ସର୍ବୋଚ୍ଚ ଅଦାଲତ ଙ୍କ ଐତିହାସିକ ନିଷ୍ପତି ! ପୁଅ ଭଳି ବୋହୁ ଙ୍କୁ ମଧ୍ୟ ମିଳିବ ସମାନ ଅଧିକାର , ଯଦି ନମିଳେ ତେବେ ଦୃଢକାର୍ଯ୍ୟାନୁଷ୍ଠାନ …..ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

0

ଆମ ସମାଜ ରେ ଅନେକ ପ୍ରକାର ଘଟଣା ସବୁ ଦେଖିବାକୁ ମିଳୁଛି। ତେବେ ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି, ଏମିତି ଅନେକ କିଛି ଘଟଣା ଦେଖିବାକୁ ମିଳି ଥାଏ ଯାହା ଅତି ଲଜ୍ୟାଜନକ ହୋଇ ଥାଏ, ଆଉ ସେମିତି ଘଟଣା ଅଧିକ ଭାବରେ ଦେଖିବାକୁ ମିଳୁଛି। ତେବେ ଅନେକ ସମୟ ରେ ଦେଖିବାକୁ ମିଳେ କି ମହିଳା ମାନଙ୍କ ପ୍ରତି ଅଧିକ ଅନ୍ୟାୟ ଅତ୍ୟାଚାର ହେଉଛି। ତେବେ ଆଗରୁ ମଧ୍ୟ ମହିଳା ମାନଂକୁ ବହୁତ କଷ୍ଟ ଦିଆ ଯାଉଥିଲା। ମହିଳା ମାନଂକୁ ଘରୁ ବାହାର କୁ ଯିବାକୁ ଦିଆ ଯାଉ ନ ଥିଲା, ପାଠ ପଢିବାକୁ ଦିଆ ଯାଉ ନଥିଲା , ଅତି କମ ବୟସ ରୁ ତାଙ୍କର ବିବାହ କରି ଦିଆ ଯାଉ ଥିଲା। ତେବେ ସେତେବେଳେ ନାରୀ ମାନେ ବହୁତ କଷ୍ଟ ,ଯନ୍ତ୍ରଣା ଭୋଗୀଛନ୍ତି। ତେବେ ଦେଶ ରେ ପ୍ରତିଟି ମୁହୂର୍ତ୍ତ ରେ ନାରୀ ମାନଙ୍କ ଉପରେ ଅନେକ ଘଟଣା ଦେଖିବାକୁ ମିଳୁଛି।


ପ୍ରଥମ ରୁ ହିଁ ନାରୀ ମାନଂକୁ ଦୁର୍ବଳ ବୋଲି ଭାବୁ ଆସୁଛନ୍ତି ଏହି ମଣିଷ ସମାଜ ,ଆଉ ତା ପରେ ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରି ଚାଲିଛନ୍ତି। ଦେଶ ବହୁତ ଆଗକୁ ଗଲାଣି,କିନ୍ତୁ ଆଜିବି ମଣିଷ ମାନଙ୍କ ମନ ରେ ନାରୀ ମାନଙ୍କ ପ୍ରତି ସେହି ସମାନ ଚିନ୍ତାଧାରା ରହିଛି, ଆଉ ଅନେକ ସ୍ଥାନ ରେ ନାରୀ ମାନଂକୁ ଆଗକୁ ବଢ଼ିବା ଦିଆ ଯାଏ ନାହିଁ। ତେବେ ଏହା ଠିକ ନୁହଁ,ଏହି ସମାଜ ରେ ପୁରୁଷ ଓ ନାରୀ ର ସମାନ ଅଧିକାର ରହୁଛି। ତେବେ ଅନେକ ସ୍ଥାନ ରେ ଦେଖା ଯାଏ କି ବିବାହ ପରେ ଶାଶୁ ଘର ଲୋକ ବହୁ କୁ ପର ଘର ଝିଅ କହି ତାକୁ ସମସ୍ତ କାର୍ଯ୍ୟ ବା ସମ୍ପତି ରୁ ବଂଚିତ କରି ଥାନ୍ତି,ଆଉ ଯାହା ପାଇଁ ସ୍ତ୍ରୀ ଟି ଅସହାୟ ହୋଇ ଯାଏ । ତେବେ ଏଥି ପାଇଁ ଦିଲ୍ଲୀ ରେ ସର୍ବୋଚ୍ଚ କୋର୍ଟ ଏଜ ନୂତନ ରାୟ ଶୁଣାଇଛନ୍ତି, ତେବେ ସ୍ୱାମୀ ଘରେ ସ୍ତ୍ରୀ ର ସମ୍ପୁର୍ଣ୍ଣ ଅଧିକାର ରହିବ।

ତେବେ ବୋହୁର ରହିବାର ହକ କୁ କେହି ଛିନ୍ନ୍ କରି ପାରିବ ନାହିଁ । ତେବେ ଶାଶୁ ଘରେ ପୁଅ ଭଳି ବହୁ ର ମଧ୍ୟ ରହିବାର ସମ୍ପୁର୍ଣ୍ଣ ଅଧିକାର ରହିଛି,ଆଉ ତାଙ୍କର ଏହି କୁ କେହି ଛିନ୍ନ୍ କରି ପାରିବେ ନାହିଁ। ତେବେ ସୁପ୍ରିମକୋର୍ଟ ଙ୍କ କହିବା ଅନୁଯାୟୀ ବିବାହିତ ମହିଳା ଙ୍କୁ ମିଳିବ ସମ୍ପୁର୍ଣ୍ଣ ଅଧିକାର। ତେବେ ଜଣେ ବୋହୁ ର ବାହା ଘରେ ପରେ ଶାଶୁ ଘରେ ରହିବାର ଅଧିକାର ରହିଛି,କିନ୍ତୁ ବୋହୁ ଉପରେ ସବୁ ଦୋଷ ଲୋଦି ଘର ତୋଡ଼ି ଦେଇ ପାରିବେ ନାହିଁ ଶାଶୁ କିମ୍ବା ସ୍ୱାମୀ କିମ୍ବା ଶଶୁର। ତେବେ ଜଷ୍ଟିସ ଚନ୍ଦ୍ର ସେଡୁ ଙ୍କ ଅଧକ୍ଷତା ରେ ଏକ ମାମଲା ର ଶୁଣାଣି କରିବାକୁ ଯାଇ ପୂର୍ବରୁ ନିଷ୍ପତି କୁ ବଦଳାଇ ଦେଇ ଏଭଳି ନୁସ୍ପତି ନେଇଛନ୍ତି ମାନ୍ୟବର ଅଦାଲତ।ତେବେ କୁହା ଯାଇଛି କି ଖାଲି ସ୍ୱାମୀ ର ସମ୍ପତି ରେ ନୁହଁ ବରଂ ଶାଶୁ ଶଶୁର ଙ୍କ ସମ୍ପତି ରେ ମଧ୍ୟ ରହିଛି ସମାନ ହକ,କାରଣ ବିବାହ ପରେ ଗୋଟେ ନାରି ସେହି ଘର ର ବହୁ ହୋଇ ଯାଏ। ତେବେ ତାହା ତାଙ୍କର ଘର ,ତେଣୁ ବହୁ କୁ ମଧ ମିଳିବ ସମ୍ପୁର୍ଣ୍ଣ ଅଧିକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।