ବୈଜ୍ଞୋନିକ ମାନଙ୍କ ପରୀକ୍ଷାରୁ ଜଣାପଡିଲା ପ୍ରତିଦିନ ଏହି ଗୋମୂତ୍ର ସେବନ କରିବା ଦ୍ବାରା ଭଲ ହୋଇଥାଏ ଏହି ବଡ ବଡ ରୋଗ ଡାକ୍ତରମାନେ ବି ଫେଲ ମାରିଲେ

0

ମଣିଷ ର ଶରୀର ରହିଛି ମାନେ ରୋଗ ମଧ୍ୟ ରହିଛି,ତେବେ ମଣିଷ ମାନଂକୁ ଅନେକ ପ୍ରକାର ରୋଗ ହୋଇ ଥାଏ ଆଉ ଏହି ରୋଗ ଗୁଡିକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ର ଆବଶ୍ୟକ ହୋଇ ଥାଏ। ତେବେ ଆମେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଥାଉ, ଏହି ଖାଦ୍ୟ ଆମ ଶରୀର କୁ ଶକ୍ତି ଦେଇ ଥାଏ ଆଉ ଏହା ଆମ କୁ ରୋଗ ମୁକ୍ତ କରାଇ ଥାଏ। ତେଣୁ ଆମେ ପ୍ରତିଦିନ ଆମ ଖାଦ୍ୟ ରେ କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ମିଶାଇ ଖାଇବା ଉଚିତ। ତେବେ ମଣିଷ ମାନଂକୁ ଅନେକ ପ୍ରକାର ରୋଗ ଦେଖା ଦେଇ ଥାଏ ଯଥା ଥଣ୍ଡା , ଜର , କାଶ , ବାନ୍ତି , ଆଦି ରୋଗ ହେଇ ଥାଏ। ତେବେ ଏମିତି କିଛି ରୋଗ ରହିଛି ଯାହାର୍ ଚିକିତ୍ସା ଆଜି ଯାଏ ବାହାରି ନାହିଁ, ଆଉ ଏହି ରୋଗ ଗୁଡିକ ପାଇଁ ଅନେକ ଲୋକ ମୁର୍ତ୍ୟୁ ବରଣ କରନ୍ତି।


ତେବେ ଏହି ରୋଗ ଗୁଡିକ ରେ ଆଜି ଯାଏ କୌଣସି ଔଷଧ ବାହାରି ନାହିଁ । ତେବେ ଏହି ରୋଗ କୁ ଭଲ କରା ଯାଇ ପାରୁ ନାହିଁ । ତେବେ ଏହା ଉପରେ ଅନେକ ବୈଜ୍ଞାନିକ ମାନେ କାମ କରୁଛନ୍ତି ସତ , ହେଲେ ଏହାର କୌଣସି ଉପଚାର୍ ବାହାରି ପାରୁ ନାହିଁ। ତେବେ ଏହି ସେହି ରୋଗ ହେଉଛି କର୍କଟ ରୋଗ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି , କାରଣ କର୍କଟ ରୋଗରୁ ମୁକ୍ତି ପାଇବା ପାଇଁ ଔଷଧ ତିଆରି କରାଯାଇଛି, ଯାହା ବହୁତ ମହଙ୍ଗା , ସାଧାରଣ ଲୋକ ସେହି ଔଷଧ କିଣନ୍ତି ନାହିଁ , ଅନେକ ସାଧାରଣ ଲୋକ ଔଷଧ ନ ନେଇ ମୃତ୍ୟୁ ବରଣ କରନ୍ତି। ତେବେ ଏହି ରୋଗ ଦିନ କୁ ଦିନ ଅଧିକ ବଢ଼ି ବାରେ ଲାଗିଛି।


ଆପଣ ମାନେ ଜାଣି ଥିବେ କି ଗାଈ ର ମୁତ୍ର କୁ ସବୁ ପୂଜା ରେ ବ୍ୟବହାର କରା ଯାଏ, ଏହା କେନ୍ସର ରୋଗ ପାଇ ବହୁତ ଉପଯୋଗୀ। ଗାଈ ର ମୁତ୍ର ରେ ଅନେକ ରୋଗ ପାଇଁ ଲଢ଼ିବା ର ଶକ୍ତି ରହିଛି,ଏହା ଅନେକ ରୋଗ କୁ ଭଲ କରିଦେଇ ଥାଏ ।ଏହା କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀ ଔଷଧୀ ଭଳି କାମ କରିଥାଏ, କ୍ୟାନସର ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ତେବେ କୁହନ୍ତି କି ଗୋମୂତ୍ର ସେବନ କଲେ କ୍ୟାନସରର ପ୍ରଭାବ କମ ହେବାରେ ଲାଗିଥାଏ ଏବଂ ଧୀରେ ଧୀରେ ରୋଗ ନଷ୍ଟ ହୋଇଯାଇଥାଏ ଏଥିରେ ଔଷଧର ପ୍ରଭାବ ବଢ଼ିଥାଏ , ଆଉ କ୍ୟାନସର ଭଲି ରୋଗ ସହ ଲଢ଼ିବାର ଶାରୀରିକ କ୍ଷମତା ବଢ଼ିଥାଏ, ଆଉ ତା ସହ କ୍ୟାନସରକୁ ରୋକୁଥିବା ପ୍ରାକୃତିକ ଏଜେଣ୍ଟ ଟ୍ୟାକ୍ସଲକୁ କ୍ରିୟାଶୀଳ କରିବାରେ ସହାୟକ ହୋଇଥାଏ।

ତେବେ ବୈଜ୍ଞାନିକ ମାନେ ଅନୁସନ୍ଧାନ କରି କହିଛନ୍ତି କି ଗୋମୂତ୍ରକୁ କ୍ୟାନସର ପାଇଁ ସବୁଠାରୁ ଉତ୍ତମ ଔଷଧ ଭାବେ କାର୍ଯ୍ୟ କରି ଥାଏ , ଖାଲି ସେତିକି ନୁହଁ ଗୋମୂତ୍ର ସ୍ତନ କ୍ୟାନସର ସଂକ୍ରମଣକୁ ରୋକୁଥିବା ପ୍ରତିରୋଧକ ମୋଲେକ୍ୟୁଲର କ୍ରିୟାଶୀଳତାକୁ ତୀବ୍ର କରିଥାଏ,ଆଉ ପ୍ରତିଦିନ ଖାଲି ପେଟ ରେ ଗୋମୁତ୍ର ପିଇଲେ ଏହା କ୍ୟାନସର ସହ ଲଢ଼ି ଥାଏ ,ଆଉ ଏହା ଆମ ଶରୀର କୁ ସୁସ୍ଥ ରଖି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।