ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ – ବିବାହ ଆଗରୁ ରଖାଯାଉଥିବା ଶାରୀରିକ ସମ୍ପର୍କକୁ କୁହାଯିବନାହିଁ ଦୁର୍ଷ୍କମ ବଦଳିଲା ଗୁରୁତ୍ୱପୂର୍ଣ୍ଣ ଆଇନ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆଜି ର ଏହି ଦୁନିଆରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା, ବାର୍ତ୍ତା,ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ କେବଳ କିଛି ଦିନ, କିଛି ମାସ ବା କିଛି ବର୍ଷ ପାଇଁ। ଏହା ପରେ ଦୁହିଁଙ୍କ ମଧ୍ୟରେ ଥିବା ସେମାନଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ପର୍କ ସେମାନଙ୍କୁ ଗୋଟେ ବୋଝ ପରି ଲାଗେ। ପ୍ରେମ ର କିଛି ଦିନ ପରେ ସେମାନେ ପରସ୍ପର ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ପରସ୍ପର ମଧ୍ୟରେ ଥିବା ସମ୍ପର୍କ କୁ ସେମାନେ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲପାଇ ଯାଉଛନ୍ତି। ତେବେ ପ୍ରେମ ର ମାନେ କଣ ଏଇଆ କି,

ସାମାନ୍ୟ କିଛି ଭୁଲ୍ ବୁଝାମଣା ପାଇଁ ନିଜ ପ୍ରେମ କୁ ଭୁଲିଯାଇ ଆଉ କାହାକୁ ପ୍ରେମ କରିବା, ଏବେ ର ସମାଜ ରେ ତ ଯୁବପିଢି ମାନେ ଏଇଆ ହିଁ କରୁଛନ୍ତି। ତେବେ ସମାଜ ରେ ଦୁଷ୍କର୍ମ ର ପରିମାଣ ବଢ଼ି ଯାଇଛି। ଆଜି ର ଯୁବ ପିଡି ନିଜର ଇଚ୍ଛା ପାଇଁ ନିଜର ଖୁସି ପାଇଁ ନାରୀ ମାନଙ୍କର ଦୁସ୍କର୍ମ କରୁଛନ୍ତି, ସେମାନେ ଯେତେବେଳେ ପ୍ରେମ ରେ ବିଫଳ ହୋଇ ଯାଉଛନ୍ତି ସେତେବେଳେ ଝିଅ ଟି ଉପରେ ପ୍ରତିଶୋଧ ନେବା ପାଇଁ ତାର ଦୁଷ୍କର୍ମ କରି ତାକୁ ମାରି ଦେଇ ଥାନ୍ତି,ଆଉ କେତେବେଳେ ଯୁବପିଢି ମାନେ ପ୍ରେମ ରେ ପାଗଳ ହୋଇ ପରସ୍ପର ଶାରୀରିକ ସମ୍ପର୍କ ରଖି ଥାନ୍ତି। ତେବେ ଏହା ଦୁଇ ଜଣ ଙ୍କ ସହମତି ରେ ହୋଇ ଥାଏ।

ତେବେ ଏଥି କୁ ନେଇ ହାଇକୋର୍ଟ ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ ଯଦି ପୁଅ ଓ ଝିଅ ଙ୍କ ସହମତି ରେ ଯୌନ ସମ୍ପର୍କ ରଖା ଯାଏ। ତାହାଲେ ଏହାକୁ ଦୁସ୍କର୍ମ ବୋଲି କୁହା ଯିବ ନାହିଁ,କାରଣ ଏହା ଦୁଇ ଜଣଙ୍କ ଇଚ୍ଛାରେ ହୋଇଛି। ତେବେ ଯଦି ବିବାହ ପ୍ରତିସ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାକୁ ଧୁସ୍କର୍ମ୍ ରେ ଅନ୍ତର୍ଭୁକ୍ତ କରା ଯିବ ନାହିଁ,କାରଣ ଏହା ମହିଳା ଙ୍କ ଇଚ୍ଛା ରେ ହୋଇ ଥାଏ। ତେବେ ଏହି ନିଷ୍ପତି ଦିଲ୍ଲୀ ହାଇକୋର୍ଟ ରେ ବିଭୁ ବାଇଗୁର୍ ଙ୍କ ନେତୃତ ରେ ଏହି ନିଷ୍ପତି ନିଆ ଯାଇଛି। ତେବେ ଭାରତୀୟ ପିଙ୍ଗଲ୍ କୋର୍ଟ ଧାରା ୩୭୫ ଅନୁସାରେ ବିବାହ ପ୍ରତିଶୃତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ଅନୈତିକ୍ ସମ୍ପର୍କ ବୋଲି କୁହା ଯିବ ନାହିଁ,କାରଣ ଏହା ଦୁହିଁ ଙ୍କ ସହମତି ରେ ଓ ଇଚ୍ଛା ରେ ହୋଇଛି,ତେଣୁ ଏହାକୁ ଦୁସ୍କର୍ମ୍ ବୋଲି କୁହା ଯିବ ନାହିଁ।

ତେବେ ସୂଚନା ମୁତାବକ ଜଣେ ଯୁବତୀ ଙ୍କ ଅଭିଯୋଗ କରିଛନ୍ତି କି ଜଣେ ଯୁବକ ତାଙ୍କୁ ବିବାହ ର ପ୍ରତିସ୍ତୁତି ଦେଇ ୮ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ,କିନ୍ତୁ ସେହି ଯୁବକ ଜଣକ ତାଙ୍କୁ ବିବାହ ନକରି ଆଉ ଜଣ ଙ୍କୁ ବିବାହ କରି ଥିଲେ, ତେଣୁ ଏଥି ପାଇଁ ମହିଳା ଯୁବକଙ୍କ ନାମ ରେ ଅଭିଯୋଗ କରି ଥିଲେ। ତେବେ କୋର୍ଟ ଏହି ରାୟ୍ ଶୁଣାଇ ଯୁବକ ଙ୍କୁ ଦୋଷ ମୁକ୍ତ କରିଛି। ତେଣେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ଟ୍ରେଣ୍ଡ ଭଳି ହୋଇ ଗଲାଣି,କିନ୍ତୁ ମହିଳା ମାନେ ଯଦି ଏଥି ରେ ବିଫଳ ହେଲେ ତାହାଲେ ପୁରୁଷ ମାନଙ୍କ ଉପରେ ଅଭିଯୋଗ ଆଣୁଛନ୍ତି।ତେବେ ଏହା ଦୁଇ ଜଣ ଙ୍କ ସହମତି ରେ ହୋଇ ମଧ୍ୟ ମହିଳା ମାନେ ଏହାର ଫାଇଦା ଉଠାଉ ଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ ଏହି ନିୟମ କୁ ଅନେକ ସ୍ଥାନରେ ସ୍ୱାଗତଯୋଗ୍ୟ ବୋଲି କୁହା ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।