ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲା ବର୍ଷା ଏବଂ ଅନୁଭବଙ୍କ ଝଗଡା ହେଉଥିବାର ନୂଆ ଭାଇରାଲ ଭିଡିଓ…ଛିଃ ଛିଃ ଶେଷରେ ଅନୁଭବ…..

0

କଣ ଆପଣ ସିନେମା ଦେଖିବାକୁ ପସନ୍ଦ କରନ୍ତି?ହଁ ଆଞା ବହୁତ ଲୋକ ସିନେମା ଦେଖିବାକୁ ବେଶ୍ ପସନ୍ଦ କରନ୍ତି,ଏବଂ ବର୍ତ୍ତମାନ ସମୟରେ ଲୋକେ ଓଡ଼ିଆ,ହିନ୍ଦି,ଏବଂ ତେଲୁଗୁ ସିନେମା ର ହିନ୍ଦୀ ଡବିଂ ସିନେମା ଦେଖିବାକୁ ପସନ୍ଦ କରନ୍ତି।ବର୍ତ୍ତମାନ ର ଆଧୁନିକ ଯୁଗରେ ମଣିଷ ନିଜର ଞାନ କୈଶଳ ଦ୍ବାରା ବିଭିନ୍ନ ପ୍ରକାରର ଯାନ୍ତ୍ରିକ ଜିନିଷ ଉଦ୍ଭାବନ କରିପାରୁଛି। ପ୍ରଥମେ ମଣିଷ କୁ ଗୋଟିଏ ସ୍ଥାନ ରୁ ଅନ୍ୟ ଏକ ଦୁର ସ୍ଥାନ କୁ ଯିବା ପାଇଁ ଅନେକ ସମୟ ଯାଉଥିଲା,କିନ୍ତୁ ସେ ନିଜର ଞାନ କୌଶଳ ଲଗେଇ ମୋଟର ସାଇକେଲ ଉଦ୍ଭାବନ କଲା ,

ଯାହା ଦ୍ବାରା ସେ ଦୁର ସ୍ଥାନ କୁ ଅଳ୍ପ ସମୟରେ ଯାଇପାରୁଛି,ଗରମ ହେଲେ ପଙ୍ଖା ଚଲଉଛି।ସେହିଭଳି ସିନେମା ର ସୁଟିଂ ପାଇଁ କ୍ୟାମେରା,ଲାଇଟ୍ ଏବଂ ଅନ୍ଯାନ୍ଯ ସୁଟିଂ ପାଇଁ ବ୍ଯବହାର ଉପଯୋଗୀ ସାମଗ୍ରୀ ଏବଂ ସେହି ସିନେମା କୁ ଦେଖିବା ପାଇଁ ଟେଲିଭିଜନ ଯାହା କୁ ଆମେ ସଟ୍ ରେ ଟିଭି ବୋଲି କହି ଥାଉ। ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଦିନ କୁ ବହୁତ ଗୋଟାଏ ସିନେମା ସୁଟିଂ ହେଉଛି।ତେବେ ବର୍ତ୍ତମାନ ଆମ ଓଡ଼ିଆ ସିନେମା ମଧ୍ଯ ବହୁତ ଉନ୍ନତି କଲାଣି।ନୁଆ ନୁଆ ଅଭିନେତା ଏବଂ ଅଭିନେତ୍ରୀ ସିନେମା ଜଗତ କୁ ଆସିଲେଣି ଏବଂ ସେମାନେ ମଧ୍ଯ ନିଜ ଫିଲ୍ମ କୁ ହିଟ୍ କରିବା ପାଇଁ ବହୁତ ଚେ଼ଷ୍ଟା କରୁଛନ୍ତି କିନ୍ତୁ ବର୍ତ୍ତମାନ ଆମେ ଓଡ଼ିଆ ଜଗତର ସିନିୟର ନାୟକ ଓ ନାୟିକା ଅନୁଭବ ଓ ବର୍ଷା ଙ୍କ ବିଷୟ ରେ ଜାଣିବା।

ଦିନ ବିଗିଡି ବାକୁ ଲାଗିଛି ବର୍ଷା ଏବଂ ଅନୁଭବ ଙ୍କ ଦାମ୍ପତ୍ୟ ଜୀବନ, ହଁ ଆଜ୍ଞା ଆମେ କହୁଛୁ ସେହି ଅଲିଉଡ୍ ର ଜଣାଶୁଣା ନାୟକ ଅନୁଭବ ମହାନ୍ତି ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ। ନିକଟରେ ସେମାନଙ୍କ ଘରୁ ଦୁହେଁ ସାମ୍ନା ସାମ୍ନି ହୋଇ ଝଗଡା ଲାଗି ଥିବା ର ଏକ ଭିଡିଓ ଭାଇରାଲ୍ ହୋଇଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ ଖବର ଟି କଣ ଏବଂ କଣ କହୁଛନ୍ତି ଅନୁଭବ ଏବଂ ବର୍ଷା ଏହି ଭାଇରାଲ୍ ଭିଡିଓ ରେ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି କଣ।

କିଛିଦିନ ହେବ ଅନୁଭବ ଏବଂ ତାଙ୍କ ପରିବାର ଉପରେ ବର୍ଷା ତାଙ୍କ ଉପରେ ହେଉଥିବା ଅତ୍ୟାଚାର ର ଆରୋପ ଲଗେଇଥିଲେ,କିନ୍ତୁ ତାହା ସଠିକ୍ କି ଭୁଲ୍ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେବେ ଏହି କେସ୍ କୁ ନେଇ ବର୍ଷା ଅଦାଲତ ପର୍ଯ୍ୟନ୍ତ ଯାଇଥିଲେ ମଧ୍ଯ କୈଣସି ପ୍ରମାଣ ସ୍ପଷ୍ଟ ହୋଇନାହିଁ। ତେବେ ବର୍ତ୍ତମାନ ଭାଇରାଲ୍ ହୋଇଥିବା ଭିଡିଓ ରେ ଅନୁଭବ କହିଛନ୍ତି ଯେ ମୋ ବାପା ମାଆ ଙ୍କ ଆଶୀର୍ବାଦ ମୋ ଉପରେ ଅଛି ମତେ କେହିବି ହରେଇ ପାରିବେନି,ତମ ଭଳିଆ ହଜାରେ ବର୍ଷା ଆସିଲେ ମଧ୍ଯ ମୋତେ ହରେଇ ପାରିବେନି। ସେ ପଟେ ବର୍ଷା ମଧ୍ଯ ନିଜ ଜବାବ ରେ କହିଛନ୍ତି ଯେ ତମ ଭଳିଆ ହଜାରେ ଅନୁଭବ ଆସିଲେ ମଧ୍ଯ ସତ କୁ ମିଛ ସାବ୍ଯସ୍ତ କରିପାରିବେ ନାହିଁ।ତେବେ କିଏ ସତ କହୁଛି ଆଉ କିଏ ମିଛ ତାହା ସ୍ପଷ୍ଟ ହୋଇପାରୁ ନାହିଁ।ତେବେ ଦେଖାଯାଉ ଘଟଣା ଟି କଣ ଘଟୁଛି,କିଏ ସତ କହୁଛି ଆଉ କିଏ ମିଛ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।