ଓଡିଶା ସରକାର ଙ୍କ ନୂଆ ନିୟମ । ଲିଫ୍ଟ ଦେଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ ହୋଇପାରେ ଜେଲ ସେୟାର କରି ସମସ୍ତଙ୍କପ ଜଣାନ୍ତୁ

0

ଯେଉଁ ମାନେ ଗାଡି ଚଳାଉଛନ୍ତି ସେମାନେ ସାବଧାନ ହୋଇ ଜାନ୍ତୁ । କାହିଁକି ନା ଆଗକୁ ବହୁତ କଡାକଡି ହେବାକୁ ଯାଉଛି ଟ୍ରାଫିକ ନିୟମ। ଏଣିକି ଲାଗୁ ହେବାକୁ ଯାଉଛି ଡବଲ ହେଲିମେଟ ରୂଲ। ଯାହା ଫଳରେ ଏଣିକି ଗାଡି ପଛରେ ବସିଥିବା ଲୋକ ମଧ୍ୟ ହେଲିମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇ ଯାଇଛି। ଯାହା ଫଳରେ ଏଣିକି ଯେଉଁ ମାନେ ଗାଡି ଚଳାଉଛନ୍ତି ସେମାନଙ୍କ ପଛରେ ବସିଥିବା ଲୋକ ଯଦି ହେଲିମେଟ ପିନ୍ଧି ନଥାଏ ତାହାଲେ ଚାଳକ ଙ୍କ ଲାଇସେନ୍ସ ରଦ୍ଧ ହେବ।


ପରିବହନ ସଂସ୍ଥା ଏଥି ପାଇଁ ସତର୍କ କରାଇ ଦେଇଛି। ତେଣୁ ଆପଣ ଯେତେବେଳେ ବି ଘରୁ ବାହାରକୁ ବାହାରୁ ଛନ୍ତି ନିଶ୍ଚିତ ସାବଧାନ ହୋଇ ଜାନ୍ତୁ। ଯେତେବେଳେ ଭି ଘରୁ ବାହାରୁ ଛନ୍ତି ହେଲିମେଟ ପିନ୍ଧି ବହାରନ୍ତୁ। କାହିଁକି ନା ଏବେ ଡବଲ ହେଲିମେଟ ଚେକିଂ କଡାକଡି ହୋଇ ଯାଇଛି। ଆଉ ଏହା ନେଇ ସୂଚନା ଜାରି କରଛନ୍ତି ରାଜ୍ୟ ପରି ବହନ ମନ୍ତ୍ରୀ ପଦ୍ମ ନାଭ ବେହେରା। ସେ ଏହା ମଧ୍ୟ ଚେତେଇ ଦେଇଛନ୍ତି ଯେ ଆପଣ ଙ୍କ ପାଖରେ ଯଦି ଏକ ରୁ ଅଧିକ ହେଲିମେଟ ନାହିଁ ତେବେ ଆପଣ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ। କାରଣ ଆପଣ ଧରା ପଡିଲେ ଚାଳକ ଙ୍କ ର ଡିଏଲ ରଦ୍ଧ ହେବ।

ଆଗାମୀ 3 ମାସ ଭିତରେ ସୁପ୍ରିମ କୋର୍ଟ ଙ୍କ ସଡକ ସୁରକ୍ଷା କମିଟି ଓଡିଶା ଆସିବ। ସେଥି ପାଇଁ ରାଜ୍ୟ ସରକାର ଏନେଇ ଆଗୁଆ ତତ୍ପର ହୋଇ ଯାଇଛନ୍ତି। ସେ ରାଜ୍ୟରେ ସମସ୍ତ ନିୟମ କାନୁନ କୁ କଡା କଡୀ ଜାରି କରିବା ପାଇଁ ଜୋର ସୋର ପ୍ରସ୍ତୁତ ଚଳାଇ ଛନ୍ତି। ଯାହା ଫଳରେ ନିୟମ କୁ କସା କଡୀ ଲାଗୁ କରା ଯାଇଛି। ଗତ ବର୍ଷ ସେପ୍ଟେମ୍ବର ମାସଠୁ କେନ୍ଦ୍ର ସରକାର ଏହି ନିୟମ ଗୁଡିକୁ କଡା କଡୀ ଲାଗୁ କରିଛନ୍ତି। ବିଶେଷ କରି ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନ ମାନଙ୍କ ରେ ଏହି ନିୟମ କୁ କଡା କଡୀ କରିବା ପାଇଁ ସୁପ୍ରିମକୋର୍ଟ ଅର୍ଡର ଦେଇଛନ୍ତି। ଯାହା ଫଳରେ ଏହି ସବୁ ସ୍ଥାନକୁ ଜିଜେ ସୁପ୍ରିମ କୋର୍ଟ ଙ୍କ କମିଟି ଗସ୍ତ କରିବା ବୋଲି ଜଣା ପଡିଛି। ତେବେ ଏହି ଗସ୍ତ କର୍9ବା ଓଆରେ ଏହି କମିଟି ଭିଭିନ୍ନ ଜାଗା ମାନଙ୍କ ରେ ବ୍ଲାକ ସ୍ପୋର୍ଟ ଚିହ୍ନଟ କରିବ ଓ ସେହି ସ୍ଥାନ ଗୁଡିକ ପ୍ରତି ଅଧିକ ସତର୍କ ଅବଲମ୍ବନ କରିବ।


ତେବେ ଏହି ନିୟମ କୁ ଜଡ଼ା କଡୀ କରିବା ଫଳରେ ଲୋକ ମାନଙ୍କ ମନରେ ସଚେତନ ସୃଷ୍ଟି ହେବ। ଯାହା ଫଳରେ ସେମାନେ ଫାହରୁ ବାହାରକୁ ବାହାରିବା ପରେ ନିଶ୍ଚିତ ଭାବରେ ହେଲିମେଟ ପିନ୍ଧି ଘରୁ ବାହାରିବେ ଓ ଆପଣ ଙ୍କ ଗାଡି ପଛରେ ବସିଥିବା ବ୍ୟକ୍ତି ଯେପରି ବିନା ହେଲିମେଟ ରେ ଗାଡି ରେ ନ ବସେ ସେଥି ପ୍ରତି ଚାଳକ ମାନେ ବିଶେଷ ଦୃଷ୍ଟି ଦେବା ଉଚିତ। କାହିଁକି ନା ଏହା ପାଇଁ ଚାଳକ ଉପରେ ସିଧା କାର୍ୟଅନୁଷ୍ଠାନ ନିଆଯିବା ସହ ତାଙ୍କର ଡିଏଲ କେଂସେଲ ହେବାର ଚାନ୍ସ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।