ହେ ଭଗବାନ ! ଏହି ଶିଶୁକୁ ଶତ ସଲାମ ମୃତ୍ୟୁବରଣ କରିବା ଆଗରୁ 7 ଜଣଙ୍କୁ ବାଣ୍ଟିଦେଲା ନିଜ ଜୀବନ !ଏହି ଶିଶୁ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ଏବଂ ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ…

0

ବେଳେ ବେଳେ ଆମ ସମାଜ ରେ ଏମତି କିଛି ଘଟଣା ଘଟି ଯାଏ। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଆଉ ସେହି କଥା ଉପରେ ବିଶ୍ୱାସ ହୁଏ ନାହିଁ। ତେବେ ପ୍ରତିଦିନ ସମାଜ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ଜଗୁ ଲୋକ ଙ୍କର ଅନେକ କ୍ଷତି ହେଉଛି , ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି। ତେବେ ଆମ ମାନଙ୍କ ଜୀବନ ରେ ଏମତି କିଛି ଘଟଣା ଘଟି ଯାଏ , ଯାହା ପରେ ସବୁ କିଛି ଶେଷ ହୋଇ ଯାଏ। ତେବେ ଏହି ସବୁ ଘଟଣା ରେ ଅନେକ ଲୋକ ଙ୍କର ମୃତ୍ଯୁ ମଧ୍ୟ ହୋଇ ଥାଏ।

ତେବେ ଅନେକ ଲୋକ ଙ୍କର ଶରୀର ରେ କିଡ଼ନୀ ବା କୌଣସି ଅଙ୍ଗ ଖରାପ ହୋଇ ଗଲେ ବା ନଷ୍ଟ ହୋଇ ଗଲେ ଏହାକୁ ପ୍ରତିରୋପୋଣ କରା ଯାଇ ପାରୁଛି। ତେବେ ଲୋକ ମାନେ ମଧ୍ୟ ନିଜର କିଡ଼ନୀ , ଆଖି , ଆଦି ଦାନ କରି ଦେଉଛନ୍ତି। ତେବେ ଦାନ କରି ଥିବା ଅନେକ ଲୋକ ରହିଛନ୍ତି। ତେବେ ଯାହା ଦ୍ୱାରା ୩/୪ ଜଣ ଙ୍କର ଜୀବନ ମଧ୍ୟ ବଞ୍ଚି ଯାଉଛି। ତେବେ ସେଥିରୁ କିଛି ଲୋକ ମାରିଲା ପରେ ଦାନ କରି ଥାନ୍ତି ତ ଆଉ କିଛି ଲୋକ ବଞ୍ଚି ଥିବା ସମୟ ରେ ମଧ୍ୟ ଦାନ କରି ଦେଇ ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ତେବେ ଦୁଇ ଦିନ ତଳେ ଗୁଜୁରାଟ ର ସୁରଟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ତେବେ ସେଠାରେ ଗୋଟେ ଅଢେଇ ବର୍ଷ ର ଛୁଆ ଟି ର ମୁର୍ତ୍ୟୁ ଘଟିଛି। ତେଣେ ସେହି ଛୁଆ ଟି ପଡୋଶୀ ର ବଲ୍କୋନି ରେ ଖେଳୁ ଥିବା ସମୟ ରେ ଦୁଇ ମହଲା ଛାତ ରୁ ତଳକୁ ଖସି ପଡି ଥିଲା।ତେବେ ପଡି ଯିବା ଫଳ ରେ ପିଲା ଟି ର ମସ୍ତିକ୍ ରେ ଜୋର ରେ ଆଘାତ ଲାଗି ଥିଲା। ଏହା ପରେ ତାଙ୍କ ବାପା ମା ଡାକ୍ତର ଙ୍କ ପାଖକୁ ନେଇ ଯାଇ ଥିଲେ,ତେବେ ସେଠାରେ ପହଁଚିଲା ପରେ ଡାକ୍ତର ସେହି ଛୁଆ ଟି କୁ ମୃତ ବୋଲି କହି ଥିଲା। ତେବେ ପିଲା ଟି ର ମାରିବା ପରେ ତାଙ୍କ ବାପା ମା ବହୁତ ଦୁଃଖିତ ଥିଲେ। ତେବେ ଡାକ୍ତର ଙ୍କ ପରାମର୍ଶ ରେ ତାଙ୍କ ବାପା ମା ପିଲା ଟି ର ଅଙ୍ଗ ଦାନ କରି ବାକୁ ରାଜି ହୋଇ ଗଲେ।

 

ତେବେ ଏହା ପରେ ସେହି ପିଲା ର ଆଖି ,କିଡ଼ନୀ , ଫୁସଫୁସ , ହୃତପିଣ୍ଡ , ଆଦି ଦାନ ଦେଇ ଥିଲା, ତେବେ ଏହା ଦ୍ୱାରା ୭ ଜଣ ଙ୍କ ଜୀବନ ବଞ୍ଚି ଯିବ। ତେବେ ସେହି ଛୋଟ ଛୁଆ ଟି ହେଉଛି ୟସ । ତେବେ ୟସ ସର୍ବ କନିଷ୍ଠ ଶିଶୁ ଭାବେ ଯିଏ କି ନିଜର ଦରକାରୀ ଅଙ୍ଗ କୁ ଦାନ କରିଛି।ତେବେ ୟସ ର ଫୁସଫୁସ ରୁଷ ର ୪ ବର୍ଷ ଛୁଆ ର ଦେହ ରେ ପ୍ରତିରୋପୋନ କରା ଯାଇଛି ଆଉ କୀଡନି ୧୭ ବର୍ଷ ର ଗୋଟେ ଝିଅ ଶରୀର ରେ ପ୍ରତିରୋପୋଣ କରା ଯାଇଛି। ତେବେ ୟସ ଙ୍କର ଏହି ଦାନ ଖାଲି ଦେଶ ବସି ନୁହଁ ସାରା ପୃଥିବୀ ମନେ ରଖିବ । ତେବେ ସାରା ପୃଥିବୀ ବସି ୟସ ର ଆତ୍ମା ର ସଦଗତି ପାଇଁ ପ୍ରାଥନା କରୁଛନ୍ତି। ତେବେ ୟସ ମାରିବା ପରେ ୭ ଜଣ ଙ୍କୁ ନୂଆ ଜୀବନ ଦେଇ ଗଲେ,ଯାହା ଆମ ଦେଶ ପାଇଁ ଗର୍ବ ର କଥା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।