ଭାଗ୍ୟ ରେ ଥିଲେ ଏମିତି ସ୍ୱାମୀ ମିଳେ । ବିବାହ ପୂର୍ବରୁ କନ୍ୟା ର ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ଷ୍ଟ୍ରେଚରରେ କନ୍ୟା ମଥାରେ ସିନ୍ଦୁର ଦେଲେ ବର । ଏହି ଯୋଡି ପାଇଁ ଗୋଟେ ସେୟାର ନିଶ୍ଚିତ କରନ୍ତୁ…..

0

ଆମ ଦେଶ ରେ ଅନେକ ନିୟମ ପରମ୍ପରା ରହିଛି।ତେବେ ସେଗୁଡିକ ବହୁତ ସୁନ୍ଦର ରହି ହୋଇ ଥାଏ,ଏସବୁ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗେ ମଜା ଲାଗେ । ତେବେ ସବୁ ଉତ୍ସବ, ସବୁ ନିୟମ , ସବୁ ପରମ୍ପରା ଭିତରେ ବିବାହ ଏକ ଏପରି ପରମ୍ପରା ଯାହା ସବୁଠୁ ସୁନ୍ଦର ହୋଇ ଥାଏ,ଆଉ ଏହା ଦୁଇ ଟି ସମ୍ପର୍କ କୁ ଏକ କରି ଥାଏ। ତେବେ ଏହି ସମ୍ପର୍କ ସାରା ଜୀବନ ରହି ଥାଏ। ତେବେ ବିବାହ ପରେ ଗୋଟେ ପୁଅ ଓ ଝିଅ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରେ ବାନ୍ଧି ହୋଇ ଯାନ୍ତି। ତେବେ ଏହି ସମ୍ପର୍କ ଭଗବାନ ଗଢି ଥାନ୍ତି। ତେବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୋଟେ ସମ୍ପର୍କ ରେ ବାନ୍ଧି ହୋଇ ଯାନ୍ତି। ତେବେ ବିବାହ ର ଏହି ପବିତ୍ର ବନ୍ଧନ ରେ ସମସ୍ତ ପୁଅ ଓ ଝିଅ ବାନ୍ଧି ହୋଇ ଯାନ୍ତି।ତେବେ କୁହାଯାଏ କି ବିବାହ ବନ୍ଧନ ଠାରୁ ପବିତ୍ର ବନ୍ଧନ ଆଉ କିଛି ନୁହେଁ,ବିବାହ ପରେ ସ୍ବାମୀ ସ୍ତ୍ରୀ ଉଭୟ ଉଭୟ ଙ୍କ ର ସୁଖ ଦୁଃଖର ସାଥି ହୋଇ ଥାଆନ୍ତ।


ତେଣେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ରେ ଭଲ ପାଇବା ରହିବ ଦରକାର। ତାଙ୍କ ମଧ୍ୟ ରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ତେବେ ଏହା ଯଦି ନ ରହିବ ତାହାଲେ ସମ୍ପର୍କ ବେଶୀ ଦିନ ଯାଏ ରହି ପାରେ ନାହିଁ। ତେବେ ସଂମ୍ପର୍କ କୁ ଦୃଢ଼ ଭାବରେ ରଖିବାକୁ ହେଲେ ପ୍ରେମ ଭଲ ପାଇବା ନିହାତି ଆବଶ୍ୟକ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ,ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଉତ୍ତର ପ୍ରଦେଶ ର ପ୍ରତାପଗଡ କୁଣ୍ଡା ଗ୍ରାମରୁ ।

ପ୍ରତାପଗଡ଼ କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀ ମୋର୍ଯ୍ୟଙ୍କ ବାହାଘର ସେହି ପାଖରେ ଥିବା ଏକ ଗାଁର ଅବଧେଶଙ୍କ ସହ ଠିକ ହୋଇଥିଲା। ତେବେ ଉଭୟ ଙ୍କ ର ବିବାହ ଆରେଞ୍ଜ ମ୍ୟରେଜ୍ ଥିଲା,ଆଉ ଏହି ବିବାହ କୁ ନେଇ ଘର ଲୋକ ବହୁତ ଖୁସି ଥିଲେ। ତେବେ ବିବାହ ଡିସେମ୍ବରକୁ ୮ ତାରିଖ ରେ ହେବ ବୋଲି ଧୁମ ଧାମ ରେ ସବୁ ପ୍ରସ୍ତୁତି ସାରି ଥିଲା। ହେଲେ ଏମିତି ସମୟ ଆସିଲା ଯାହା ସବୁ କିଛି ବଦଳି ଦେଇ ଥିଲା।ତେବେ ସୂଚନା ଅନୁଯାୟୀ ଆରତୀ ଗୋଟେ ଛୋଟ ଛୁଆ ଙ୍କୁ ବଞ୍ଚାଇବା କୁ ଯାଇ ଛାତ ର ତଳକୁ ଖସି ପଡି ଥିଲେ।

ତେବେ ଏହା ଦ୍ୱାରା ତାଙ୍କର ଅଣ୍ଟା ରେ ହାଡ଼ ଭାଙ୍ଗି ଯାଇ ଥିଲା,ଆଉ ତା ସହ ଗୋଡ଼ ଓ ଶରୀର ର ଅନ୍ୟନ୍ୟ୍ ଅଙ୍ଗ ରେ ମଧ୍ୟ କ୍ଷତି ହୋଇ ଥିଲା। ତେବେ ଘରେ ଖୁସି ର ମହଲ ଥିଲା ବେଳେ ହଠାତ୍ ଶୋକ ର ଛାୟା ଖେଳିଗଲା। ତେବେ ଏହା ପରେ ସେମାନେ ଏକ ଘୋରୋଇ ହସ୍ପିଟାଲ କୁ ନେଇ ଯାଇ ଥିଲେ ଆଉ ସେଠାରେ ଚିକିତ୍ସା କରାଇ ଥିଲେ । ତେବେ ଏହ କୁ ନେଇ ଆରତୀ ଘର ଲୋକ ବହୁତ ଚିନ୍ତା ରେ ଥିଲେ, କିନ୍ତୁ ଅବଧେସ୍ ସେହି ତାରିଖ ରେ ହିଁ ବିବାହ କରିବେ ବୋଲି ଜିଦ ଧରି ଥିଲେ, ଆଉ ସ୍ୱାମୀ ହିସାବ ରେ ସେ ତାଙ୍କ ସ୍ତ୍ରୀ ର ସେବା କରିବାକୁ ଚାଁହୁ ଥିଲେ।

ତେବେ ଏଥି ପାଇଁ ସେ ଡାକ୍ତର ଙ୍କ ଠୁ ଅନୁମତି ଆଣି ଆରତୀ କୁ ବିବାହ ପୂର୍ବରୁ ଘର କୁ ନିଆ ଗଲା,ଆଉ ସମ୍ପୁର୍ଣ୍ଣ ରୀତିନୀତି ରେ ବିବାହ ହେଲା,ଆଉ ତା ପରେ ସବୁ ଝିଅ ଭଳି ଆରତୀ ର ମଧ୍ୟ ବିଦାୟ ହେଲା କିନ୍ତୁ ସେ ଶାଶୁ ଘର କୁ ନୁହଁ ସିଧା ଆସିଲେ ହସ୍ପିଟାଲ କୁ , କାରଣ ତାଙ୍କର ଅପରେସନ ହେବାକୁ ଥିଲା। ତେବେ ଯେଉଁଥିରେ ଅବଧେସ୍ ସ୍ୱାମୀ ହିସାବ ରେ ଦସ୍ତଖତ କରି ଥିଲେ। ତେବେ ସେ ନିଜ୍ ସ୍ତ୍ରୀ ପ୍ରତି ଭଲ ପାଇବା ଦେଖାଇ ଆଜି ସେ ଉଦାହରଣ ପାଲଟି ଯାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।