Dr Manoj Das – ହଳଦୀ ପାଣି ପିଇଲେ ହୋଇଯିବେ ଏହି ସବୁ ରୋଗରୁ ମୁକ୍ତି ସକାଳୁ ପିଅନ୍ତୁ ଏହି ହଳଦୀ ପାଣି ଆଉ ଗୋଟିଏ ଦିନରେ ଦେଖିବେ ଏହାର ପ୍ରଭାବ….

0

ମଣିଷ ହେଉଛି ସାମାଜିକ ପ୍ରାଣୀ। ମଣିଷ ସମାଜ ବିନା ବଞ୍ଚି ପାରିବ ନାହିଁ। ମଣିଷ ପ୍ରକୃତି ସହିତ ଅତଃ ପ୍ରତଃ ଭାବେ ଜଡ଼ିତ ଅଟେ। ମଣିଷ ପ୍ରକୃତି ରୁ ମିଳୁଥିବା ସବୁ ଉପାଦାନ କୁ ନେଇ ଜୀବନ ନିର୍ବାହ କରିଥାଏ। ସେହିପରି ଭାବରେ ମଣିଷ ପାଇଁ ପ୍ରକୃତି ପ୍ରଦତ୍ତ ଉପାଦାନ ଯେପରି ଫଳ ପନିପରିବା ମଧ୍ୟ ମଣିଷ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ। ତେବେ ଆମେ ବହୁ ପୁରାତନ ସମୟରୁ ହଳଦୀ କୁ ଏକ ମସଲା ଜାତୀୟ ଉପାଦାନ ଭାବରେ ଦେଖି ଆସିଛୁ ବା ବ୍ୟବହାର ମଧ୍ୟ କରିଆସୁଛୁ। ତେବେ ଏହା ସତରେ କିନ୍ତୁ କେବଳ ମସଲା ପାଇଁ ଦରକାରୀ ନୁହେଁ, ଏହାର ଉପକାରିତା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।


ହଳଦୀ ରେ ଏମିତି ଅନେକ ଔଷଧୟ ଗୁଣ ଅଛି ଯାହା ଆପଣ ଜାଣିଲେ , ଭାବିବେ ଆଗରୁ କଣ୍ ପାଇଁ ହଳଦୀ କୁ ଏପରି ବ୍ୟବହାର କରି ନଥିଲେ? ତେବେ ଆସନ୍ତୁ ଜାଣିବା ହଳଦୀ ରେ କେମିତି ରହିଛି ଔଷଧୀୟ ଉପକାରିତା। ଆପଣ ଯଦି ହଳଦୀ କୁ ନେଇ ପାଣି ରେ ମିଶାଇ ପିଅନ୍ତି ତେବେ ଅନେକ ଅସାଧାରଣ ଏବଂ ଭୟଙ୍କର ରୋଗ ମଧ୍ୟ ଦୂର୍ ହୋଇଯିବ। ଯେପରି:-

1 -କ୍ୟାନ୍ସର ରୋଗ ଥିବା ବ୍ୟକ୍ତି ମାନେ ପ୍ରତିଦିନ ଯଦି ଚାରି ରୁ ପାଞ୍ଚ ଥର ହଳଦୀ ଗୁଣ୍ଡ ପାଣିରେ ମିଶାଇ ପିଅନ୍ତି ତେବେ ଆଉ ଏହି ରୋଗ କେବେ ଦେଖାଯିବ ନାହିଁ। ଏଥିରେ ଥିବା ଆଣ୍ଟି କ୍ୟାନ୍ସର ପ୍ରତିରୋଧକ ଏହାକୁ ବିରୋଧ କରି ଦେହରୁ ନଷ୍ଟ କରିଦିଏ।


2 -ହଜମ କ୍ରିୟା ରେ ମଧ୍ୟ ଏହି ହଳଦୀ ଏକ ଉପକାରୀ ଔଷଧ ରୂପେ କାର୍ଯ୍ଯ କରେ। ଖାଦ୍ୟ ଖାଇଲେ ଆମେ ଆମର ହଜମ ପ୍ରକ୍ରିୟା କୁ ଏହା ଅଧିକ ସକ୍ରିୟ କରିଥାଏ। ଆଉ ସହଜରେ ପାଚନ ପ୍ରକ୍ରିୟା ରେ ଖାଦ୍ୟ ହଜମ ହୋଇଯାଏ।

3 -ମୋଟା ପଣ ଥିବା ବ୍ୟକ୍ତି ମାନେ ନିଜର ଶାରିରୀକ ଅକ୍ଷମତା କୁ ନେଇ ସର୍ବଦା ଚିନ୍ତିତ ଥାନ୍ତି। ମୋଟା ହେବା ଦ୍ବାରା ଆମ ଶରୀର ରେ ଅନେକ ସମୟରେ କଲେଷ୍ଟ୍ରେଲ ବଢିଯାଏ। ଏହା ଦ୍ବାରା ମେଡବହୁଳତା ରୋହ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଖାଲି ପେଟରେ ଯଦି ଦିନକୁ ଦୁଇରୁ ତିନି ଥର ଏହି ହଳଦୀ ପାଣି ପିଅନ୍ତି ତେବେ ଅପଣଙ୍କ ର ମୋଟା ପଣ ଆପେ ଚାଲିଯିବ।


4 -ଖଣ୍ଡିଆ ହୋଇଯାଇଥିବା ସ୍ଥାନରେ କିମ୍ୱା କ୍ଷତ ହୋଇଥିବା ସ୍ଥାନରେ ଶୀଘ୍ର ମାଂସ ପୂରଣ ପାଇଁ ହଳଦୀ ପାଣି ପିଇବା ନିତ୍ୟାନ୍ତ ଜରୁରୀ ଅଟେ। ତେଣୁ ହଳଦୀ ପାଣି ପିଇବା ଦ୍ଵାରା ଅନେକ ଲାଭ ଏବଂ ସୁଯୋଗ ମିଳିଥାଏ। ତେଣୁ ଦିନକୁ ଦୁଇ ଥର କମ୍ ସେ କମ୍ ଏହି ହଳଦୀ ମିଶା ପାଣି ପିଇବା ଦ୍ଵାରା ସବୁ ରୋଗରୁ ନିରାକରଣ ପାଇପାରିବେ। ଆଣ୍ଠୁ ଗଣ୍ଠି ପରି ଯନ୍ତ୍ରଣା ମଧ୍ୟ ସବୁଦିନ ପାଇଁ ଗାଏବ ହୋଇଯିବ। ତେଣୁ ଏହାକୁ ନିୟମିତ ଭାବରେ ପାଣିରେ ମିଶାଇ ପିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।