ମାଆ ହେବେ ନେହା କକ୍କର : ବିବାହର ମାତ୍ର ୨ମାସ ଭିତରେ ଏତେ ଶୀଘ୍ର କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ ,ସୋସିଆଲ ମିଡିଆରେ ସେୟାର କଲେ ବେବି ବମ୍ପ ଫଟୋ …..

0

ଏହି ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଗୀତ , ନାଚ ର ବହୁତ ଲୋକପ୍ରିୟତା ରହିଛି।  ତେବେ ବଲିଉଡ଼ ରେ ଅନେକ କଳାକାର ରହି ଥାନ୍ତି ,ଆପଣ ମାନେ ଜାଣି ଥିବେ କି ଫିଲ୍ମ ଗୁଡିକ ରେ ଅନେକ ଗୀତ ସବୁ ରହି ଥାଏ,ଯାହା ଲୋକ ଙ୍କୁ ଅଧିକ ଆକୃଷ୍ଟ କରି ଥାଏ।

ତେବେ ବେଳେ ବେଳେ ଏହି ଗୀତ ଗୁଡିକ ପାଇଁ ଫିଲ୍ମ. ଗୁଡିକ ହିଟ ହୋଇ ଯାଏ। ତେବେ ବଲିଉଡ ରେ ଅନେକ ସିଙ୍ଗର ମାନେ ରହିଛନ୍ତି । ତେବେ ଯେଉଁ ମାନେ ଅନେକ ସୁପରହିଟ ଗୀତ ଗାଇ ଦର୍ଶକ ମାନଙ୍କ ମନ ଜିତି ନେଇ ଛନ୍ତି। ତେବେ ଏମାନେ ଖାଲି ଦେଶ ରେ ପପୁଲାର୍ ନୁହନ୍ତି , ଦେଶ ବାହାରେ ମଧ୍ୟ ବହୁତ ପରିଚିତ । ତେବେ ଅନେକ ସିଙ୍ଗର ଭିତରେ ଆପଣ ନେହା କକର ଙ୍କୁ ଜାଣି ଥିବେ। ତେବେ ସେ ଅତି କମ ବୟସ ରୁ ସଫଳତା ହାସଲ କରି ଥିଲେ। ତେବେ ସାରା ଦେଶ ତାଙ୍କୁ ବହୁତ ଭଲ ପାଏ,ଆଉ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରନ୍ତି।

ତେବେ ନେହା ସବୁବେଳେ ସୋସିଆଲ ମିଡିଆରେ ରେ ଟ୍ରେଣ୍ଡ ରେ ରହି ଥାନ୍ତି। ତାଙ୍କ ଗୀତ ସହ ସେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ହୋଇ ଥାନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ନିକଟ ରେ ନେହା କକର ଅକ୍ଟୋବର ୨୪ ରେ ବିବାହ କରି ଥିଲେ। ତେବେ ସେ ରୋହୋନ୍ ପ୍ରୀତ ସିଂ ଙ୍କୁ ଭଲ ପାଉଛନ୍ତି ବୋଲି ଘୋଷଣା କରିଲା ପରେ ବିବାହ କରି ଥିଲେ। ତେବେ ତାଙ୍କ ବିବାହ ମଧ୍ୟ ବଲିଉଡ ର ନାମୀ ଦାମୀ ବିବାହ ମଧ୍ୟ ରୁ ଗୋଟିଏ ରହି ଥିଲା। ତେବେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିବାହ ର ଫୋଟ ଭିଡିଓ ଆଦି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


ତେବେ ଏହି କିଛି ଦିନ ତଳେ ଶୁଣିବାକୁ ମିଳିଛି କି ନେହା କକ୍କର ତାଙ୍କ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ନେହା କକ୍କର ଶୀଘ୍ର ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ଖୁସି ଘୋଷଣା କରିଛନ୍ତି। ନେହା କକ୍କର ଇନଷ୍ଟାଗ୍ରାମରେ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଏକ ଅତି ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଧରିଥିବାର ଦେଖିବାକୁ ମିଳୁଛି। ଫଟୋରେ ନେହାଙ୍କୁ ନୀଳ ଡେନିମ୍ ଡୁଙ୍ଗାରିରେ ଦେଖିବାକୁ ମିଳିଛି।

ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘#KhyalRakhyaKar.’। ତେବେ ତାଙ୍କ ଗର୍ଭ ଧାରଣ କୁ ତାଙ୍କ ପ୍ରଶଂସକ୍ ମାନେ ବିଶ୍ୱାସ କରି ପାରୁ ନାହାନ୍ତି,କାରଣ ଦୁଇ ମାସ ପୂର୍ବରୁ ନେହା ବିବାହ କରି ଥିଲେ, ଆଉ ଏତେ ଶୀଘ୍ର ମା ହେବା କେହି ବିଶ୍ୱାସ କରି ପାରୁ ନାହାନ୍ତି। ତେବେ ସମ୍ପୁର୍ଣ୍ଣ ଖବର ଟି ହେଉଛି ରୋହୋନ୍ ପ୍ରୀତ ସିଂ ଓ ନେହା ଆଗରୁ ରିଲେସନ୍ ରେ ରହିବା ପରେ ସେ ଯେତେବେଳେ ଜାଣିଲେ ମା ହେବାକୁ ଯାଉଛନ୍ତି, ସେତେବେଳେ ସେମାନେ ବିବାହ କରିବାକୁ ନିଷ୍ପତି ନେଇଛନ୍ତି। ତେବେ ଏହି ଖବର ଏବେ ସବୁ ସ୍ଥାନ ରେ ପ୍ରଚାର ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।