କିସ କରୁଥିବାର ଭିଡିଓ ଦେଖିବାକୁ ମିଳିଛି ।

ନମ୍ୱର – 5 ତିନି ଜଣ ମହିଳା ଦୋକାନରୁ କିପରି ଜିନିଷ ଗୁଡିକ ଚୋରୀକରି ନିଜର ପ୍ୟାଣ୍ଟ ଭିତରେ ଭର୍ତ୍ତି କରି ଚୋରୀ କରିବାରେ ସଫଳ ହୋଇଛନ୍ତି ।

ନମ୍ୱର – 6 ଝିଅ ମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଚୋରୀ କରୁଥିବାର ଦେଖାଯାଇଛି । ସେହିପରି ଜଣେ ମହିଳା ଏକ ବଡ ଜିନିଷକୁ କିପରି ନିଜ ଶାଢି ଭିତରେ ନେଇ ଚୋରୀ କରିବାରେ ସଫଳ ହୋଇଛନ୍ତି ।

ନମ୍ୱର – 7 ସେହିପରି ଗୋଟିଏ ଝିଅ କମ୍ପାନୀରେ କାମ କରୁଥିବା ସମୟରେ ସେଠାରୁ କିଛି ଟଙ୍କା ନେଇ ତାର ପ୍ୟାଣ୍ଟ ଭିତରେ ଲୁଚାଇ ରଖିଥିଲେ ଏବଂ ଧରାମଧ୍ୟ ପଡିଥିଲେ ।

ନମ୍ୱର – 8 ଗୋଟିଏ ଦେକାନରେ ମହିଳାମାନେ ଦୋକାନୀ ନଥିବା ସମୟରେ କିପରି ଦୋକାନରୁ ଜିନିଷ ଚୋରୀ କରି ନିଜର ଶାଢିରେ ପୂରେଇ ନେଇଯାଉଛନ୍ତି ।

ନମ୍ୱର – 9 ସେହିପରି ଅନ୍ୟ ଏକ ମହିଳା ଛୋଟ ପିଲା ମାନଙ୍କର ଡ୍ରେସ ଦୋକାନରୁ ନିଜ ପ୍ୟାଣ୍ଟ ଭିତରେ ପୂରାଇ ନେଇଯାଉଥିବା ସମୟରେ ଧରା ପଡିଲେ ।

ନମ୍ୱର -10 ଦୁଇ ଜଣ ମହିଳା ଗୋଟିଏ ମୋବାଇଲ ଦୋକାନକୁ ଆସିଥିଲେ ଏବଂ ସେଥିରୁ ଜଣେ ମହିଳା ଦୋକାନୀଙ୍କୁ କଥାରେ ବ୍ୟସ୍ତ କରିବା ସମୟରେ ଅନ୍ୟ ଜଣେ ମହିଳା ମୋବାଇଲ ଚୋରୀ କରିବାରେ ସଫଳ ହୋଇଛନ୍ତି ।

ନମ୍ୱର – 11 ସେହିପରି ଜଣେ ବୃଦ୍ଧ ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ଜଣେ ଯୁବକ ତାଙ୍କୁ ଠିକଣା ପଚାରୁ ଥିବା ସମୟରେ ମହିଳା ଜଣକ ଅନ୍ୟମନସ୍କ ହେବାରୁ ସେହି ସମୟରେ ତାଙ୍କ ବେକରୁ ଚେନଟିଏ ଚୋରୀକରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।