ଦେଖନ୍ତୁ ଭିଡିଓ – ଜଣଙ୍କର ବାପା ହୋଇଥିଲେ ମଧ୍ୟ ଆଉ ଜନଙ୍କ ସ୍ତ୍ରୀ ସହିତ ରୋମାନ୍ସ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଅନ୍ତରଙ୍ଗ ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି

0

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।

ଖାଲି ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।

ଉଲେଖଯୋଗ୍ୟ ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।ତେବେ ଭିଡ଼ିଓ ଟୀକୁ ଦେଖିଲେ ଲାଜ ରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ ।ତେବେ ଏହି ଭିଡ଼ିଓ ଟୀ ଜଣେ ବୃଦ୍ଧ ଓ ତାଙ୍କର ବୃଦ୍ଧା ପ୍ରେମିକା ଙ୍କର ।ତେବେ ସେହି ଭିଡ଼ିଓ ଟିରେ ଦେଖାଯାଇଛି ଯେ ବୟସ୍କ ବୁଢୀ ମହିଳା ଜଣଙ୍କ ରୋଷେଇ ଘରେ ନିଜର କାମ କରୁଛନ୍ତି ।ଆଉ ଠିକ ସମୟ ରେ ଜଣେ ବୟସ୍କ ବୃଦ୍ଧ ତାଙ୍କ ରୁମ ମଧ୍ୟକୁ ପ୍ରବେଶ କରି ତାଙ୍କ ସହ ରାହାସଲୀଳା କରୁଛନ୍ତି ।

ତେବେ ସେମାନେ ନିଜର ବୟସ ବିଷୟ ରେ ନ ଭାବି ପରସ୍ପର ସହ ରୋମାନ୍ସ କରିବାରେ ଲାଗି ରହିଛନ୍ତି ।ତେବେ କହିବାକୁ ଗଲେ ଆମ ବୃଦ୍ଧ ମଉସା ତାଙ୍କର ବୁଢ଼ୀ ପତ୍ନୀ ସହ ବୃଦ୍ଧ କାଳେ ବାଲ୍ୟ ଲୀଳା କରୁଛନ୍ତି ବୋଲି କହିଲେ କିଛି ଅତୁଟ ହେବ ନାହିଁ ।ତେବେ ସେମାନେ ପରସ୍ପର ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉ ଥିବା ସମୟରେ କେହି ଜଣେ ଅସାମାଜିକ ବ୍ୟକ୍ତି ଏହାର ଭିଡ଼ିଓ ରେକର୍ଡ କରିଥିଲେ ।ଏବଂ ପରେ ସେ ଏହି ଭିଡ଼ିଓ ଟୀକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।ତେବେ ଏହି ଭିଡ଼ିଓ ଟି କେଉଁ ସ୍ଥାନର ତା ନେଇ ସଠିକ ସୂଚନା ମିଳିନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।