ହେ ଭଗବାନ ଆଶ୍ଚର୍ଯ୍ୟକର କଥା ! ଶ୍ରୀମନ୍ଦିର ସାମ୍ନାରେ ଉଦ୍ଧାର ହୋଇଛି ବରଳ ଗରୁଡ ପକ୍ଷୀ ,ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଲା ଲୋକଙ୍କ ଭିଡ଼ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….

0

ଏହି ଦୁନିଆ ବହୁତ ବଡ ଏବଂ ଏହା ଯେତିକି ବଡ ତାହା ଠାରୁ ବେଶୀ ବିଚିତ୍ର ମଧ୍ୟ। ଏହି ଦୁନିଆ ରେ ଘଟୁଥିବା ପ୍ରତ୍ୟେକ ଟି କାମ ମଧ୍ୟ ବିଚିତ୍ର ଅଟେ। କୁହାଯାଇଥାଏ ଏହି ଦୁନିଆ ରେ ଯାହା କିଛି ବି କାମ ହୁଏ ହୁଏତ ତାହା ବଡ କିମ୍ବା ଛୋଟ ସେସବୁ ପଛରେ କେବଳ ସେହି ଭଗବାନ ଙ୍କ ର ହିଁ ହାତ ଥାଏ। ଭଗବାନ ଏହି ସୃଷ୍ଟି ର ମଙ୍ଗଳ ତଥା ମନୁଷ୍ୟ ର ଭଲ ପାଇଁ ସବୁ କାମ କରିଥାଆନ୍ତି। ଦୁନିଆ ସେହି ଗୋଟିଏ ଲୋକ ହିଁ ନିଜ ହାତରେ ଚଳାଇଥାଏ, ସେ ହେଉଛି ସେହି ବଡ ଠାକୁର ଯାହାକୁ ଲୋକ ମାନେ କାଳିଆ, ଜଗନ୍ନାଥ ବା ବଡ ଠାକୁର ନା ରେ ଜାଣି ଥାଆନ୍ତି। ତେବେ ଏହି ଦୁନିଆରେ ପ୍ରତ୍ୟେକ ଟି କାର୍ଯ୍ୟ ସେହି ବଡଠାକୁର ହିଁ କରି ଥାଆନ୍ତି। ତାଙ୍କୁ ନେଇ ତ ଅନେକ ଆଶ୍ଚର୍ଯ୍ୟକର କଥା ସବୁ ରହିଛି।

ଆପଣ ମାନେ କଣ କେବେ ଅନୁଭବ କରିଛନ୍ତି କି, ପୁରୀ ରେ ସମୁଦ୍ର ରହିଛି ଯାହାର ଗର୍ଜନ ସାରା ପୁରୀ ସହର ବାସୀ ଙ୍କୁ ଶୁଣାଯାଇଥାଏ, କିନ୍ତୁ ଆପଣ ଥରେ ଯଦି ପୁରୀ ଜଗନ୍ନାଥ ମନ୍ଦିର ଦ୍ୱାର ରେ ପ୍ରବେଶ କରୁଛନ୍ତି ତେବେ ଆଉ ଆପଣଙ୍କୁ ସେହି ସମୁଦ୍ର ର ଗର୍ଜନ ଶୁଣିବାକୁ ମିଳି ନଥାଏ। ପୁରୀ ମନ୍ଦିର ରେ ଉଡୁଥିବା ବାନା ସବୁବେଳେ ପବନ ର ବିପରୀତ ଦିଗରେ ଉଡିଥାଏ। ପୁରୀ ରେ ରୋଷେଇ ଶାଳା ରେ ଗୋଟିଏ ପରେ ଗୋଟାଏ କରି ଉପରକୁ ଉପରକୁ ହାଣ୍ଡି ସବୁ ରଖି ଚୁଲି ଜଳାଯାଇଥାଏ,

ହେଲେ ସବୁଠାରୁ ଉପରେ ଥିବା ହାଣ୍ଡି ରେ ଖାଦ୍ୟ ଆଗରେ ହୋଇଥାଏ ତାହା ପରେ ତଳକୁ ତଳ କରି ସବୁ ଖାଦ୍ୟ ହୋଇଥାଏ, କୌଣସି ହାଣ୍ଡି ର ଖାଦ୍ୟ ପୋଡି ନଥାଏ। ଏଠାରେ ସମସ୍ତେ ଏକା ସହ ବସି ଆନନ୍ଦ ବଜାରରେ ଅବଢା ଖାଇଥାଆନ୍ତି, କେହି ବି ଏଠାରେ ବଡ ସାନ, ଉଚ୍ଚ ନିଚ୍ଚ ନୁହେଁ ସମସ୍ତେ ସମାନ, ଆଉ ପ୍ରତିଦିନ ସମାନ ଭାଗ ର ଖାଦ୍ୟ ତିଆରି କରାଯାଏ, ହେଲେ କେବେବି ବଳିନଥାଏ କି ଅଭାବ ମଧ୍ୟ ହୋଇ ନଥାଏ।

ଏହି ପରି ଆହୁରି ଅନେକ ରହସ୍ୟମୟ କଥା ସବୁ ରହିଛି, ଯାହାକୁ କି ଆମେ ମାନେ ଆମର ଶାସ୍ତ୍ର ରୁ ସବୁ ଜାଣି ପାରିଥାଉ। ଏବେବି ଆମ ବଡ ଦେଉଳରେ ଏପରି ଅନେକ ସବୁ ଆଶ୍ଚର୍ଯ୍ୟ କଥା ସବୁ ଦେଖିବାକୁ ମିଳେ ଯାହାକୁ କି ଲୋକ ମାନେ ଏତେ ସହଜ ରେ ବିଶ୍ୱାସ କରି ପାରି ନଥାନ୍ତି। ଏବେବି ସୋସିଆଲ୍ ମିଡିଆରେ ସେହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭାଇରାଲ୍ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ପୁରୀ ସଦର ଅଞ୍ଚଳ ରୁ ଏକ କୁନି ଗରୁଡ ପକ୍ଷୀ କୁ ଉଦ୍ଧାର କରା ଯାଛି। ମୁହଁ ଟି ପୁରା ପୁରି ପୁରାଣ ରେ ବଣ୍ଣିତ ଗରୁଡ ପକ୍ଷୀ ପରି ଦେଖା ଯାଉଛି। ଏହି ପକ୍ଷୀ ଟି ର ବୟସ ତିନି ବର୍ଷ ହେବ ବୋଲି ଅନୁମାନ କରା ଯାଉଛି। ତେବେ ଏହି ପକ୍ଷୀ ଟି ପୁରା ପୁରି ପୁରୁଣା ଯୋଗ ର ଗରୁଡ଼ ପକ୍ଷୀ ପରି ଦେଖା ଯାଉଛି। ଏହି ଜାତି ଲୁପ୍ତ ହୋଇ ଯାଇଥିବା ବେଳେ ଏହି ପକ୍ଷୀ ଟି କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

 

ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ କୈତୁଳ ଗାଁ ରୁ ଏହି ଗରୁଡ ପକ୍ଷୀ ଉଦ୍ଧାର କରାଯାଇଛି। ଛଇତନା ଗାଁ ର ଆଲୋକ ସ୍ୱାଇଁ ଏହି ପକ୍ଷୀ ଟି କୁ ପାଇବା ପରେ ବନବିଭାଗ କୁ ହସ୍ତାନ୍ତର କରି ଦେଇଛନ୍ତି। ଏହା ପ୍ରଭୁ ଜଗନ୍ନାଥ ଙ୍କ ର ବାହାନ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ ଲାଗୁଛି ଏବଂ ବହୁ ଦୂରରୁ ଲୋକ ମାନେ ଏହାକୁ ଦେଖିବାକୁ ମଧ୍ୟ ଆସୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।