ବଡ ଘୋଷଣା – ଏଣିକି ମେଟ୍ରିକ ପରୀକ୍ଷାରେ ୧୦୦ ମାର୍କ ବଦଳରେ ୮୦ ମାର୍କ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ସାରା ଦେଶ ରେ କୋରୋନ ର ପ୍ରକୋପ ରହିଛି, ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ, ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ମାନେ ମଧ୍ୟ କିଛି କରି ପାରୁ ନାହାନ୍ତି,କାରଣ ଏହା ଏକ ଅଜଣା ରୋଗ । ତେଣୁ ଏହାର ଚିକିତ୍ସା ପଦ୍ଧତି କେମିତି ତା କେହି ଜାଣି ନାହାନ୍ତି,ଆଉ ଯାହା ପାଇଁ ଆଜି ସାରା ବିଶ୍ୱ ରେ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି।

ତେବେ ସଙ୍କ୍ରମଣ କୁ କିଛି ମତ୍ରା ରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି, ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି,ଆଉ ତା ସହ ସାରା ଦେଶ ରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା। ସବୁ କିଛି ବନ୍ଦ ଥିବାରୁ ଲୋକ ଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇ ଥିଲା , ଯାହା ଫଳ ରେ ଲୋକ ମାନେ ଖାଇବାକୁ ପାଇଲେ ନାହିଁ , ଆଉ ତା ସହ ଅନେକ ସମସ୍ୟା ରେ ସମୁଖୀନ ହେଲେ। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ୍ ହେବାରେ ଲଗିଲା । ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆ ରେ ସରକାର ସବୁ କିଛି ଖୋଲି ଦେଇ ଥିଲେ କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ୍ ବନ୍ଦ ରହି ଥିଲା।

ତେବେ ଏଥି ପାଇଁ ଦଶମ ଶ୍ରେଣୀ ର ପରୀକ୍ଷା ମଧ୍ୟ ବିଲମ୍ବ୍ ରେ ହେବ ବୋଲି ଜଣା ପଡିଛି କାରଣ ଭଲ ଭାବେ ପାଠ ପଢା ହୋଇ ପରି ନାହିଁ। ତେବେ ପୁଣି ଥରେ ମେଟ୍ରିକ ପରୀକ୍ଷା କୁ ନେଇ ନୂଆ ନିଷ୍ପତି ନିଆଁ ଯାଇଛି। ତେବେ ଏଥର ୧୦୦ ମାର୍କ ବଦଲ ରେ ୮୦ ମାର୍କ ରେ ପିଲା ପରୀକ୍ଷା ଦେବେ, ଆଉ ଏଥିରେ ବିଷୟ ଭିତ୍ତିକ ପ୍ରଶ୍ନ ଅଧିକ ରହିବ ବୋଲି କୁହା ଯାଉଛି ।ତେବେ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା କିପରି ହେବ ବ୍ୟାପକ ରୂପେ ନିଷ୍ପତି ନିଆଯାଇଛି , ସେଥିପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପ ଯେପରିକି ନିଆ ଯାଇଛି ଯେମିତି କି ୮୦ ମାର୍କ ର ପରୀକ୍ଷା ,

ଅଧିକ ପରୀକ୍ଷା କେନ୍ଦ୍ର ଯେପରି କୋଭିଡ ଗାଇଡ ଲାଇନ ପାଳନ କରାଯିବା ସହିତ ପରୀକ୍ଷା ମଧ୍ୟ ସୂଚାର ରୂପେ କରାଯିବ । ତେବେ କୋଭିଡ କୋଟକଣା ଭିତରେ ପାଠ ପଢା ଭଲ ଭାବରେ ହୋଇ ପରି ନ ଥିଲା ଏଥି ପାଇଁ ୩୦% ସିଲବସ୍ କମି ଦିଆ ଯାଇ ଥିଲା।ତେବେ ପରୀକ୍ଷା ପୂର୍ବ ରୁ ପାଠ ପଢା ଯିବ , ଆଉ ଅନଲାଇନ ନୁହଁ ଅଫଲାଇନ୍ ରେ ପରୀକ୍ଷା ହେବ ବୋଲି ଜଣା ପଡିଛି। ତେବେ ଏହି ଖବର ଏବେ ସବୁ ଆଡେ ଜୋର ରେ ଚର୍ଚ୍ଚା ଚାଲିଛି।ତେବେ କମ ସମୟ ରେ ସୁଚାରୁ ରୂପେ ପରୀକ୍ଷା କରା ଯିବ ଆଉ ମଲ୍ଟିପୂଲ୍ କୁ ଅଧିକ ଗୁରୁତ୍ୱ ଦିଆ ଯିବ ବୋଲି ଜଣା ପଡିଛି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।