ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଦିପ୍ତିରେଖା ଙ୍କ ରିସେପ୍ସନ ପାର୍ଟିରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ସାଇସିଦ୍ଧି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ରିସେପ୍ସନ ପାର୍ଟି ଭିଡିଓ

0

କଣ ଆପଣ ସଂଗୀତ କୁ ଭଲ ପାନ୍ତି? କଣ ଆପଣ ଗୀତ ଗାଇବା କୁ ଭଲ ପାନ୍ତି?ହଁ ଆଜ୍ଞା ଆମ ସମାଜରେ ବହୁତ ଲୋକ ଗୀତ ଗାଇବାକୁ ବହୁତ ଭଲ ପାନ୍ତି ତ ଆଉ କେହି ଗୀତ ଶୁଣିବାକୁ ଭଲ ପାନ୍ତି। ତେବେ ଯେଉଁ ମାନେ ଗୀତ ଗାଇବାକୁ ଭଲ ପାନ୍ତି ସମସ୍ତେ ଗୀତ କୁ ନିଜର ପେସା କରିନଥାନ୍ତି। ସ୍କୁଲ ଏବଂ କଲେଜ ସମୟ ରେ ସେମାନେ କୈଣସି ଫଙ୍କସନ ରେ ଗୀତ ଗାଇଥାନ୍ତି, ସମୟ ବିତିବା ସହ ସେମାନେ ମଧ୍ଯ ସଂଗୀତ ଠାରୁ ଦୂରେଇ ଦୂରେଇ ଯାନ୍ତି କିନ୍ତୁ କିଛି ଲୋକ ଅଛନ୍ତି ଯେଉଁ ମାନେ କି ସଂଗୀତ କୁ ନିଜର ପେସା ଭାବେରେ ଗ୍ରହଣ କରିନିଅନ୍ତି।

ସେମାନେ ଧୀରେ ଧୀରେ ବିଭିନ୍ନ ସଂଗୀତ ଗାନ କରି ଏକ ସଫଳତା ହାସଲ କରିଥାନ୍ତି।ସେମାନ ଙ୍କ ସଂଗୀତ ସଂଗୀତ କୁ ଶୁଣିବା ପସନ୍ଦ କରୁଥିବା ଲୋକ ଙ୍କୁ ବେଶ୍ ଭଲ ଲାଗି ଥାଏ। ଏହି ସଂଗୀତ ଶୁଣି ଧିରେ ଧିରେ ସେମାନ ଙ୍କ ଫ୍ୟାନ ବଢି ଯାନ୍ତି। ତେବେ ଆମ ଓଡିଆ ଜଗତରେ ମଧ୍ଯ ବର୍ତ୍ତମାନ ବହୁ ସଂଗୀତ ଗାନ କରୁଥିବା କଳାକାର ଆସିଲେନି ଯେଉଁ ମାନେ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଓଡିଆ ଲୋକ ଙ୍କୁ ବେଶ୍ ଆନନ୍ଦିତ କରିପାରୁଛନ୍ତି ଏବଂ ଧିରେ ଧିରେ ସେମାନ ଙ୍କ ଫ୍ୟାନ ମଧ୍ଯ ବଢିବାରେ ଲାଗିଛି।


ତେବେ ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର, ଅଭିଜିତ୍ ମଜୁମଦାର,ପପୁ ପମ୍ ପମ୍, ଦୀପ୍ତି ରେଖା ଏବଂ ଏମାନଙ୍କ ଭଳି ଅନେକ ସଂଗୀତ କଳାକାର ଆମ ଓଡିଆ ଜଗତରେ ଅଛନ୍ତି,କିନ୍ତୁ ବର୍ତ୍ତମାନ ର ସବୁଠାରୁ ବଡ ଖବର ହେଉଛି ଓଡ଼ିଆ ସିଙ୍ଗର ଦୀପ୍ତି ରେଖା ଙ୍କ ବିବାହ ସରି ଯାଇଛି ଏବଂ ଗତ ଶୁକ୍ରବାର ଦିନ ତାଙ୍କର ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଥିଲା ଏବଂ ଏହି ରିସେପ୍ସନ ପାର୍ଟି ରେ ତାଙ୍କର ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ। ତେବେ ଏହି ରିସେପ୍ସନ ପାର୍ଟି ରେ ସିଦ୍ଧାର୍ଥ ମହାପାତ୍ର ଏବଂ ତାଙ୍କ ଝିଅ ସାଇସିଦ୍ଧି ମହାପାତ୍ର ମଧ୍ଯ ଯୋଗ ଦେଇଥିଲେ। ତେବେ ଦୀପ୍ତି ରେଖା ଙ୍କ ରିସେପ୍ସନ ଭିଡିଓ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ଆପଣ ମାନେ ମଧ୍ଯ ଜାଣିବା ପାଇଁ ଚାହୁଁ ଥିବେ ଯେ ଦୀପ୍ତି ରେଖା ଙ୍କ ସ୍ଵାମୀ ଙ୍କ ନାମ କଣ ଏବଂ ସେ କଣ କରନ୍ତି।


ତେବେ ଆସନ୍ତୁ ଜାଣିବା ଦୀପ୍ତି ରେଖା ଙ୍କ ସ୍ଵାମୀ ଙ୍କ ନାମ କଣ ଏବଂ ସେ କଣ କରନ୍ତି। ତେବେ ଦୀପ୍ତି ରେଖା ଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୌମ୍ୟ ରଞ୍ଜନ ଓ ସେ ଜଣେ ବଡ ବିଜିନେସ ମ୍ୟାନ୍ ଭାବେ ପରିଚିତ। ତେବେ ଗତ ଶୁକ୍ରବାର ଖୋର୍ଦ୍ଧା ରେ ଦୀପ୍ତି ରେଖା ଙ୍କ ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଥିଲା ଏବଂ ସରକାର ଙ୍କ କୋଭିଡ୍ କଟକଣା ଗାଇଡ୍ ଲାଇନ୍ ଅନୁସାରେ ତାଙ୍କର ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଥିଲା ଏବଂ ଏହି ପାର୍ଟି ରେ ଅଳ୍ପ ସଂଖ୍ଯକ ବନ୍ଧୁ ଏବଂ କଳାକାର ଯୋଗ ଦେଇଥିଲେ। ତେବେ ଦୀପ୍ତି ରେଖା ହଠାତ୍ କାହିଁକି ବିବାହ କଲେ ସେ ବିଷୟ ରେ ସେ ବର୍ତ୍ତମାନ ସୁଧା କିଛି କହି ନାହାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।