IAS ଇଣ୍ଟରଭିୟ୍ୟୁ ପ୍ରଶ୍ନ — ଦଶଭୁଜା କେଉଁ ଦେବୀଙ୍କ ନାମ ଅଟେ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ଉତ୍ତର ଆପଣ ଙ୍କ ପାଖରେ ଅଛି କି ?

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧)  ଓଡିଶା ର ଗଙ୍ଗା ନଦୀ ବୋଲି କାହାକୁ କୁହାଯାଏ ?
ଉତ୍ତର:- ମହାନଦୀ

୨) କେଉଁ ସ୍ଥାନ କୁ ଓଡିଶା ର ସ୍ଵର୍ଣ୍ଣ କ୍ଷେତ୍ର ବୋଲି କୁହା ଯାଏ ?
ଉତ୍ତର:- ମହାଙ୍ଗା

3 )  ଡୁଡୁମା ଜଳ ପ୍ରପାତ ଓଡିଶା ର କେଉଁ ଜିଲ୍ଲା ରେ ଅବସ୍ଥିତ?
ଉତ୍ତର :- କୋରାପୁଟ

4 )ଓଡିଶା ରେ ଝୁଲା ପୋଲ କେଉଁ ଜିଲ୍ଲାରେ ଅଛି?
ଉତ୍ତର :- କଟକ

5) କେଉଁ ୫ ଟି ଜିନିଷ ଜୀବନ ରେ କେବଳ ଥରେ ମିଳିଥାଏ ?
ଉତ୍ତର :-ମାତା , ପିତା

6 )ଏମିତି କେଉଁ ଜିନିଷ ସମୁଦ୍ର ରୁ ଆସି ଘରେ ରହି ଥାଏ ?
ଉତ୍ତର :- ଲୁଣ

7 ) ଭାରତ ରେ ଏମିତି କେଉଁ ସହର ଅଛି , ଯାହା କୁ ଆମେ ଖାଇ ଥାଉ ?
ଉତ୍ତର :- ସିମଲା

8 ) ଶିଶୁ ର ଖଡ଼ି ଛୁଆଁ କେଉଁ ବାର ରେ କରା ଯାଇ ନ ଥାଏ ?
ଉତ୍ତର:- ବୁଧବାର

9 ) କଥା ରେ ଅଛି ‘ ଚାଷ ଭାରତର୍ ___ ମଠ ?
ଉତ୍ତର:- ବଣିଜ

୧0) ମାତା ଲକ୍ଷ୍ମୀ କାହାର କନ୍ୟା ?
ଉତ୍ତର:- ସାଗର

୧1) ଗୋପାଳପୁର୍ ବନ୍ଦର କେଉଁ ଜିଲ୍ଲା ରେ ଅବସ୍ତିତ ?
ଉତ୍ତର:- ଗଞ୍ଜାମ

1୨) କଥା ରେ ଅଛି ‘ ଝିମିଟି ଖେଳ ରୁ ____ ?
ଉତ୍ତର:- ମହାଭାରତ

13)  ଆସ୍ଵିନ ମାସ ଶୁକ୍ଲ ଦଶମୀ ରେ କେଉଁ ବ୍ରତ ପାଳନ କରା ଯାଏ ?
ଉତ୍ତର:- ସୋମୋନାଥ ବ୍ରତ

14 ) ଦୁଷ୍ମନ୍ତ ଓ ଶକୁନ୍ତଳା ଙ୍କ ପୁତ୍ର ଙ୍କ ନାମ କଣ ?
ଉତ୍ତର:- ଭରତ

15 ) ବିର୍ସା ମୁଣ୍ଡା କିଏ ?
ଉତ୍ତର:- ସ୍ୱାଧୀନତା ସଂଗ୍ରାମୀ

16 ) ଦଶଭୁଜା କେଉଁ ଦେବୀଙ୍କ ନାମ ଅଟେ ?

ଉତ୍ତର – ଦୁର୍ଗା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।