Dr. Basudev Pradhan – ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ ଗୋଟିଏ ଦିନରେ ଭଲ ହେବ 100% ଗ୍ୟାରେଣ୍ଟି

0

ଚକଚାକ୍ୟ ଜୀବନରେ ଆମେ ସବୁ ବେଳେ ନିଜକୁ ସଫା ସୁତାର ରଖିବା ପାଇଁ ଚାହିଁ ଥାଉ କିନ୍ତୁ ବେଳେ ବେଳେ ଏମିତି କିଛି ଅସୁବିଧା ହୁଏ ଯାହା ପାଇଁ ଆମେ ନିଜ କୁ ନିଚ ଭାବିଥାଉ । ପ୍ରତ୍ୟେକ ପୁରୁଷ ଓ ମହିଳା ମାନଙ୍କ କ୍ଷେତ୍ର ରେ ବ୍ରଣ ସମସ୍ୟା ଦେଖା ଯାଏ । ଆପଣ ମାନେ ଜାଣିଛନ୍ତି ଏହା ତୈଳ ଗ୍ରନ୍ଥି ସେନସେଟିଭ୍ କାରଣ ରୁ ନିର୍ଦ୍ଦିଷ୍ଟ ବାୟସ ପର୍ଯ୍ୟନ୍ତ ବ୍ରଣ ସମସ୍ୟା ଦେଖା ଯାଏ। ସାଧାରଣତଃ ୧୨ ବର୍ଷ ବୟସରୁ ୨୪ବର୍ଷ ବୟସ ପର୍ଯ୍ୟନ୍ତ ଏହା ଦେଖା ଯାଏ ଏହି ସମୟରେ ସେବସିସ୍ ଅଧିକ ଆକ୍ଟିଭ ଥାଏ ତେଣୁ ବ୍ରଣ ସମସ୍ୟା ଦେଖା ଯାଏ ।


ଅମୋ ଶରୀର ର ଆବଶ୍ୟକତା ଠାରୁ ସ୍ନେହସାର ଅଧିକ ହେଲେ ଏହିଭଳି ଅସୁବିଧା ଦେଖା ଦିଏ । ଏଥିପାଇଁ ଆମ କୁ ଖାଦ୍ୟକୁ ଯୋଗୀ ଖାଇବା ପାଇଁ ପଡିବ । ଯଦି ଆମେ ଘିଅ କିମ୍ବା କ୍ଷୀର ଖାଉଛେ ତାକୁ ମାତ୍ରା କୋମ୍ କରିବ ପାଇଁ ପଡିବ। ଆମେ ବେଳେ ବେଳେ ମୁହଁରେ ବାହାରୁଥିବା ବ୍ରଣ କୁ ନେଇ ଅଧିକ ଚିନ୍ତିତ ହୋଇଥାଇ କିନ୍ତୁ ତା କୁ ରକିବା ପାଇଁ ବହୁତ୍ ପ୍ୟକ୍ ଲଗାଇ ଥାଉ ଅଥଚ ପାଣି ପିଇବା କିମ୍ବା ଖାଦ୍ୟ ପ୍ରତି ଧ୍ୟାନ ଦେଇ ନୋଥାଉ । ପାଣି ଅଧିକ ପିଇବା ଦ୍ବାରା ଆମ ଶରୀରର ସ୍ନେହସାର ସନ୍ତୁଳନ ହେଇଥାଏ ଆଉ ବ୍ରଣ ସମସ୍ୟା ଦେଖା ଯାଏ ନାହିଁ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଘୋରେ଼ଇ ଉପଚାର ମଧ୍ୟ ରହିଛି ଗାଧେଇବା ବେଳେ ପାଣିରେ ହଳଦୀ ଓ ନିମ୍ବା ପତ୍ର ପକାଇ ଲେ ସିତ ଦିନରେ ସ୍କିନ୍ ବହୁତ୍ ଭଲ ରହେ । ସେହି ପରି ଯଦି ଆପଣ ଖର ଦିନେ କମଳା ରସ କିମ୍ବା ଲେମ୍ବୁ ରସ ପକେଇ ଗାଧେଇବା ଦ୍ବାରା ଚର୍ମ ଠିକ୍ ରହେ । ଆମେ ପାରିବାରିକ ଜୀବନରେ କିଛି କାମ ପାଇଁ ବାହାରକୁ ଯାଉଛେ ହେଲେ ମୁହଁରେ ବ୍ରଣ ସମସ୍ୟା ରହିଛି ତା ହେଲେ ମୁହଁକୁ ଭଲ ଭାବରେ ଘୋଡାଇ ଚୋଷୋମ ପିନ୍ଧି ବା ଜରୁରୀ ଏଭଳି କଲେ ସ୍କିନ ଭଲ ରହେ ।

ଯେତେ ବେଳେ ବାହାରୁ ଆସୁଛନ୍ତି ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ । ତା ପରେ ଗୋଲାପ ପାଣି ଲେମ୍ବୁ ସହ ଭଲ ମହୁକୁ ମିଶାଇ ତାକୁ ବ୍ରଣ ବାହାରିଥିବା ଜାଗାରେ ଲଗାନ୍ତୁ ଦେଖିବେ କିଛି ଦିନ ଏପରି କଲେ ବ୍ରଣ ଭଲ ହେଇଯିବ । କୌଣସି କାରଣରୁ ଶୋଇବା ଠିକ୍ ସମୟରେ ହଉନି ତା ହେଲେ ଶୋଇବା ସମୟକୁ ପରିବର୍ତ୍ତନ କରନ୍ତୁ । ଶୋଇବା ଏକ ମୁଖ୍ୟ କାରଣ ବ୍ରଣ ବାହାରିବାର । ରାତ୍ରି ରେ ଅଳ୍ପ ଖାଇବା ଉଚିତ୍ ଯାଉଁଥି ପାଇଁ ନିଦ ଠିକ୍ ହେବ । ଆମେ ଜନିଛେ ଜିନ୍ ର କାରଣ ରୁ ମଧ୍ୟ ବ୍ରଣ ବାହାରିଥାଏ ଯଦି ଆପଣଙ୍କ ବାପା କିମ୍ବା ମା ଙ୍କ କ୍ଷେତ୍ର ରେ ଏମିତି ଥିଲେ ଆପଣଙ୍କର ମଧ୍ୟ ଏହିଭଳି ଦେଖା ଦେବ ସେଥିପାଇଁ ଆପଣ ଭଲ ଭାବରେ ଏହି ପଦ୍ଧତି ଗୁଡ଼ିକୁ ଅନୁସରଣ କଲେ ବ୍ରଣ ନିଶ୍ଚିତ ଭଲ ହେଇ ଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।