Intresting GK Question – ଏମିତି କେଉଁ ଜିନିଷ ଅଛି, ଯେଉଁଥିରେ ଫୁଲ, ଫଳ, ମିଠା ତିନୋଟି ଯାକ ନାମ ଆସେ । ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ??

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ, କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା ଯାହା ଆମର ଜାଣିବା ଦରକାର, ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି।


ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି,ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ,ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ,ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।


୧) ଏମିତି ଗୋଟିଏ ଖାଇବା ଅଛି , ଯେଉଁଥିରେ ଫୁଲ, ଫଳ, ମିଠା ତିନୋଟି ଯାକ ଅଛି ?
ଉତ୍ତର – ଗୋଲାପଜାମୁ

୨) ଆପଣଙ୍କ ଶରୀରରୁ ବାହାରୁ ଥିବା କେଉଁ ଜିନିଷ ଯାହା ଆପଣଙ୍କୁ ଛାଡି ଆଉ ସମସ୍ତଙ୍କୁ ହଇରାଣ କରେ ?
ଉତ୍ତର :– ଘୁଙ୍ଗୁଡ଼ି

୩) ସେଇଟା କଣ ଯାହାର କାନ ଧରିଲେ ପାଣି ବାହାରେ କିଛି ନେଇ ନଥାଏ ?
ଉତ୍ତର – ନଳକୂପ

୪) ସେଟା କଣ ଯାହା ଆମ ପାଖରେ ଅଛି , ହେଲେ ଆମେ ତାକୁ ଦେଖିପାରନ୍ତି ନାହିଁ ?
ଉତ୍ତର – ପ୍ରତିଛବି

୫) ପାଞ୍ଚ ଶବ୍ଦରେ ମୋର ନାମ , ଓଲଟା ସିଧା ସବୁ ସମାନ?
ଉତ୍ତର – ନବଜୀବନ

୬) କାହା ସହିତ ଝଗଡା କରେ ନାହିଁ ତଥାପି ସମସ୍ତେ ତାକୁ ମାରି ଥାନ୍ତି ସେ କିଏ ?
ଉତ୍ତର:-ଢୋଲ

୭) ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ସୁଖେ ନାହିଁ ?
ଉତ୍ତର:- ଝାଳ

୮) ଭାରତ ର ପ୍ରଥମ ନୋବେଲ ପୁରସ୍କାର ବିଜେତା କିଏ ?
ଉତ୍ତର:- ରବୀନ୍ଦ୍ରନାଥ ଟାଗୋର

୯)ଭାରତ ର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?
ଉତ୍ତର:- ଡ. ଜାକିର ହୁସେନ୍

୧୦) ଦିଲ୍ଲୀ ରେ ଲାଲ କିଲା ର ନିର୍ମାତା କିଏ ?
ଉତ୍ତର:- ଶାହାଜାହାନ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।