ପୁଣି ଥରେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ର ଟିକ୍ ଟକ୍ ଭିଡିଓ। ପୁଣି ଥରେ ଚର୍ଚ୍ଚା କୁ ଆସିଲେ ରାନୀ ପଣ୍ଡା

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଯାତ୍ରା ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ , ଯାତ୍ରା , ନାଚ , ଗୀତ ଆଦି ଦେଖି ନିଜର ମନରଞ୍ଜନ୍ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ଅନେକ ଲୋକ ଯାତ୍ରା କୁ ମଧ୍ୟ ପସନ୍ଦ କରନ୍ତି ,ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ , ଯାତ୍ରା ଆଦି ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ପ୍ରତେକ ଲୋକ ର ଜୀବନ କେତେ କଷ୍ଟ ହୋଇ ଥାଏ,ଦି ମୁଠା ଖାଇ ଭଲ ରେ ରହିବା ପାଇଁ ଲୋକ ମାନେ କେତେ ସଙ୍ଘର୍ଷ କରୁଛନ୍ତି। ତେବେ ପ୍ରତେକ ଲୋକ କିଛି ନା କିଛି କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି। ତେବେ ଲୋକ ମାନେ ଅଭିନୟ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି । ତେବେ ସେହି କ୍ଷେତ୍ର ରେ ଅନେକ ଲୋକ ଙ୍କୁ ବହୁତ କିଛି ଶୁଣିବାକୁ ପଡି ଥାଏ। ତେବେ ଆପଣ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟ ରେ ଶୁଣି ଥିବେ , ସେ ଯାତ୍ରା ରେ ନାଚ ଗୀତ ଦେଖାଇ ଆଉ ତା ସହ ଅନେକ ଫିଲ୍ମ , ସିରିଏଲ ରେ ମଧ୍ୟ କାର୍ଯ୍ୟ କରିଛି। ତେବେ ପ୍ରତେକ ଲୋକ ତାଙ୍କୁ ଖରାପ କହି ତାଙ୍କୁ ଆଜି ସମାଜ ଆଗରେ ନିନ୍ଦା ର ପାତ୍ର କରି ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ସବୁବେଳେ ଭାଇରଲ ହୋଇ ଥାନ୍ତି।ତାଙ୍କର ଅନେକ ଫୋଟ , ଅନେକ ଭିଡିଓ ଆଦି ଅନେକ କିଛି ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ। ତେବେ ଏହି କିଛି ଦିନ ତଳେ ସୋସିଆଲ ମିଡିଆରେ ରେ ତାଙ୍କର ଟିକ ଟକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଆମେ ଜାଣିଚୁ କି ରାନୀ ପଣ୍ଡା ଅନେକ ସ୍ଥାନ ରେ ଅନେକ ଯାତ୍ରା ରେ ନାଚିଛନ୍ତି। ତେବେ ତାଙ୍କ ଟିକ ଟକ୍ ଭିଡିଓ ରେ ମଧ୍ୟ ସେ ତାଙ୍କର ନାଚ ର ଜଲବା ଦେଖାଇ ଛନ୍ତି। ତେବେ ସେ ଅନେକ ଗୀତ ରେ ଟିକ ଟକ କରିଛନ୍ତି ଆଉ ନାଚିବା ସହ ଅକ୍ତିଙ୍ଗ୍ ମଧ୍ୟ କରୁ ଛନ୍ତି। ତେବେ ସେ ସେଥିରେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

ତେବେ ତାଙ୍କର ଏହି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇ ଥିଲା,ଆଉ ଲୋକ ମାନେ ମଧ୍ୟ ରାନୀ ପଣ୍ଡା ର ଏହି ଭିଡିଓ ଗୁଡିକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତେବେ ରାନୀ ପଣ୍ଡା ସବୁବେଳେ ବିବାଦ ରେ ରହି ଥାନ୍ତି। ତେବେ ଲୋକ ମାନେ ତାଙ୍କୁ ଅନେକ କଥା ପାଇଁ ନିନ୍ଦା କରୁଛନ୍ତି, ସେ ମଧ୍ୟ ସବୁ କଥା କୁ ସହି ତାଙ୍କ ଜୀବନ ରେ ଆଗକୁ ବଢ଼ି ଚାଲିଛନ୍ତି, ରାନୀ ପଣ୍ଡା ଏହି ଟିକ ଟକ ଭିଡିଓ ମାଧ୍ୟମ ରେ ଅନେକ ଦର୍ଶକ ଙ୍କ ମନ ମଧ୍ୟ ଜିତି ପରିଛନ୍ତି। ଆଉ ଏହା ଅନେକ ମତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।