Dr Manoj Das – ପ୍ରତିଦିନ ରାତିରେ 2 ଟା ଗୁଜରାତି ଖାଆନ୍ତୁ ତାପରେ ଫଳାଫଳ ଯାହା ହେବ କେବେବି ଭାବି ନଥିବେ

0

ପ୍ରତ୍ୟେକ ଲୋକ ମାନଙ୍କ ର ସବୁ ଜିନିଷ ରେ ଅଲଗା ଅଲଗା ରୂଚି ରହିଥାଏ। ତେବେ ସମସ୍ତ ଙ୍କ ର କାର୍ଯ୍ୟ କରିବାରେ ଖାଇବାରେ ସବୁଥିରେ ସମସ୍ତ ଙ୍କ ର ଅଲଗା ଅଲଗା ରୂଚି ରହିଥାଏ। ଆମର ତ ଖାଇବା ପାଇଁ ଅନେକ ପ୍ରକାର ର ଖାଦ୍ୟ ସବୁ ରହିଛି, ସେହି ସବୁ ଜିନିଷ ସମସ୍ତ ଙ୍କୁ ଖାଇବା ପାଇଁ ପସନ୍ଦ ଆସି ନଥାଏ। ଅନେକ ଜଣଙ୍କୁ ଗୋଟିଏ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗୁଥିବା ବେଳେ ଆଉ କେତେ ଜଣଙ୍କୁ ଖାଇବା ପାଇଁ ସେହି ଖାଦ୍ୟ ଟି କୁ ଜମାବି ଭଲ ଲାଗି ନଥାଏ। ଆମେ ମାନେ କିଛି ଖାଦ୍ୟ ସମ୍ପର୍କରେ ଜାଣିଥିବା କି ସେହି ଖାଦ୍ୟ କି ପରିବା କୁ ଖାଇବା ଦ୍ୱାରା ଆମ ଶରୀର ସେଥି ପାଇଁ କେତେ ଲାଭବାନ୍ ହୋଇଥାଏ। ତେବେ ଆସେ ଆଜି ଆପଣ ମାନଙ୍କୁ ଏକ ପରିବା ସମ୍ପର୍କରେ କହିବୁ। ଏହା କହିବୁ କି ସେହି ପରିବା କୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ଓ କେତେ କ୍ଷତି ହୋଇଥାଏ।


ଆମେ ଆଜି ଆପଣ ମାନଙ୍କୁ ଗୁଜୁରାତି ର ଉପକାରିତା ସମ୍ପର୍କରେ କହିବୁ। ଏହାକୁ ଖାଇବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ, ଆମ ଶରୀର କୁ କଣ ସବୁ ଭିଟାମିନ୍ ମିଳିଥାଏ। ଗୁଜୁରାତି କୁ ସାଧାରଣତଃ ଲୋକ ମାନେ ଖାଇ ନଥାନ୍ତି ହେଲେ ଅନେକ ଲୋକ ଏହାକୁ ପାନ, କ୍ଷୀରି, ଆଦି ରେ ପକ୍ଇ ଖାଇଥାଆନ୍ତି। ଲୋକ ମାନେ ସମସ୍ତେ ପ୍ରାୟତଃ ତାକୁ ଖାଇବା ପାଇଁ ଏତେ ପସନ୍ଦ କରିନଥାନ୍ତି। । ତେବେ ଆସନ୍ତୁ ଜାଣିବା ଗୁଜୁରାତି ର ଉପକାରିତା ଏବଂ ଅପକାରିତା ସମ୍ପର୍କରେ ଏବଂ ଏହା ମଧ୍ୟ ଜାଣିବା କି ଗୁଜୁରାତି ଆମ ଶରୀର ପାଇଁ କେତେ ଭଲ ଏବଂ ଏହାକୁ ଆମକୁ କଣ ପାଇଁ ଖାଇବା ଦରକାର।

*ଉପକାରିତା:-

ଲୋକ ମାନେ ଏହାକୁ ସାଧାରଣତଃ ଖାଦ୍ୟ ହିସାବରେ ବ୍ୟବହାର କରି ନଥାନ୍ତି, ଏହାକୁ ମାଉଥ୍ ଫ୍ରେସନର୍ ବା ଖାଇବା ମାନଙ୍କ ରେ ବାସ୍ନା ଭଲ କରିବା ପାଇଁ ବ୍ୟବହାର କରାଯାଏ। ଏହାକୁ ଅନେକ ଲୋକ ଖାଇବା ପାଇଁ ପସନ୍ଦ କରି ନଥାନ୍ତି ଆଉ ଖାଦ୍ୟ ରେ ପଡିଥିଲେ ବି ଏହାକୁ କାଢି ଦେଇଥାଆନ୍ତି,କିନ୍ତୁ ଆପଣ ମାନେ କଣ କେବେ ଭାବିଚନ୍ତି କି ଏହି ଛୋଟ ଟି ଜିନିଷ ଯାହାକୁ ଆମେ ମାନେ ଅଦରକାରୀ ବୋଲି ଭାବି ଫୋପାଡି ଦେଇଥାଉ, ତାହା ଆମ ଶରୀର ପାଇଁ କେତେ ଦରକାରୀ ଏବଂ କେତେ କେତେ ଭଲ ଗୁଣ ସବୁ ରହିଛି ଏଥିରେ। ଗୁଜୁରାତି କୁ ଆମେ ମାନେ ଯଦି ରାତି ରେ କ୍ଷୀର କିମ୍ବା ପାଣି ରେ ପକାଇ ସକାଳୁ ସେହି ପାଣୀ କିମ୍ବା କ୍ଷୀର କୁ ପାଇବା ତାହାହେଲେ ତାହା ଆମ ଶରୀର ପାଇଁ ଅନେକ ଲାଭବାନ୍ ହୋଇଥାଏ।

*ବ୍ୟବହାର ପ୍ରଣାଳୀ:-

ଯଦି ଆପଣଙ୍କ ଶରୀର ରେ କୋଷ୍ଠକାଠିନ୍ୟ ର ସମସ୍ୟା ଅଛି, ଭଲ ଭାବରେ ଆପଣଙ୍କ ପେଟ ସଫା ହେଉନାହିଁ ତେବେ ଏହି ଗୁଜୁରାତି ଆମ ଶରୀର ରୁ ଏହି ସମସ୍ୟା କୁ ଦୂର କରିଥାଏ। ଆପଣ ମାନେ ରାତିରେ ଶୋଇବା ଆଗରୁ ଟିକେ ଉଷୁମ ପାଣିରେ ଗୁଜୁରାତି ଗୁଣ୍ଡ କୁ ମିଶାଇ ପିଇଲେ ଏହା ଶରୀର ରୁ ଅନେକ ସମସ୍ୟା କୁ ଦୂର କରି ଦେଇଥାଏ। ଆପଣ ମାନଙ୍କ ର ପେଟ ରେ ଅଧିକ ଚର୍ବି ରହିଛି ତେବେ ଏହାର ସେବନ ଦ୍ୱାରା ତାହା ହ୍ରାସ ପାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ। ଆପଣଙ୍କ ର ଯଦି ଅତିରିକ୍ତ ଚୁଟି ଝଡୁଛି ତେବେ ଏହା ମଧ୍ୟ ତାହାକୁ ଦୂର କରିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।