ଜାନୁଆରୀ ୪ରୁ ଖୋଲିବ ସ୍କୁଲ ଓ କଲେଜ, ସରକାର ଜାରି କଲେ ଗାଇଡଲାଇନ୍, ସ୍କୁଲରେ ଦିଆଯିବ ମାଗଣା ମାସ୍କ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ସାରା ଦେଶ ରେ କୋରୋନ ର ପ୍ରକୋପ ରହିଛି,ଯାହା ପାଇଁ ଆଜି ସାରା ଦେଶ ରେ ଲୋକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହି ରୋଗ କୁ ରୋକିବା ପାଇଁ କୌଣସି ସମାଧାନ ନ ଥିବାରୁ ହଜାର ହଜାର ଲୋକ ପୋକ ମାଛି ଭଳି ମରୁଛନ୍ତି । ତେବେ ଆଜି ଯାଏ ଏହି ରୋଗ କୁ ଭଲ କରିବା ପାଇଁ ଔଷଧ ବା ଟୀକା ର ଉଦ୍ଭାବନ ହୋଇ ନାହିଁ,ଆଉ ଯାହା ପାଇଁ ଏହି ସଙ୍କ୍ରମଣ କୁ ରୋକା ଯାଇ ପାରୁ ନାହିଁ। ତେଣେ ଏହି କୋରୋନ ପାଇଁ ସାରା ଦେଶ ଏବେ ଅନେକ ସମସ୍ୟା ର ସମୁଖୀନ ହେଲାଣି। ତେବେ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି,ହେଲେ କିଛି ଫଳପ୍ରଦ ହେଉ ନାହିଁ।ତେବେ ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ମାନେ ମଧ୍ୟ କିଛି କରି ପାରୁ ନାହାନ୍ତି କାରଣ ଏହା ଏକ ଅଜଣା ରୋଗ ,ତେଣୁ ଏହାର ଚିକିତ୍ସା ପଦ୍ଧତି କେମିତି ତା କେହି ଜାଣି ନାହାନ୍ତି,ଆଉ ଯାହା ପାଇଁ ଆଜି ସାରା ବିଶ୍ୱରେ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି।


ତେବେ ସଙ୍କ୍ରମଣ କୁ କିଛି ମତ୍ରା ରେ କମାଇବା ପାଇଁ ସରକାର ସାରା ଦେଶ ରେ ଲକ ଡାଉନ ର ଘୋଷଣା କରିଛନ୍ତି, ଆଉ ମାସ୍କ୍ ପିନ୍ଧି ବାହାରକୁ ଯିବାକୁ କହିଛନ୍ତି,ଆଉ ତା ସହ ସାରା ଦେଶ ରେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା। ତେବେ ଏଥି ପାଇଁ ଦେଶ ର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହେବାରେ ଲାଗିଲା ,ତେଣୁ ସରକାର ଏହାର ସମାଧାନ ପାଇଁ ସବୁ କିଛି ଖୋଲିବା ପାଇଁ ନିଷ୍ପତି ନେଇ ଥିଲେ।ତେବେ ଅନଲକ୍ ଜରିଆରେ ସରକାର ସବୁ କିଛି ଖୋଲି ଦେଇ ଥିଲେ , କିନ୍ତୁ ସ୍କୁଲ ଓ କଲେଜ ବନ୍ଦ ରହି ଥିଲା,କାରଣ ସ୍କୁଲ ଓ କଲେଜ ଖୋଲିଲେ ସଙ୍କ୍ରମଣ ବଢ଼ି ପରେ ବୋଲି ଆଶଙ୍କା କରି ଆଜି ଯାଏ ସ୍କୁଲ କଲେଜ ବନ୍ଦ ରହି ଥିଲା।


ତେବେ ସବୁ ସ୍ଥାନ ରେ ସ୍କୁଲ ,କଲେଜ ଖୋଲିବା କଥା ଚର୍ଚ୍ଚା ରେ ରହି ଥିବା ବେଳେ । ବିହାର ର ରାଜ୍ୟ ସରକାର ଏହାର ଏକ ଦୃଢ଼ ନିଷ୍ପତି ନେଇଛନ୍ତି, ଜାନୁଆରୀ ୪ ରୁ ଖୋଲିବ ବିହାର ର ସ୍କୁଲ ,କଲେଜ ଓ କୋଚିଙ୍ଗ ସେଣ୍ଟର । ତେବେ ସୂଚନା ଅନୁଯାୟୀ ଜାନୁଆରୀ ୪ ରେ ପ୍ରଥମେ ନବମ ଓ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବାର୍ ବ୍ୟବାସ୍ଥା ରହିଛି । ତେବେ ଏହା ପରେ ପରିସ୍ତିତି କୁ ଆଖିରେ ରଖି ଜାନୁଆରୀ ୧୮ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ଙ୍କର ସ୍କୁଲ ଖୋଲା ଯିବ । ତେବେ ଏଥି ପାଇଁ ସରକାର ଅନୁମତି ଦେଇ ନାହାନ୍ତି। ତେବେ ଏଥି ପାଇଁ ବିହାର ର ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି।ତେବେ ସ୍କୁଲ ଓ କଲେଜରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି,ଆଉ ସମସ୍ତେ ଦୂରତା ପାଳନ କରିବେ ।


ତେବେ ସୂଚନା ଅନୁଯାୟୀ ଅଧା ଗୋଟେ ଦିନ ଆସିବେ ତ ଆଉ ଅଧା ପିଲା ତା ପର ଦିନ। ତେବେ ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣାରେ ମାସ୍କ ଦିଆଯିବ , ଆଉ ଶିକ୍ଷକଙ୍କ ସହ ପିଲାଙ୍କୁ ଦୁଇଟି ଲେଖାଏଁ ମାସ୍କ ମିଳିବ । ସେହିପରି କୋଚିଂ ସେଣ୍ଟର ପାଇଁ ମଧ୍ୟ ଅଲଗା ଗାଇଡଲାଇନ୍ ଜାରି କରାଯାଇଛି । ତେବେ ରାଜ୍ୟ ସରକାର ଙ୍କର ଏହି ନିଷ୍ପତି ପିଲା ଙ୍କ ଭବିଷ୍ୟତ ପାଇଁ, କାରଣ ଦୀର୍ଘ ୯ ମାସ ଧରି ପିଲା ମାନେ ଘରେ ବସି ରହିଛନ୍ରି । ଆଉ ତା ସହ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଖରେ ଅନଲାଇନ ଶିକ୍ଷା ପହଂଚି ପାରୁ ନ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ବହୁତ ଅସୁବିଧାରେ ସମୁଖୀନ ହେଉ ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।