ଦେଖନ୍ତୁ Live ଭିଡିଓ ରେ ଏଲିଲା ନିଜେ କହିଲେ ସେ ବିବାହ କରିବାକୁ ଯାଉଛନ୍ତି ଆଉ ତାପରେ ମାତ୍ର କିଛି ମିନିଟ୍ ରେ ଭିଡିଓ ଭାଇରାଲ

0

ଏହି ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ ସମସ୍ତେ ଫିଲ୍ମ ଦେଖି ଥାନ୍ତି। ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।

ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ନୁହଁ , ପୁରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି,ଆଉ ତା ସହ ଲୋକଙ୍କ ମନ ମଧ୍ୟ ଜିତି ପାରିଛନ୍ତି। ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ସେମାନେ ନିଜର ଅଭିନୟ ଦ୍ୱାରା ଓ ସୁପରହିଟ ଫିଲ୍ମ ଦେଇ ଲୋକ ଙ୍କ ମନ ଜିତି ନେଇ ଥାନ୍ତି। ତେବେ ଓଲିଉଡ଼ ରେ ଏମତି ଅନେକ ଅଭିନେତ୍ରୀ ମାନେ ରହିଛନ୍ତି।

ତେବେ ଆପଣ ସମସ୍ତେ ଏଲିନା ସାମନ୍ତରାୟ ଙ୍କୁ ଜାଣି ଥିବେ । ତେବେ ସେ ଏକ ସୋ ମାଧ୍ୟମରେ ଓଲିଉଡ଼ ସିନେ ଜଗତ କୁ ପ୍ରବେଶ କରି ଥିଲେ। ଆଉ ତା ପରେ ସେ ସଫଳତା ପରେ ସଫଳତା ହୋଇ ଚାଲିଛନ୍ତି। ତେବେ ତାଙ୍କର ସୁନ୍ଦରତା , ଅଭିନୟ ଦର୍ଶକ ମାନଂକୁ ଖୁସି ଆଣି ଦେଇଛି, ତେଣୁ ସେ ଦର୍ଶକ ମାନଙ୍କ ପାଖରେ ପ୍ରିୟ ହୋଇ ଯାଇଛନ୍ତି। ତେବେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫୋଟ ଭିଡିଓ ଭାଇରଲ ହୋଇ ଥାଏ। ତେବେ କିଛି ଦିନ ତଳେ ଏଲିନା ସାମନ୍ତରାୟ ତାଙ୍କ ଦର୍ଶକ ମାନଙ୍କ ପାଇଁ ଲାଇଭ୍ ଆସିଥିଲେ। ତେବେ ନିକଟ ରେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ସୁରମା ରିଲିଜ ହୋଇଛି,ତେବେ ଏହା ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓ ଥିଲା। ତେବେ ଏହି ଗୀତ କୁ ଅସୀମା ପଣ୍ଡା ଗାଇଛନ୍ତି। ତେବେ ତାଙ୍କ ଗୀତ ଟି ରିଲିଜ ହେବା ପରେ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି, ଆଉ ବହୁତ ସାରା କମେଣ୍ଟ , ଲାଇକ , ସେୟାର ମଧ୍ୟ କରିଛନ୍ତି।

ତେବେ ଏଥି ପାଇଁ ଏଲିନା ସମସ୍ତ ଦର୍ଶକ ଙ୍କୁ ଧନ୍ଯବାଦ ଜଣାଇଛନ୍ତି, ଆଉ କିଛି ଲୋକ ତାଙ୍କୁ ସେହି ଭିଡିଓ ବିଷୟ ରେ କିଛି ପ୍ରଶ୍ନ ପଚାରିଛନ୍ତି,ଆଉ ଏଲିନା ମଧ୍ୟ ଏହାର ଉତ୍ତର ଅତି ସୁନ୍ଦର ଭାବେ ରଖିଛନ୍ତି। ତେବେ ତାଙ୍କ କହିବା ଅନୁସାରେ ଏହି ଭିଡିଓ ଟି ପ୍ରସ୍ତୁତ ହେବା ପାଇଁ ୫/୬ ମାସ ସମୟ ଲାଗି ଥିଲା। ତେବେ ଏଲିନା ଏହି ଭିଡିଓ ପାଇଁ ବହୁତ ଖୁସି ଥିଲେ ଆଉ ବହୁତ ଆଗ୍ରହୀ ମଧ୍ୟ ଥିଲେ। ତେବେ ଏହି ଭିଡିଓ ସମସ୍ତ ଙ୍କୁ ପସନ୍ଦ ଆସିବ ସହ ଏହା ହିଟ ମଧ୍ୟ ହୋଇଛି,ତେବେ ସେ ଏଥି ପାଇ ବହୁତ ଖୁସି ଅଛନ୍ତି ବୋଲି ଲାଇଭ୍ ରେ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।