ଦେଖନ୍ତୁ ଅଜବ ଭିଡିଓ – ଏହି ମନ୍ଦିରରେ ପୂଜାରୀ ନଥିଲେ ମଧ୍ୟ ମାଙ୍କଡ କରୁଛି ପୂଜା ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି,ଆଉ ସମସ୍ତେ ଭାବନ୍ତି ଈଶ୍ୱର ଯାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ,ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧର୍ମ ରେ ହନୁମାନ ଙ୍କୁ ସଙ୍କୋଟମୋଚନ ବୋଲି କୁହା ଯାଏ , କାରଣ ତାଙ୍କ ନାମ ଜପ କରିଲେ ସମସ୍ତ ସଙ୍କଟ ଦୂର ହୁଏ,ଆଉ ସେ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ଙ୍କର ପରମ ଭକ୍ତ। ତେବେ ତାଙ୍କୁ ପ୍ରତିଦିନ ଜପ କରିଲେ ବା ତାଙ୍କର ମନ୍ତ୍ର ଜପ କରିଲେ ସମସ୍ତ ସମସ୍ୟା ଦୂର ହୋଇ ଥାଏ ।ତେବେ ବେଳେ ବେଳେ ଅନେକ ସ୍ଥାନ ରେ ହନୁମାନ ଙ୍କ ମନ୍ଦିର ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ତେବେ ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି,ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଆଜମିର ର ବଜରଙ୍ଗଗଡ ମନ୍ଦିର ରେ।ତେବେ ସେଠାରେ ଦେଖିବାକୁ ମିଳିଛି କି ଗୋଟେ ମାଙ୍କଡ଼ ପୂଜା କରି ଆସୁଛି। ତେବେ ଆମେ ଜାଣିଛେ ସାଧାରଣତ ମନ୍ଦିର ମାନଂକର ରେ ପୂଜକ ମାନେ ପୂଜା କରି ଆସନ୍ତି,କିନ୍ତୁ ଏଠି ଜଣେ ମାଙ୍କଡ଼ ପୂଜା କରି ଆସୁଛି। ତେବେ ହନୁମାନ ଙ୍କର ସେହି ମନ୍ଦିର ରେ ରାମୁ ନାମକ ଏକ ମାଙ୍କଡ଼ ୭ ବର୍ଷ ହେଲା ପୂଜା କରି ଆସୁଛି।ତେବେ ରାମୁ ସେହି ମନ୍ଦିରରେ ରକ୍ଷାକର୍ତ୍ତା ଭାବରେ ସେଠାରେ ରହିଛି,ଆଉ ତା ସହ ସେ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।ତେବେ ସୂଚନା ଅନୁଯାୟୀ ରାମୁ ସେହି ମନ୍ଦିରରେ ରହେ ଆଉ ସେଠାରେ ଖାଇପିଇ ବିଶ୍ରାମ ମଧ୍ୟ କରିଥାଏ,

କିନ୍ତୁ ଏହା ବ୍ୟତୀତ ରାମୁ ତାର ମସ୍ତକରେ ହନୁମାନଜୀଙ୍କର ତିଲକ ମଧ୍ୟ ଲଗାଏ,ଆଉ ନିଜର ପାଦ ଧୋଇ ହନୁମାନଜୀଙ୍କର ଭକ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ତେବେ ସେ ମନ୍ଦିର ରେ ପୂଜା କରିବା ସହ ଘଣ୍ଟି ମଧ୍ୟ ବଜାଇ ଥାଏ,ଆଉ ମନ୍ଦିର କୁ ଯେଉଁ ଭକତ ମାନେ ଆସି ଥାନ୍ତି , ସେମାନଙ୍କ ସହ ଆଳତି କରି ଥାଏ,ଆଉ ଭଜନ କୀର୍ତନ କରିବା ସହ ନୃତ୍ଯ ମଧ୍ୟ ଦେଖାଇ ଥାଏ। ତେବେ ସୂଚନା ଅନୁଯାୟୀ ରାମୁ ମାଙ୍କଡ଼ ଓଂକାର ସିଂ ଙ୍କୁ ବହୁତ ଭଲ ପାଏ।

ତେବେ ଗୋଟେ ମଣିଷ ଓ ମାଙ୍କଡ଼ ମଧ୍ୟ ରେ ଥିବା ସମ୍ପର୍କ ସମ୍ପୁର୍ଣ୍ଣ ଭାବେ ଦେଖା ଯାଏ। ତେବେ ଓଂକାର ଙ୍କ କହିବା ଅନୁଯାୟୀ ରାମୁ ତା ପରିବାର ଠୁ ଦୁରେଇ ଯାଇ ଥିଲା,ଆଉ ସେ ଆସି ଏହି ମନ୍ଦିର ରେ ପହଞ୍ଚି ଥିଲା। ତେବେ ସେହି ସମୟ ରେ ତାର ଦେଶ ବହୁତ ଖରାପ ହୋଇ ଥିଲା,କିନ୍ତୁ ଲୋକ ମାନେ ତାଙ୍କୁ ଅଣଦେଖା କରି ଚାଲି ଯାଉ ଥିଲେ। ଆଉ ସେତେବେଳେ ଓଂକାର୍ ତାର ସେବା ଯତ୍ନ କରି ଥିଲେ,ଆଉ ତାକୁ ଗଛ ଚଢିବା , ଆଳତି କରିବା ଶିଖାଇ ଥିଲା ।ତେବେ ରାମୁ ମନ୍ଦିର ର ରକ୍ଷକ ଭାବରେ ରହିଛି। ତେବେ ସେ ଲୋକ ଙ୍କର ହଜି ଯାଇ ଥିବା ଜିନିଷ ମଧ୍ୟ ଖୋଜି ଆଣି ଦେଇ ଥାଏ,ତେବେ ସେ ନୀତି ଦିନ ହନୁମାନ ଙ୍କ ପୂଜା କରି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।