ଜୀବନରେ ସମସ୍ୟା ଥିଲେ କାଗଜରେ ଏହା ଲେଖ୍ ଜଳାଇ ଦିଅନ୍ତୁ ଯାହାବି ଇଛା ଥିବ ସବୁ 2ଘଣ୍ଚାରେ ହେବ ପୂର୍ଣ୍ଣ

0

ବନ୍ଧୁ ଗଣ ଆଜି ଆମେ କିଛି ଏମିତି ଉପାୟ ବିଷୟରେ କଥାହେବା ଯାହା କି ଆପଣ ବହୁଦିନରୁ ଭଗୁଥିବ ଅସୁବିଧା କିମ୍ବା ମାନସିକ ଯନ୍ତ୍ରଣା କୁ ଦୂର କରି ଦେବ । ଆଜିର ଦୁନିଆରେ ଆମେ ସମସ୍ତେ କିଛି ନା କିଛି ସମସ୍ୟା ର ସମୁଖିନ ହେଇଥାଉ ଏମିତି କେହି କେହି ଅଛନ୍ତି ତାଙ୍କ ସମସ୍ୟା କୁ ଦୂର କରିନପାରି ମାନସିକ ସ୍ତରରେ ଦୁର୍ବଳ ହୋଇ ଯାନ୍ତି ଓ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ । ମଣିଷ ସମାଜରେ ଆମ କୁ ବଞ୍ଚିବାକୁ ହେଲେ ସବୁ ପରିସ୍ଥିତି ର ସାମ୍ନା କରି ଜୀବନକୁ ଆଗେଇ ନେବା ପାଇଁ ପଡିବ ହେଲେ ଆମେ ଯଦି ସେତିକି କରିନ ପାରିଲେ ତା ହେଲେ ଆମେ ଯମ କୁ ପ୍ରିୟ ହେଇ ଯିବା ।

ଆପଣମାନେ ଜାଣିଥିବେ ସମାଜରେ କିଛି ନୂଆ କରିବା ପାଇଁ ହେଲେ କିଛି ଅସୁବିଧା ଭୋଗ କରିବାକୁ ପଡିବ ଯୋଦି ଆମେ ସେତିକି କରି ଦେଲେ ତାହେଲେ ଆମେ ସମାଜରେ ପ୍ରତିଷ୍ଠିତ ହେଇ ପାରିବା କିନ୍ତୁ ବେଳେ ବେଳେ ଏମିତି ସମସ୍ୟା ର ସମ୍ମୁଖୀନ ହେଇ ଥାଉ ଯାହାର ସମାଧାନ ଆମେ ଖଜିଖଜି ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥାଉ ।

ଆମେ ଆଜି ଏମିତି କିଛି ଉପାୟ କହିବୁ ଯାହା ଆପଣଙ୍କୁ ସବୁ ସମସ୍ୟରୁ ରକ୍ଷା କରିବ ଓ ସୁରକ୍ଷା କବଚ ଭଳି କାମ କରିବ । ଅମୋ ହିନ୍ଦୁ ଧର୍ମର କେତେ ଗୁଡ଼ିଏ ନିୟମ ରହିଛି ଯାହା ଆମେ ସବୁ ବେଳେ ମାନିବା ଉଚିତ୍ କିନ୍ତୁ କେତେବେଳେ ଆମେ ତାକୁ ନମାନି ଆମେ କିଛି କାମ କରିଦେଇ ଥାଉ ଯଦି ଆପଣ ଏମିତି କିଛି କରୁଛନ୍ତି ତା ହେଲେ କେବେବି ଏମିତି ଭୁଲ କାମ କରନ୍ତୁ ନାହିଁ ।


ଏମିତି ଏକ ଉପାୟ ବିଷୟରେ ଆମେ କଥା ହେବା ଯାହା ଆପଣ ମାନେ ସହଜରେ କରି ପାରିବେ ଓ ନିଜେ ନିଜ ସମସ୍ୟା କୁ ଦୂର କରି ନିଜ ମନସ୍କାମନା କୁ ନିଜେ ପୁରଣ କରି ପାରିବେ । ଉପାୟ ବିଷୟରେ ଆଗୋ ଭଲ ଭାବରେ ବୁଝିନ୍ତୁ ପଢନ୍ତୁ ତା ପରେ ଉପାୟ ଟିକୁ ଭକ୍ତି ସହକାରେ କରୁନ୍ତୁ ଦେଖିବେ ଆପଣଙ୍କୁ ସବୁ ସମସ୍ୟାର ସମାଧାନ ମିଳିଯିବ। ଦର୍ଶକ ବନ୍ଧୁ ଯଦି ପଣଙ୍କର କିଛି ସମସ୍ୟା ରହିଛି କିମ୍ବା ମନସ୍କାମନା ରହିଛି ତାକୁ ଗୋଟିଏ ସୋଫା ଧଳା କାଗଜରେ ଲେଖି ଦିଅନ୍ତି ।

ତା ପରେ କିଛି ଗୁଗୁଳ ଆଉ କିଛି ଝୁଣା କୁ ଏକ ଝୁଣା ଦାନି ରେ ଜଳାନ୍ତୁ ଦେଖିବେ ଏହା ଠିକ୍ ଝୁଣା ଦୀପ ଭଳି ଜଳିବ ସେଥିରେ ଆପଣ ଯଉଁ କାଗଜରେ ନିଜର ମନସ୍କାମନା ବା ସମସ୍ୟା କଣ ରହିଛି ଲେଖିଥିଲେ ତାହାକୁ ଜଳେଇ ଦିଅନ୍ତୁ ଆଉ ତା ପରେ ଆଖି ବନ୍ଦକରି ହତି ଯୋଡ଼ି ଅପଙ୍କୋ ଇଚ୍ଛାକୁ ମନୋ ଭିତରେ ଦାହରନ୍ତୁ ଏହିଭଳି ୧୫ମିନିଟ୍ କରନ୍ତୁ । ଏହି ଭଳି କରିବା ପୂର୍ବରୁ ଧ୍ୟାନ ରଖିଥିବେ ଏହା ଲକ୍ଷ୍ମୀ ନାରାୟଣ ଙ୍କ ଫଟୋ ଆଗୋରେ ଯେମିତି କରନ୍ତି । ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ କଲେ ଏହା ଅଧିକ ଫୋଳ ପ୍ରଦ ହେଇଥାଏ ।
ଏହିଭଳି ଉପୟାକୁ ଅନୁସରଣ କଲେ ଦେଖି ବେ ଆପଣଙ୍କ ଜୀବନ ରେ ସମସ୍ୟା ଦୂର ହୋଇଯିବ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।