ଦେଖନ୍ତୁ ଆଜିର ଭାଇରାଲ ଭିଡିଓ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ରେକଡିଙ୍ଗ ହେଲା ବିଦ୍ୟାଶ୍ରୀ ଏବଂ ଶିବାନୀଙ୍କର ଫୋନରେ ହୋଇଥିବା କଥାବାର୍ତ୍ତା।

0

ଆଦିତ୍ୟଙ୍କ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଯିଏକି ଶିବାନୀ ନାମକ ଜଣେ କିନ୍ନର ସହ ସମ୍ପର୍କ ଥିବାର ସୂଚନା ଫୋନ ରେକର୍ଡ ହେଲା ଭାଇରାଲ ।ଏବଂ ଖୋଲିଗଲା ସମସ୍ତ ଗୁମର ।ଯେବେ ଆଦିତ୍ୟଙ୍କ ମୃତ୍ୟୁ ହେବା ରାତିରେ ଆଦିତ୍ୟ ଓ ତାଙ୍କ ସ୍ତ୍ରୀ ସହିତ ଝଗଡା ହୋଇଥିଲା । ତାଙ୍କ ସ୍ତ୍ରୀ ଶିବାନୀ ଦିଦି ନାମକ ଜଣେ କିନ୍ନର ସହିତ ବେଶ ହସ ଖୁସୀରେ କଥା ହେବାର ରେକର୍ଡ ହୋଇଛି ।

ବିଦ୍ୟାଶ୍ରୀ କହିଥିଲେ କି ବହୁ ବର୍ଷ ପୂର୍ବରୁ ଶିବାନୀ ଦିଦିଙ୍କ ସହିତ ସମ୍ପର୍କ ରହିଛି । ତାଙ୍କ ସହିତ ସେ ନିଜର ସମସ୍ତ ମନର କଥା ସେୟାର କରିଥାନ୍ତି ।କେତେବେଳେ ସେ ଅଫିସକୁ ଯାଆନ୍ତି ଓ କେତେବେଳେ ଅଫିସରୁ ଫେରନ୍ତି ଏ ପରିକି ସେ ସମସ୍ତ କଥା ତାଙ୍କୁ କହିଥାନ୍ତି ।ବିଦ୍ୟାଶ୍ରୀଙ୍କ ସହିତ ଏକ ରେଳଷ୍ଟେସନରେ କିନ୍ନର ଶିବାନୀଙ୍କ ସହିତ ସାକ୍ଷାତ ହୋଇଥିଲା ।ସେହି ଦିନ ଠାରୁ ତାଙ୍କୁ ଦିଦି ବୋଲି ମାନିନେଇଥିଲେ । ଶିବାନୀ କହିଥିଲେ କି ବିଦ୍ୟାଶ୍ରୀ ତାଙ୍କ ପାଖକୁ କଲ କରିଥିଲେ କିନ୍ତୁ ସେ ସେହି ସମୟରେ ଘରେ ନଥିଲେ ।ସେ ବିଲକୁ ଯାଇଥିଲେ ଏବଂ ବିଲର ସମସ୍ତ କାର୍ଯ୍ୟସାରି ସେ ସନ୍ଧ୍ୟାରେ ଘରକୁ ଫରିଥିଲେ ।ଏବଂ ବିଦ୍ୟାଶ୍ରୀ ତାଙ୍କୁ 6.30 pm ରେ ତାଙ୍କ ଫୋନକୁ କଲ ଆସିଥିଲା ।

ଶିବାନୀ ମଧ୍ୟ ତାଙ୍କୁ କଲ ବ୍ୟାକ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି କି ଆଦିତ୍ୟ ତାଙ୍କ ପାଖରେ ଅଛନ୍ତି ବୋଲି ବିଦ୍ୟାଶ୍ରୀ ଶିବାନୀକୁ କହିଥିଲେ କି କାହିଁକି ତାଙ୍କ ବାହାଘରକୁ ଆସିଲେନି ଏବଂ ବାହାଘରକୁ ଆସିଥିଲେ ତାଙ୍କୁ ଶାଢୀ ଦେଇଥାନ୍ତେ ବୋଲି କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି ବିଦ୍ୟାଶ୍ରୀ ରାତି 8ଟା ସମୟରେ 4ପରସେଣ୍ଟ ଚାର୍ଜ ଥିଲେବି ସେ କିପରି ହସି ହସି କଥା କହିପାରିଥିଲେ ।ଏବଂ ଆଦିତ୍ୟ କୌଣସି କାମରେ ବ୍ୟସ୍ତ ଥିଲେ ଓ ସେ ଘରେ ନାହାନ୍ତି ବୋଲି ସେ ମିଡିଆ ସାମ୍ନାରେ କହିଥିଲେ ।


କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ହେଉଛି କି ବିଦ୍ୟାଶ୍ରୀ ସେ ସମୟରେ ଏତେ ଖୁସି ହାସିର ସହିତ କଥା କହି ପାରିଲେ କିପରି । ଏହି ବିଷୟଟି ବଡ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତ ଲୋକ ମାନଙ୍କୁ ଚକିତ କରିଛି ।ନିଜ ସ୍ୱାମୀ ସହିତ ଝଗଡା ହୋଇଥିଲେ ମଧ୍ୟ ସେ ଏତେ ଖୁସିରେ କଥା କହି ପାରଲିଲେ କିପରି ।ଏହାର କଣ ରହସ୍ୟ ହୋଇଥାଇପାରେ ।


ଆଦିତ୍ୟଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି ।ଏହି ଘଟଣାର ଗୋପନୀୟତା ଧୀରେ ଧୀରେ ଖୋଲାସା ହେବାରେ ଲାଗିଛି ।ଯେଉଦିନ ରାତିରେ ସେ ଘରୁ ଝଗଡା କରି ବାହାରି ଯାଇଥିଲେ ତା ପୂର୍ବ ଦିନ ସକାଳେ ରେଳ ଷ୍ଟେସନରେ ତାଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିଲା ।ଏହାର ତଦନ୍ତ ପୋଲିସ ବହୁତ ଗମ୍ଭୀର ଭାବରେ ତନାଘନା କରିବାର ସୂଚନା ମିଳିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।